Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ଚନ୍ଦ୍ରଶେଖରପୁରରେ ଆରମ୍ଭ ହେଲା ଷ୍ଟ୍ରୀଟ ମଜ୍ଜା।
ଭୁବନେଶ୍ୱର,୨୪/୧୧(ଓଡ଼ିଆ ନ୍ୟୁଜ): ରାସ୍ତାରେ ରୁଣ୍ଡ ହେଲେ ବରିଷ୍ଠଙ୍କ ଠାରୁ କନିଷ୍ଠ ପର୍ଯ୍ୟନ୍ତ ଜନସାଧାରଣ । ଚାଲିଲା ନାଚଗୀତ, ଯୋଗ, ଧ୍ୟାନ, ଖେଳକୁଦ ଓ ବିଭିନ୍ନ କଳାକୌଶଳ । ଲୋକଙ୍କ ମନରେ ନାହିଁ ନଥିବା ଆନନ୍ଦ ଉଲ୍ଲସ ଦେଖାଯାଉଥିଲା । ବିଭିନ୍ନ ସଂଗଠନ ଠାରୁ ଆରମ୍ଭ କରି ସଂସ୍ଥା…
Read More...
Read More...
ବଦଳିଲେ ପୋଲିସ ମହାନିର୍ଦ୍ଦେଶକ।
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର ରାତିରେ ସେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଂଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମଧ୍ୟବର୍ତିକାଳିନ ପୁଲିସ ଡିଜି ଭାବେ ଦାୟିତ୍ୱ ସମ୍ଭାଳିବେ । ରେଗୁଲାର…
Read More...
Read More...
୨୦୨୦ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳକୁ ପିଇବା ପାଣି- ପ୍ରତାପ ଜେନା
ଭୁବନେଶ୍ୱର, ୧୯।୧୧(ଓଡ଼ିଆ ନ୍ୟୁଜ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ…
Read More...
Read More...
ସ୍ମିତାରିଣୀ ମୃତ୍ୟୁକୁ ନେଇ ବିଧାନସଭାରେ ବାରମ୍ବାର ପ୍ରଶ୍ନ।
ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବକ୍ତବ୍ୟ ପାଇଁ ସୁଯୋଗ ଦେଇ ନ ଥିଲେ। ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ କରିବା ମାତ୍ରେ ବାଚସ୍ପତି…
Read More...
Read More...
ସାମ୍ବାଦିକ ସୁରକ୍ଷା ପାଇଁ ସବୁଦଳ ଉଠାଇଲେ ସ୍ବର।
ଭୁବନେଶ୍ୱର,୧୯ା୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଏକ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଦାବି…
Read More...
Read More...
ହିଲିଙ୍ଗ ଟଚ୍ ଥେରାପି ସେଣ୍ଟରର ୧୦ ମ ବାର୍ଷିକ ଉତ୍ସବ
ଭୂବନେଶ୍ବର: ହିଲିଙ୍ଗ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏକ ହୋେଲ୍ ରେ ପାଳନ ହୋଇଯାଇଛି।ଏହି ଭବ୍ୟ ଉତ୍ସବରେ ଦିବ୍ୟାଙ୍ଗ ତଥା ମାନସିକ ଭାବେ ଅନଗ୍ରସର ପିଲାଙ୍କୁ ନେଇବିଭିନ୍ନ ମୋନରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ଅବସରରେ ସେଣ୍ଟରର ପ୍ରତିଷ୍ଠାତା ତଥା ନିର୍ଦେଶକ…
Read More...
Read More...
ଜୟ ଓଡ଼ିଶାର ଅଭିନବ ପ୍ରୟାସ।
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟର ଏକ ଅଗ୍ରଣୀ ସ୍ଵଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଜୟ ଓଡ଼ିଶା ସବୁବେଳେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଲୋକମାନଙ୍କୁ ପ୍ରାଧାନ୍ୟ ଦେଇଆସୁଛି। କେତେବେଳେ ବସ୍ତିବାସିନ୍ଦା, କେତେବେଳେ ମେହେନ୍ତର ଆଉ କେତେବେଳେ ଦେଶର ଭବିଷ୍ୟତ କୁନିକୁନି ପିଲାମାନଙ୍କ…
Read More...
Read More...
ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁହେଉ।
ଭୁବନେଶ୍ୱର,୧୭/୧୧: ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଞ୍ଚ । ଏହାକୁ ବିଧାନସଭାରେ ଆଗତ କରିବା ପାଇଁ ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ଶତାଧିକ ସାମ୍ବାଦିକ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କରେ ଏକତ୍ରିତ ହୋଇ…
Read More...
Read More...
ଜୟ ଓଡ଼ିଶା ବସ୍ତି ପିଲାଙ୍କ ସହ ପାଳିଲା ଶିଶୁ ଦିବସ।
ଭୁବନେଶ୍ୱର:(ଓଡ଼ିଆ ନ୍ୟୁଜ) ଶିଶୁ ହସିଲେ ଦୁନିଆ ହସିବ। ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ବସ୍ତି ଅଞ୍ଚଳର ଶିଶୁଙ୍କ ସହ ଶିଶୁ ଦିବସ ପାଳିଲେ ରାଜଧାନୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶାର କର୍ମକର୍ତ୍ତା । ସହରର ପ୍ରାୟ ୭ଟି ବସ୍ତିର ପାଖାପାଖି ୫୦୦ ଶିଶୁଙ୍କ ସହ ପାଳିଲେ ଶିଶୁ…
Read More...
Read More...
ବିଧାନସଭା ତୃତୀୟ ଦିବସରେ କଳାପଟି ବାନ୍ଧି ପ୍ରତିବାଦ କଲେ ବିଜେପି ବିଧାୟକ।
ଭୁବନେଶ୍ଵର,୧୫/୧୧(ଓଡ଼ିଆ ନ୍ୟୁଜ) ଆଜି ବିଧାନସଭାର ତୃତୀୟ ଦିବସ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ପ୍ରଶ୍ନକାଳ ଆରମ୍ଭରୁ ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ବିଜେପି ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି…
Read More...
Read More...