Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
Uncategorized
ଆଜି ବିଭିନ୍ନ ଜିଲ୍ଲାକୁ ବର୍ଷା ସହିତ ଝଡତୋଫାନ।
ଭୁବନେଶ୍ୱର୧୧/୫(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଅନୁଭୂତ ହୋଇପାରେ। ଏଭଳି ପୂର୍ବାନୁମାନ…
Read More...
Read More...
ଆଜି ଏହିସବୁ ଜିଲ୍ଲାରେ କାଳଵୈଶାଖୀ। ଦିନକପରେ ବଢିବ ପାରଦ।
ଭୁବନେଶ୍ୱର,୯/୫(ଓଡ଼ିଆ ନ୍ୟୁଜ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବୌଦ୍ଧ, କନ୍ଧମାଳ, ନୟାଗଡ, କଳାହାଣ୍ଡି, ଗଜପତି ଏବଂ ରାୟଗଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଏହାକୁ ଲକ୍ଷ୍ୟ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…
Read More...
Read More...
ଗର୍ଭବତୀ ମହିଳାଙ୍କ ପାଇଁ କରନା ଟିକା ବାରଣ।
ଭୁବନେଶ୍ୱର,୫।୫: ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ବୁଧବାର ଏହି ସୂଚନା ଦେଇଛନ୍ତି ଏସ୍ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ମୁଖ୍ୟ ତୁଷାର ଜ୍ୟୋତି କର। ଏପରି କି କରୋନା ସଂକ୍ରମଣ ସମୟରେ ଗର୍ଭ ଧାରଣ କଲେ କିପରି ସତର୍କତା ଅବଲମ୍ବନ କରିବେ ସେ…
Read More...
Read More...
ଆସନ୍ତା ୫ ଦିନ ଝଡ ତୋଫାନ ସହ ବର୍ଷା ହେବ।
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଦିନବେଳା ତାତି ସହ ଗରମ ପବନ ଜନଜୀବନକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଓ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।…
Read More...
Read More...
ଲକ୍ଷଣ ବିହୀନ ରୋଗୀଙ୍କ ପାଇଁ ଆସିଲା ଔଷଧ।
ନୂଆଦିଲ୍ଲୀ : ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧ ଆୟୁଷ ୬୪ ବେଶ ପ୍ରଭାବଶାଳୀ ହେଉଥିବା ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ୍) ଦ୍ବାରା…
Read More...
Read More...
୪୨° ଉପରେ ୬ ସହର।
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶା ଉତ୍ତପ୍ତ ରହିଛି। ୬ ସହରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୧୫ ସହରରେ ୪୦ ଡିଗ୍ରୀ ସେଲ୍ସିୟସ ଉପରେ…
Read More...
Read More...
କରୋନା ସ°କ୍ରମଣ ଅଧିକ କେଉଁଠାରେ ହୁଏ ଜାଣନ୍ତୁ।
ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ ବାହାର ଖୋଲା ପବନରେ ସଂକ୍ରମଣ ଆଶଙ୍କା କମ୍ ରହିଥାଏ। ବନ୍ଦ ଘରେ ସଂକ୍ରମଣ ହେବା ଆଶଙ୍କା ୧୧୮ ପ୍ରତିଶତ ବଢ଼ିଯାଇଥାଏ। ତେବେ…
Read More...
Read More...
ଆସନ୍ତା ୨୯ ଯାଏ ଗ୍ରୀଷ୍ମ ପ୍ରକୋପ ଜାରି ରହିବ।
ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କିଛିଦିନ ହେବ ପ୍ରବଳ ଖରା ଯୋଗୁ ରାଜ୍ୟରେ ଉତ୍ତପ୍ତ ପରିବେଶ ସୃଷ୍ଟି ହୋଇଛି। ପାରଦ ଉପରମୁହଁ ହୋଇ ୪୩ ଡିଗ୍ରୀ ସେଲ୍ସିୟସକୁ ଛୁଇଁଛି।…
Read More...
Read More...
ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବେ କିପରି।
ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ନିଜ ସୁରକ୍ଷା ପ୍ରତି ନିଜେ ସଚେତନ ରହିବା ସହ କରୋନା ସହିତ ଲଢ଼ିବା ପାଇଁ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି…
Read More...
Read More...
ବାଗଚୀ ଦ୍ବୟଙ୍କ ଅନୁଦାନରେ ଯାଜପୁରରେ ନିର୍ମିତ ହେଲା ବୃହତ ଚକ୍ଷୁ ହସ୍ପିଟାଲ।
ଯାଜପୁର : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଓ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ ସହାୟତାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଣ୍ଡା ସାହିରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ନିର୍ମାଣ ଚାଲିଛି। ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବାର…
Read More...
Read More...