Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
Uncategorized
ଭୁବନେଶ୍ୱରରୁ ହଟିଲା କଣ୍ଟେନମେଣ୍ଟ ଜୋନ୍।
ଭୁବନେଶ୍ୱର, ୨୨ା୪(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି।…
Read More...
Read More...
ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍
ଭୂବନେଶ୍ବର,୨୧/୪(ଓଡ଼ିଆ ନ୍ୟୁଜ): ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ…
Read More...
Read More...
ପିଇଆଇଏଲ୍ ସିଟି ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ଖ୍ୟାଦ୍ୟ ସାମଗ୍ରୀ ବଣ୍ଟନ।
ଭୁବନେଶ୍ୱର,୨୦/୪(ଓଡ଼ିଆ ନ୍ୟୁଜ) : କରୋନା ବା କେଭେିଡ -୧୯ ସାରା ପୃଥିବୀରେ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିରୁ ବାଦ ପଡିନି ଓଡିଶା । ବର୍ତ୍ତମାନ ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଲାଣି । ଏଥି ମଧ୍ୟରେ କେବଳ ଭୁବନେଶ୍ୱରରେ ୪୬ ଜଣ ଚିହ୍ନଟ ହୋଇଛନ୍ତି। କରୋନା…
Read More...
Read More...
ସରପଞ୍ଚଙ୍କ ଆହ୍ବାନ ଜିତିବ ଓଡିଶା ହାରିବ କରୋନା।କକଲାରାହାଙ୍ଗ ଗାଁରେ କରୋନା ସଚେତନତା ଏବଂ ଲୋକଙ୍କ ସ୍ବାସ୍ଥ୍ୟ…
ଭୁବନେଶ୍ୱର,୧୫/୪(ଓଡ଼ିଆ ନ୍ୟୁଜ):ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଭୁବନେଶ୍ୱର ପଟିଆ ନିକଟସ୍ଥ କଳାରାହାଙ୍ଗ ଗ୍ରାମରେ କରୋନା ସଚେତନତା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ସରପଞ୍ଚ ପଙ୍କଜିନୀ ଦଳପତି ଙ୍କ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷକ ଦଳ ଘର ଘର ବୁଲି ଲୋକଙ୍କୁ…
Read More...
Read More...
ଘୁଞ୍ଚିଲା ଓଜେଇଇ ପରୀକ୍ଷା।
ଭୁବନେଶ୍ୱର, ୧୪।୪(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଡ଼ିଶା ଜଏଣ୍ଟ୍ ଏଣ୍ଟ୍ରାନ୍ସ ଏଗ୍ଜାମିନେଶନ (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ ଅବଧି ବୃଦ୍ଧି କରିଥିବାରୁ ମେ ପ୍ରଥମ ସପ୍ତାହରେ ଓଜେଇଇ କରିବା ସମ୍ଭବ ନୁହେଁ। ଏ…
Read More...
Read More...
ପିଲାମାନଙ୍କ ଘରେ ପହଞ୍ଚିବ ପଢାବହି- ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର, ୧୪।୪(ଓଡ଼ିଆ ନ୍ୟୁଜ): କରୋନା ସ°କ୍ରମଣ ହେତୁ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଥିଲା। ଲକଡାଉନ୍ ସମୟ ମେ ୩ ତାରିଖକୁ ବୁଦ୍ଧି ହେବାପରେ ପିଲାମାନଙ୍କର ପାଠପଢାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…
Read More...
Read More...
ଅନଲାଇନ କ୍ଲାସରେ ଆସିଗଲା ସେକ୍ସ ଭିଡିଓ।ତାପରେ କଣ ହେଲା ଜାଣନ୍ତୁ
କଟକ,(ଓଡ଼ିଆ ନ୍ୟୁଜ):କରୋନା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ । ସ୍ପୁଲ କଲେଜ ଛୁଟି । ତେଣୁ ପିଲାଙ୍କ ପାଠପଢ଼ା ଯେପରି ବ୍ୟାଘାତ ନହେବ ସେଥିପାଇଁ କିଛି ଶିକ୍ଷାନୁଷ୍ଠାନ ଆରମ୍ଭ କରିଛନ୍ତି ଅନ ଲାଇନ କ୍ଳାସ ।ସେମିତି କଟକ ଚାଉଳିଅଗଂଜର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନର ଦ୍ୱାଦଶ ଶ୍ରେଣୀର ଅନ ଲାଇନ…
Read More...
Read More...
ସମ୍ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ।
ଭୁବନେଶ୍ବର : ମହାମାରୀ କରୋନାର ମୁକାବିଲା ପାଇଁ ସମ ହସ୍ପିଟାଲ ଠାରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି।
ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଏହି ନୂତନ ହସ୍ପିଟାଲ…
Read More...
Read More...
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁରକ୍ଷା ତରଫରୁ ସାଧାରଣଜ୍ଞାନ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା
ଭୁବନେଶ୍ୱର, ୮।୩ (ଓଡ଼ିଆ ନ୍ୟୁଜ): ‘ସୁରକ୍ଷା’ ତରଫରୁ ଲିଙ୍ଗଭିିତ୍ତିକ ସମାନତାକୁ ବିଭିନ୍ନ ପର୍ଯ୍ୟାୟରେ ସୁନିଶ୍ଚିତ କରାଇବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡ଼ିକ ପାଳନ କରଯାଏ । ତନ୍ମଧ୍ୟରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନ୍ୟତମ । ଆଜି ଏହି ପବିତ୍ର…
Read More...
Read More...
କରୋନାକୁ ଭୟ ନକରି ମୁକାବିଲା କରନ୍ତୁ।
ନୂଆଦିଲ୍ଲୀ, : ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ବୁଝି ବିଚାରି ସତର୍କ ରହିଲେ କରୋନାଠାରୁ ଦୂରେଇ ରହିହେବ। କରୋନା ଭୂତାଣୁ, କାଶ, ଛିଙ୍କ, ନିଶ୍ୱାସ ପ୍ରଶ୍ୱାସ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ଦ୍ୱାରା…
Read More...
Read More...