banner
Breaking
Monthly Archives

May 2020

ଗଞ୍ଜାମ ସରପଞ୍ଚଙ୍କ ସହ କଥାହେଲେ ୫ ଟି ସଚିବ।

ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ…
Read More...

ଆଜି ଗଞ୍ଜାମ ଯିବେ ୭ ଜଣିଆ ଡାକ୍ତରି ଦଳ।

ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ) : ରାଜ୍ୟବାସୀ ଓ ସରକାରଙ୍କ ଚିନ୍ତା ବଢାଇଦେଇଛି ଗଞ୍ଜାମ। ପ୍ରବାସୀ ଓଡ଼ିଆ ଫେରିବା ପରେ ହୁହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଗଞ୍ଜାମ ଜିଲାରେ ରବିବାର ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ସୋମବାର ସକାଳୁ ୧୨ ଜଣ ଚିହ୍ନଟ ହୋଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ବନ୍ଧୁ ଗହଣରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ ।…
Read More...

ରାଜ୍ୟରେ ପୁଣି ୧୪ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୩୯୧କୁ ବୃଦ୍ଧି।

ଭୁବନେଶ୍ୱର,୧୧/୫(ଓଡ଼ିଆ ନ୍ୟୁଜ) ଆଜି ସକାଳ ଅପଡେଟ ସୁଧା ରାଜ୍ୟରେ ପୁଣି ୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ଜଣେ ଓ କେନ୍ଦ୍ରାପଡାର ଜଣେ। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ବୃଦ୍ଧିପାଇ ୩୯୧ ରେ ପହଞ୍ଚିଛି।ଗଞ୍ଜାମରୁ ଆଜିର…
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ: ମେ ୧୭ ତାରିଖରେ ଶେଷ ହେବ ଦେଶର ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ । ଏହା ପରେ କ’ଣ ଯୋଜନା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ଅନୁରୂପ ଭାବରେ ଲକ୍ଡ଼ାଉନ କୋହଳ କରି ଲୋକଙ୍କୁ କାମଧନ୍ଦା…
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବରରେ ୩ ଟି ସ୍କ୍ରିନି° ସେଣ୍ଟର।

ଭୁବନେଶ୍ବର,୧୦/୫(ଓଡ଼ିଆ ନ୍ୟୁଜ): ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର କରାଯାଇଛି। ପ୍ରବାସୀଙ୍କୁ ରାଜଧାନୀରେ ୩ଟି ସ୍ଥାନରେ ସ୍ବାଗତ…
Read More...

ଆକାଳରେ ଚାଲିଗଲା ଜୀବନ।

ନୂଆଦିଲ୍ଲୀ: ଲକ୍ଡ଼ାଉନ ଆରମ୍ଭ ହେବା ବେଳକୁ କାମ ଧନ୍ଦା ବନ୍ଦ ହୋଇଗଲା । କାମ ବନ୍ଦ ତ ଠିକାଦାର ବି ଟଙ୍କା ଦେବା ବନ୍ଦ କରିଦେଲା । ବୀରଗେନ୍ଦ୍ର ପାଖରେ ଯାହା ଅଳ୍ପ କିଛି ସଞ୍ଚିତ ଧନ ଥିଲା, କେଇଦିନ ମଧ୍ୟରେ ତାହା ବି ସରିଗଲା । କାମଧନ୍ଦାର ଅଭାବ ସାଙ୍ଗକୁ ପେଟର ଭୋକ, ଘରକୁ ଫେରି ଆସିବା…
Read More...

ସରପଞ୍ଚ କଲେ ୭ ଦିନ ଲକଡାଉନ୍। ଆରମ୍ଭ ହେଲା ଜିଲ୍ଲାପାଳ ପାଓ୍ବାର।

ଭୁବନେଶ୍ବର, ୧୦/୫(ଓଡ଼ିଆ ନ୍ୟୁଜ): ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲାପାଳଙ୍କ ପରି କ୍ଷମତା ଦେଇଛନ୍ତି । ନିଜ ପଞ୍ଚାୟତରେ ସରପଞ୍ଜ ଜିଲାପାଳଙ୍କ ପରି କ୍ଷମତା ଉପଭୋଗ କରିବେ ଓ ଅନୁରୂପ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲାରେ ଦୁଇଜଣ ସରପଞ୍ଚ ନିଜ ପଞ୍ଚାୟତରେ…
Read More...

ମାତୃ ଦିବସରେ ମୁଖ୍ୟମନ୍ତ୍ରୀଙ ଆହ୍ୱାନ କଣ ଜାଣନ୍ତୁ।

ଭୁବନେଶ୍ୱର ,୧୦/୫(ଓଡ଼ିଆ ନ୍ୟୁଜ): ଆଜି ମାତୃଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ ମା’ର ନିଃସର୍ତ୍ତ ସ୍ନେହ, ନିଃସ୍ୱାର୍ଥ ଓ ଅକ୍ଳାନ୍ତ ପରିଶ୍ରମ ଏବଂ ତ୍ୟାଗ ବଳରେ ଆମେ ସମସ୍ତେ ଆଜି ଛିଡ଼ା ହୋଇଛେ। ରାଜ୍ୟରେ ନିରାପଦ ମାତୃତ୍ୱକୁ…
Read More...

ପ୍ରବାସୀ ଫେରିବା ପାଇଁ ରାଜ୍ୟ ସବୁ ସହଯୋଗ କରନ୍ତୁ।

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରୁ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା କ୍ଷେତ୍ରରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟକୁ ପୁନର୍ବାର ଅନୁରୋଧ କରିଛି କେନ୍ଦ୍ର । କିଛି ରାଜ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି, ମାତ୍ର କେତେକ କ୍ଷେତ୍ରରେ ସମନ୍ବୟରେ ତ୍ରୁଟି ରହୁଛି ।…
Read More...