banner
Breaking

ହିଲିଙ୍ଗ ଟଚ୍ ଥେରାପି ସେଣ୍ଟରର ୧୦ ମ ବାର୍ଷିକ ଉତ୍ସବ

0

ଭୂବନେଶ୍ବର: ହିଲିଙ୍ଗ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏକ ହୋେଲ୍ ରେ ପାଳନ ହୋଇଯାଇଛି।ଏହି ଭବ୍ୟ ଉତ୍ସବରେ ଦିବ୍ୟାଙ୍ଗ ତଥା ମାନସିକ ଭାବେ ଅନଗ୍ରସର ପିଲାଙ୍କୁ ନେଇବିଭିନ୍ନ ମୋନରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ଅବସରରେ ସେଣ୍ଟରର ପ୍ରତିଷ୍ଠାତା ତଥା ନିର୍ଦେଶକ ଡାଃ ପ୍ରୟାସ ରଥ କହିଛନ୍ତି ଏହି ଥେରାପି ଚିକିତ୍ସା ଦ୍ବାରା ମାନସିକ ଅନଗ୍ରସର ପିଲାମାନେ ନିଜ ଶରୀରରେ ଉନ୍ନତି ଆଣିବାସହ ନିଜକୁ ମୁଖ୍ୟ ସ୍ରୋତେର ସାମିଲ୍ କରିପାରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅଭିନେତା ସୁକାନ୍ତ ରଥ ,ଡଃ ଅଶୋକ ଗୋଛ୍ଛାୟତ୍,ସମାଜସେବୀ ନଳୀନି ମହାନ୍ତି,ଜିତେନ୍ଦ୍ର ଶତପଥୀ,ବିନୟ କୁମାର,ସତ୍ୟଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ସମସ୍ତ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.