ଶାଶୁ-ବୋହୁ ଘଟଣାର ପଡିଲା ପୂର୍ଣ୍ଣଛେଦ। ଝଗଡା ବନ୍ଦ
ଭୁବନେଶ୍ବର, ୧୦।୮(ଓଡ଼ିଆ ନ୍ୟୁଜ) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି…
Read More...
Read More...