banner
Breaking
Monthly Archives

February 2020

ମହିଳାଙ୍କ ମାଡ଼ରେ ପୁଲିସ ବାବୁଙ୍କ ବୋପା ବାହାଘର ମନେ ପଡିଲା।

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଖାକିରେ ଦାଗ ତାହା ପୁଣି ସ୍ମାର୍ଟ ସିଟିରେ। ହେଲେ କଣ ହେବ ସ୍ମାର୍ଟ ମହିଳାଙ୍କ କି ମାଡ । ଏକାଥର ବୋପା ବାହାଘର ମନେପଡି ଯାଇଥିବ ପୁଅର। ରାଜଧାନୀରେ ଖାକି ବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ…
Read More...

ଆରମ୍ଭ ହେଲା ସିବିଏସ୍ଇ ପରୀକ୍ଷା।

ଭୁବନେଶ୍‍ବର, ୧୫/୨ (ଓଡ଼ିଆ ନ୍ୟୁଜ) : ଆଜି ଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ପ୍ରାୟ ୧୨ ଲକ୍ଷରୁ ଅଧିକ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବୃଆରୀ ୧୫ ରୁ…
Read More...

ବାଙ୍କୀରେ ଦୁଇ ଜଣଙ୍କୁ ହତ୍ଯା।

ବାଙ୍କୀ, ୧୫ା୨ (ବ୍ୟୁରୋ): କଟକ ଜିଲା ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ସାମ୍ବାଦିକଙ୍କୁ ଶନିବାର ଅପରାହ୍ନରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଖଜୁରିପଦା ନୂଆଗାଁ ପଞ୍ଚାୟତ ସରପଞ୍ଚ ମମତା…
Read More...

ଅପ୍ରେଲ ୫ ରୁ ପାରାଦୀପରେ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଆସନ୍ତା ଏପ୍ରିଲ ୫ରୁ୧୬ ଯାଏ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ରାଜ୍ୟର ୧୦ ଜିଲା ଯଥା, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର…
Read More...

ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟ ସରକାର।

ଭୁବନେଶ୍ୱର,୧୫।୨(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାର ଶୁକ୍ରବାର ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କରାଯାଇଛି। ପ୍ରକାଶ ଯେ, ଗୁୁରୁବାର ରାଜ୍ୟ ସରକାର ସରକାରୀ କର୍ମଚାରୀ ସପ୍ତମ ବେତନ କମିଶନ ବକେୟା ୧୦% ଦରମା ପାଇବା…
Read More...

ଆଜି କିସର ବଲାଙ୍ଗୀର ଶାଖା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ବଲାଙ୍ଗୀର,୧୫/୨ (ଓଡ଼ିଆ ନ୍ୟୁଜ): ଓଡ଼ିଶାର ୧୦ଟି ଜିଲାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଶାଖା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ବଲାଙ୍ଗୀର ସଦର ମହକୁମାଠାରେ ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଚଳିତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ବିବାଦୀୟ ପରିସ୍ଥିତିରେ ବନ୍ଧୁମାନଙ୍କ ସହାୟତାରେ ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିବାକୁ ପଡ଼ିପାରେ । ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ , ବରଂ କିଛି…
Read More...

ଜୟ ଓଡିଶା ପକ୍ଷରୁ ମୋର ପ୍ରେମ କାହାଣୀ।

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ)" ପ୍ରେମ ଏକ ସୀମାହିନ ବନ୍ଧନ ଅଟେ " ଏହି ବାର୍ତ୍ତା କୁ ଓଡ଼ିଶା ର କୋଣ ଅନୁକୋଣ ରେ ପହଞ୍ଚାଇବା ର ଲକ୍ଷ୍ୟ ନେଇ, ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଜୟ ଓଡ଼ିଶା " ମୋର ପ୍ରେମ କାହାଣୀ " ନାମ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଛି। ଏହା ଓଡ଼ିଶା କିନ୍ନର କମ୍ୟୁନିଟି…
Read More...

ଅଟୋରୁ ପଡି ମହିଳା ଗୁରୁତର।

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ): ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ରାସ୍ତାରେ ଅଟୋରେ ଯାଉଥିବା ବେଳେ ଅଟୋରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି ମହିଳା। ବର୍ତ୍ତମାନ ସୁଧା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଆଚାର୍ଯ୍ୟ ବିହାର ଛକରୁ ଏକ ପାସେଞ୍ଜର ଅଟୋରେ ଚଣ୍ଡିଖୋଲ…
Read More...

ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ମୁଲତବୀ।

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ଲୋକଭୀମୁଖି ଯୋଜନା ସମ୍ବନ୍ଧରେ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର…
Read More...