banner
Breaking
Browsing Category

ରାଜ୍ୟ

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ)ବୈଦେଶିକ ମନ୍ତ୍ରୀ ସୁଷମାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ଓ ଗୃହ ମନ୍ତ୍ରୀ ଅମିତ ଶାହା । ସୁଷମାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା…
Read More...

ଅବପାତରେ ପରିଣତ ହେଲା ଲଘୁଚାପ, ଆହୁରି ୨୪ ଘଣ୍ଟା ଛେଚିବ

ଭୁବନେଶ୍ବର୭/୮(ଓଡ଼ିଆ ନ୍ୟୁଜ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ସକାଳ ସୁଦ୍ଧା ୨୦.୫ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୮.୦ ପୂର୍ବ ଦ୍ରାଘିମାରେ ବାଲେଶ୍ବରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୬୦ କିମି ଓ ଦୀଘାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୩୦ କିମି ଦୂରରେ…
Read More...

ଆଇଏଏସ୍ ସ୍ତରରେ ହୋଇପାରେ ବଡ ଅଦଳବଦଳ

ଭୁବଶ୍ୱେର (ଓଡ଼ିଆ ନ୍ୟୁଜ) : ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ଏକ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି । ଛୁଟିରେ ଯାଇଥିବା ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଫେରିବା ପରେ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବାପାଇଁ ପରାମର୍ଶ ଦିଆଯାଇଥିବା କୁହାଯାଉଛି । ତାଙ୍କ ସ୍ଥାନରେ ଘରୋଇ ବିଭାଗର ସଚିବ…
Read More...

କାଳିଆ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) : କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ।ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଅଣାଯିବ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ପଞ୍ଚାୟତ କାର୍ୟ୍ୟାଳୟଗୁଡ଼ିକରେ…
Read More...

ଡିଜିପି ହେଲେ ଲୋକଆୟୁକ୍ତ କିଏ ହେବେ ନୂଆ

ଭୁବନେଶ୍ବର,୬/୮(ଓଡ଼ିଆ ନ୍ୟୁଜ) ଡି ଜି ପି ପରିବର୍ତନ ନେଇ ଚାଲିଥିବା ଅଙ୍କକଷାରେ ପୂର୍ଣ୍ଣଛେଦ ପଡିଛି। ଶେଷରେ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ଆର.ପି. ଶର୍ମାଙ୍କୁ ଆଜି ଅନୁମୋଦନ ମିଳିଛି  । ଆର.ପି. ଶର୍ମାଙ୍କ ନାମକୁ ଆଜି ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  । ତେବେ…
Read More...

ବଦଳିଲା ପ୍ୟାରେଡ ସ୍ଥାନ, ଭାଗନେବେ ନାହିଁ ସ୍କୁଲ ପିଲା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ ପ୍ୟାରେଡ଼ସ୍ଥଳ ବଦଳିଲା । ଏଣିକି ଲୋୟର ପିଏମଜିରେ ବଦଳରେ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ସ୍ଥାନ ପରିବର୍ତନ କରାଯାଇଥିବା ଜଣାପଡିଛି । ଦୀର୍ଘଦିନ ହେଲା ଲୋୟର ପିଏମଜି ତଥା…
Read More...

ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ। ନିଯୁକ୍ତି ପାଇବେ ୨୦୦୦ ଡାକ୍ତର

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ)  ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ୟ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ…
Read More...

ଆଇ ଏ ଏସ୍ ସ୍ରରରେ ଅଦଳଵଦଳ

ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର କରିବା ସହ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର…
Read More...

୭୩ ତମ ସ୍ବାଧୀନତା ଦିବସ ପ୍ୟାରେଡ ସ୍ଥାନ ବଦଳିବ

ଭୁବନେଶ୍ୱର,୩ /୮(ଓଡ଼ିଆ ନ୍ୟୁଜ): ଆଉ କେତେଟା ଦିନପରେ ପାଳିତ ହେବ ୭୩ ତମ ସ୍ବାଧୀନତା ଦିବସ । ଚଳିତ ବର୍ଷ ମହାତ୍ମାଗାନ୍ଧୀ ମାର୍ଗ ବଦଳରେ ଅନ୍ୟ ସ୍ଥାନରେ ପରେଡ ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଡିଜିପି ପଦର୍ଶନୀ ପଡିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିଅମ ପରିଦର୍ଶନ କରିଛନ୍ତି।…
Read More...

ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର

ଭୁବନେଶ୍ୱର, ୦୩/୦୮(ଓଡ଼ିଆ ନ୍ୟୁଜ): ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ସମ୍ଭବପର ା ବର୍ତମାନର ଶିକ୍ଷା ପଦ୍ଧତି, ସୃଜନ ଶକ୍ତି ଓ କଳ୍ପନା ଶକ୍ତିର ବିକାଶର ସହାୟକ ହୋଇପାରୁନାହିଁ ା ତେଣୁ ସବୁବେଳେ ସମସ୍ତେ ଚାପଗ୍ରସ୍ତ ହୋଇ ରହୁଛନ୍ତି ା…
Read More...