banner
Breaking
Yearly Archives

2019

ଆଜି ଦିନ କେମିତି କଟିବ

ମେଷ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଲାଭ। ଉନ୍ନତ ଚିନ୍ତା,ନିରଳସ ଉଦ୍ୟମ,ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ। ଶିକ୍ଷାକ୍ଷେତ୍ରରେ ସୁନାମ,ପିଲାଙ୍କ ସଫଳତା,ପ୍ରେମ ସମ୍ପର୍କ,ଉନ୍ନତମାନର ଆଲୋଚନା,ପାରିବାରିକ ସଦ୍ଭାବ , ଶିଳ୍ପ,…
Read More...

ଲୋକଙ୍କ ମନ ଜିଣିଲେ ଉତ୍ତର ବିଧାୟକ

ଭୁବନେଶ୍ବର,( ଓଡ଼ିଆ ନ୍ୟୁଜ ) :  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଲୋକଙ୍କ ସହିତ ରୁହ ଲୋକଙ୍କ ପାଇଁ କାମକର ଯାହାକୁ କରି ଦେଖାଇଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ।ନିର୍ବାଚନ ପୂର୍ବରୁ ନେତାମାନେ ସାଧାରଣ ଗରିବ ଗୁରୁବା ଲୋକଙ୍କ ଘରେ ଭୋଜନ କରିବା ଆଳରେ ଭୋଟ୍ ଭୀକ୍ଷା…
Read More...

କୁନ୍ଦୁଲି ଘଟଣା ମିଛ ଓ ରହସ୍ୟମୟ – କମିଶନ

ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଆଜି ଗୃହରେ ଉପସ୍ଥାପନ ହେବା ପରେ ଏହି ଘଟଣାକୁ ମିଛ ବୋଲି କହିଛନ୍ତି କମିଶନ । କମିଶନ କହିଛନ୍ତି ଯେ, ‘କୁନ୍ଦୁଲି ଝିଅ ମିଛ ଅଭିଯୋଗ କରିଥିଲା । କେଉଁ କାରଣରୁ ମିଛ ଅଭିଯୋଗ କରିଥିଲା ତାହା ଏବେବି ରହସ୍ୟ ହୋଇ…
Read More...

୯୬ ରନର ବିଜୟ ଲକ୍ଷ ନେଇ ଓହ୍ଲାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୩ /୮(ଓଡ଼ିଆ ନ୍ୟୁଜ) ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭାରତ ଆଗରେ ୯୬ ରନର ବିଜୟ ଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ଓଭରରେ ୱେଷ୍ଟଇଣ୍ଡିଜର ୯ ୱିକେଟ୍ ହରାଇ ୯୫…
Read More...

ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ। ନିଯୁକ୍ତି ପାଇବେ ୨୦୦୦ ଡାକ୍ତର

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ)  ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ୟ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ…
Read More...

ଆଇ ଏ ଏସ୍ ସ୍ରରରେ ଅଦଳଵଦଳ

ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର କରିବା ସହ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର…
Read More...

ସଙ୍ଗିନୀ ତରଫରୁ ଶ୍ରାବଣ ସନ୍ଧ୍ୟା ପାଳିତ

ଭୁବନେଶ୍ୱର ,୩/୮(ଓଡ଼ିଆ ନ୍ୟୁଜ) ସ୍ୱର ଶବ୍ଦ ତାଳ କୁ ନେଇ ହୃଦୟର ଅଭିବ୍ୟକ୍ତି। ଆଜି ଭାରତୀୟ ବିଦ୍ୟାଭବନ ଠାରେ ସଙ୍ଗିନୀ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ପାଳିତ ହୋଇଯାଇଛି। ବର୍ଷା କୁ ନେଇ ମନୋରମ ସଙ୍ଗୀତ ଓ କବିତା ଓ ପାଠ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି । କବିତା ଓ ସଙ୍ଗୀତ ର…
Read More...

୭୩ ତମ ସ୍ବାଧୀନତା ଦିବସ ପ୍ୟାରେଡ ସ୍ଥାନ ବଦଳିବ

ଭୁବନେଶ୍ୱର,୩ /୮(ଓଡ଼ିଆ ନ୍ୟୁଜ): ଆଉ କେତେଟା ଦିନପରେ ପାଳିତ ହେବ ୭୩ ତମ ସ୍ବାଧୀନତା ଦିବସ । ଚଳିତ ବର୍ଷ ମହାତ୍ମାଗାନ୍ଧୀ ମାର୍ଗ ବଦଳରେ ଅନ୍ୟ ସ୍ଥାନରେ ପରେଡ ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଡିଜିପି ପଦର୍ଶନୀ ପଡିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିଅମ ପରିଦର୍ଶନ କରିଛନ୍ତି।…
Read More...

ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର

ଭୁବନେଶ୍ୱର, ୦୩/୦୮(ଓଡ଼ିଆ ନ୍ୟୁଜ): ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ସମ୍ଭବପର ା ବର୍ତମାନର ଶିକ୍ଷା ପଦ୍ଧତି, ସୃଜନ ଶକ୍ତି ଓ କଳ୍ପନା ଶକ୍ତିର ବିକାଶର ସହାୟକ ହୋଇପାରୁନାହିଁ ା ତେଣୁ ସବୁବେଳେ ସମସ୍ତେ ଚାପଗ୍ରସ୍ତ ହୋଇ ରହୁଛନ୍ତି ା…
Read More...

ଆଜି ଆପଣଙ୍କ ଦିନ କେମିତି ଅଛି ଜାଣନ୍ତୁ

୦୩ ଅଗଷ୍ଟ ଶନିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ. ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ…
Read More...