banner
Breaking
Yearly Archives

2019

ଦିଲ୍ଲୀରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

ନୂଆଦିଲ୍ଲୀ,୧୦/୧୧(ଓଡ଼ିଆ ନ୍ୟୁଜ) : ଦିଲ୍ଲୀରେ ଓଡ଼ିଶାକୁ ମିଳିବାକୁ ଥିବା କେନ୍ଦ୍ରୀୟ ଅନୁଦାନର ସ୍ଥିତି ବିଷୟରେ ଶନିବାର ଦିନ ସ୍ଥାନୀୟ ୩ ଏ ପି ଜେ ଅଦବୁଲ କାଲାମ ରୋଡ଼ସ୍ଥିତ ବାସଭବନରେ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟଳୟ ଅଧିକାରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
Read More...

ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ଭାରତର ଯୁବ ସମାଜର ରହିଛି-ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ବର,୧୦/୧୧(ଓଡ଼ିଆ ନ୍ୟୁଜ): ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ଭାରତର ଯୁବ ସମାଜର ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଶ୍ରୀ ବିର୍ଲା କହିଲେ, ବିଶ୍ୱବିଦ୍ୟାଳୟ…
Read More...

ବୁଳବୁଲ ଉଜାଡି ଦେଇ ଚାଲିଗଲା ।

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା ବୋଲି ଭାରତୀୟ ପାଣିପାଗ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଦେହ ଭଲ ରହିଲେ ମଧ୍ୟ ମନଟା ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ଭଲ ରହି ନ ପାରେ। ଆଜି ସକାଳୁ ସକାଳୁ ଅସାବଧାନତାରୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ। ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ, ସଭାସମିତି, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ…
Read More...

ସ୍ଥଳଭାଗ ଛୁଇଁଲା ବୁଲବୁଲ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ଭୟଙ୍କର ରୂପ ଧାରଣ କରିଥିବା ବୁଲବୁଲ ପଶ୍ଚିମବଙ୍ଗ- ବାଂଲାଦେଶ ମଝିରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇବା ବେଳେ ପବନର ବେଗ ୧୪୦ରୁ ୧୮୦ କିଲୋମିଟର ରହିଛି । ବର୍ତ୍ତମାନ ଏହା ସାଗର ଦୀପଠାରୁ ୪୦ କିମି ଦୁରରେ ଥିବା ବେଳେ ଦୀଘାଠାରୁ ୮୫ କିମି ଦୁରରେ ରହିଛି ।…
Read More...

ସେକ୍ସ ରାକେଟ ଟାବ। ରାଣୀ ମହୁମାଛି ଗିରଫ।

ବରଗଡ଼,(ବ୍ୟୁରୋ): ପାଇକମାଲ ଥାନା ନୃସିଂହନାଥ ରାସ୍ତା ତହସିଲ ଛକ ନିକଟରେ ଥିବା ଏକ ଘରେ ଶୁକ୍ରବାର ରାତିରେ ପାଇକମାଲ ପୁଲିସ ଚଢ଼ାଉ କରି ଏକ ସେକ୍ସ ରାକେଟର ଠାବ କରିଛି। ପ୍ରାପ୍ତ ସୂଚନା ଅନୁସାରେ ତହସିଲ ଛକ ନିକଟସ୍ଥ ରହୁଥିବା ଶାନ୍ତିଲତା ବନଛୋର (୩୫)ନାମକ ମହିଳା ଘରେ ତିନିଜଣ ଯୁବତୀଙ୍କୁ…
Read More...

ଭାରତର ଏକତା ବଜାୟ ରହୁ।

ନୂଆଦିଲ୍ଲୀ : ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍ଜୀବିତ କରୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହା ସହିତ…
Read More...

ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବା ପରେ ଓଡ଼ିଶାରେ ଆଇନ ଶୃଙ୍ଖଳା କଡ଼ାକଡ଼ି ହୋଇଛି। ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର ଆୟୋଜିତ ଏକ ଖବରଦାତା…
Read More...

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ଉପରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ-

ଭୁବନେଶ୍ଵର: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ କ’ଣ କହୁଛନ୍ତି ତାହା ଏଠାରେ ଉପସ୍ଥାପିତ:- :- ରାମ ଜନ୍ମଭୂମି ବାବରୀ ମସଜିଦ୍‌ର ଐତିହାସିକ ରାୟ ଯୋଗୁ ଦେଶର ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା…
Read More...

ଆସନ୍ତାକାଲି ଭାରତ ବାଙ୍ଗଲାଦେଶ ଟି-୨୦ ଲଢେଇ।

ନାଗପୁର,୯/୧୧(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲି ମହାରାଷ୍ଟ୍ରର ନାଗପୁର ସହରରେ ଥିବା ଭିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯିବ। ଭିସିଏ ଷ୍ଟାଡିୟମରେ ଏକକାଳିନ ୪୫ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା ଥିବାରୁ ଏହି…
Read More...