banner
Breaking
Monthly Archives

March 2020

ବନ୍ଦେ ଉତ୍କଳ ଜନନୀ କୁ ନେଇ ବିଧାନସଭାରେ ହଟଗୋଳ।

ଭୁବନେଶ୍ୱର, ୧୨।୩(ଓଡ଼ିଆ ନ୍ୟୁଜ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇ ନ ଥିବାରୁ ବିଭିନ୍ନ ସଭା ସମିତିରେ ମନଇଚ୍ଛା ଗାନ…
Read More...

ମଧ୍ୟପ୍ରଦେଶ ସରକାର ସ°ଗୀନ ସ୍ଥିତିରେ।

ମଧ୍ୟପ୍ରଦେଶ, ୧୧/୩(ଓଡ଼ିଆ ନ୍ୟୁଜ) : ବର୍ତ୍ତମାନ ରାଜନୀତିରେ ସବୁ ଅସମ୍ଭବ ସମ୍ଭବ ହୋଇଯାଇଛି। ନିଜର ସ୍ବାର୍ଥ ପାଇଁ ଦଳୀୟ ଓ ରାଷ୍ଟ୍ରୀୟ ସ୍ବାର୍ଥକୁ ବଳି ପକାଇ ଦେଉଛନ୍ତି ରାଜନେତା। ଗଣତନ୍ତ୍ର ନାମରେ ରାଜତନ୍ତ୍ର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦଳୀୟ କନ୍ଦଳ ହେଉ ଅବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ରବି ଓ ବୁଧଙ୍କ କୋଣଭାବ ପ୍ରତି ପୂର୍ଣ୍ଣଦୃଷ୍ଟି ଯୋଗୁଁ ଆପଣଙ୍କ ନିଷ୍ପତି ସର୍ବଜନଗ୍ରାହ୍ୟ ହେବ । ଘର,ପରିବାର,ଯାନବାହାନ,ସଭାସମିତି ତଥା ଅନୁଷ୍ଟାନିକ କାମରେ ସଫଳତା ପାଇବେ। ପାପଦୃଷ୍ଟ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ସାଧାରଣ…
Read More...

ଓଡିଶାରେ କରୋନା ଭୟ ନାହିଁ। ସମସ୍ତ ରିପୋର୍ଟ ନେଗେଟିଭ। ଭୁବନେଶ୍ବରରେ ଆରମ୍ଭ ହେଲା ରକ୍ତ ପରୀକ୍ଷା

ଭୁବନେଶ୍ବର, ୧୦/୩(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି)ରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଆରମ୍ଭ କରାଯାଇଛି। କ୍ୟାପିଟାଲ ହସପିଟାଲରୁ ଆସିଥିବା ଦୁଇ ଜଣଙ୍କ ନମୁନା ସଫଳତାର ସହ ପରୀକ୍ଷା…
Read More...

କରୋନା ସାଜିଲା ମହାମାରୀ। ୧୦୫ ଦେଶକୁ ବ୍ୟାପିଲା। ୩୮୧୭ ମୃତ ଭାରତରେ ଜଣେବି ନାହାନ୍ତି।

ଜେନେଭା, (ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁ ସଂକ୍ରମଣ ଏକ ବିଶ୍ୱବ୍ୟାପୀ ବିପଦ ଭାବେ ଦେଖାଦେଇଛି ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।  ଏହି ଭୂତାଣୁ ୧୦୦ରୁ ଅଧିକ ଦେଶରେ ତା’ର ପ୍ରଭାବ ବିସ୍ତାର କରିଛି। ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍‍ରସ୍‍ ଆଧାନୋମ୍‍ ଘେବ୍ରିୟେସସ୍ କହିଛନ୍ତି, ଏହି…
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁରକ୍ଷା ତରଫରୁ ସାଧାରଣଜ୍ଞାନ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା

ଭୁବନେଶ୍ୱର, ୮।୩ (ଓଡ଼ିଆ ନ୍ୟୁଜ): ‘ସୁରକ୍ଷା’ ତରଫରୁ ଲିଙ୍ଗଭିିତ୍ତିକ ସମାନତାକୁ ବିଭିନ୍ନ ପର୍ଯ୍ୟାୟରେ ସୁନିଶ୍ଚିତ କରାଇବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡ଼ିକ ପାଳନ କରଯାଏ । ତନ୍ମଧ୍ୟରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନ୍ୟତମ । ଆଜି ଏହି ପବିତ୍ର…
Read More...

ରାଜଧାନୀରେ ବେଲଗାମ ଅପରାଧୀ।

ଭୁବନେଶ୍ୱର, ୪/୩ (ଓଡ଼ିଆ ନ୍ୟୁଜ) ରାଜଧାନୀରେ ବେପରୁଆ ଅପରାଧୀ। ଉଇ କେୟାର ଉଇ ଡେୟାର ନାରା ଦେଉଥିବା କମିଶନରେଟ ପୋଲିସକୁ ଦିନ ଦିପହରେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଗତ କିଛିଦିନ ତଳେ ଇମ୍ଫୋସିସ ଥାନା ଅଧିନରେ ଯୁବତୀଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଲିଭି ନାହିଁ।…
Read More...

ରାଜ୍ୟସଭା ପାଇଁ ପାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭୁବନେଶ୍ୱର, ୭ା୩(ଓଡ଼ିଆ ନ୍ୟୁଜ): ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

ପାର୍ଲିଆମେଣ୍ଟରେ ବିଜେଡିକୁ ମିଳିପାରେ ଉପ-ବାଚସ୍ପତି ଆସନ।

ଭୁବନେଶ୍ୱର,(ବ୍ୟୁରୋ): ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଜାରି ରହିଛି। ଓମ୍‌ ବିର୍ଲା ବାଚସ୍ପତି ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ଉପବାଚସ୍ପତି ପଦ ଖାଲିପଡ଼ିଛି। କିଛିମାସର ବ୍ୟବଧାନ ପରେ ଏହି ପଦବୀ ପୂରଣ ନେଇ କେନ୍ଦ୍ର ସରକାର…
Read More...

ବିଧାନସଭା ପରିସରରେ ବିଜୁ ଜୟନ୍ତୀ ପାଳିତ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ)- ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...