banner
Breaking
Browsing Category

ରାଜ୍ୟ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା।

ଭୁବନେଶ୍ୱର,୭।୧୨(ଓଡ଼ିଆ ନ୍ୟୁଜ): ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେତେକ ଘୋଷଣା କରିଛନ୍ତି। ଏହି ଘୋଷଣାନୁଯାୟୀ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲାର…
Read More...

ସ୍କୁଲ ପିଲାଙ୍କୁ ନେଉଥିବା ଅଟୋ ଓଲଟି ଜଣେ ମୃତ ତିନିଜଣ ଆହତ।

ପଟ୍ଟାମୁଣ୍ଡାଇ,୭।୧୨(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗରା ଗାଁର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୁଭମ୍‌ ସ୍ବାଇଁ(୭)।…
Read More...

ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ।

ନୂଆଦିଲ୍ଲୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୭ ଡିସେମ୍ବର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବେ। ଏହାପରେ ବିମାନବନ୍ଦରରୁ…
Read More...

ଆରଟିଓ ମଧ୍ୟସ୍ଥ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

ଭୁବନେଶ୍ୱର,୫ ।୧୨(ଓଡ଼ିଆ ନ୍ୟୁଜ): ନୂଆ ମଟରଯାନ ଆଇନ ଲାଗୁ ହେବା ପରେ ଲୋକେ କାଗଜପତ୍ର କାମ ପାଇଁ ନାହିଁ ନଥିବା ହଇରାଣ ହୋଇଥିଲେ ଠିକ ଏତିକି ବେଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଦଲାଲ ହଟାଓ ଅଭିଯାନ କାହାକୁ ବାନ୍ଧି ଥିଲେ ତ ଆଉ କାହାର ଘର ଭାଙ୍ଗି ଦେଇଥିଲେ। ଯାହାଙ୍କୁ ଦଲାଲ ବୋଲି…
Read More...

କମିଶନରେଟ ପୋଲିସରେ ଅଦଳ ବଦଳ।

ଭୁବନେଶ୍ୱର:କମିଶନରେଟ୍‌ ପୋଲିସ ପକ୍ଷରୁ ୯ଜଣ ଏସିପିଙ୍କ ଅଦଳବଦଳ କରାଯାଇଛି। କଟକ ଜୋନ୍‌-୧ ଏସିପି ଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ୱର ଜୋନ୍‌-୧କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୧ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଭୁବନେଶ୍ୱର ଜୋନ୍‌-୨କୁ ବଦଳି କରାଯାଇଛି। ସେହିଭଳି…
Read More...

ଏସସି/ଏସ ଟି ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ “ମିଶନ ସବିଦ୍ୟା”।

ଭୁବନେଶ୍ୱର,୪।୧୨: ରାଜ୍ୟରେ ଥିବା ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅନେକ ସୁବିଧା ମିଳିବ ବୋଲି ସୂଚନା ମିଳିଛି। ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଗୁଡିକରେ ଉନ୍ନତ ମାନର ମୌଳିକ ସୁବିଧା ସୁଯୋଗ…
Read More...

ଗଣଦୁଷ୍କର୍ମକୁ ନିନ୍ଦା କରି ଆମ୍ବିସନ କ୍ଲବ ପକ୍ଷରୁ ବିଶାଳ କ୍ୟାଣ୍ଡେଲ ରାଲି।

ଭୁବନେଶ୍ୱର, ୪।୧୨ (ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଠାରେ ଆମ୍ବିସନ କ୍ଲବ ପକ୍ଷରୁ ଗଣଦୁଷ୍କର୍ମକୁ ବିରୋଧ କରି ଏକ ବିଶାଳ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିକୁ ଆମ୍ବିସନ କ୍ଲବର ଆବାହକ…
Read More...

ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ ପକ୍ଷରୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ।

ଭୁବନେଶ୍ୱର,୩/୧୨(ଓଡ଼ିଆ ନ୍ୟୁଜ): ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକର ମିଳିତ ଆନୁକୂଲ୍ୟରେ ୨୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ…
Read More...

୨୪ ଘଣ୍ଟା ପରେ ପଡିବ ଶୀତ।

ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲାକୁ ବାଦ ଦେ​‌ଲେ​‌ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ସେଲସିୟସ ହ୍ରାସ ପାଇବା ସହିତ ଶୀତ ପ୍ରକୋପ ଅନୁଭୂତ ହେବ ବୋଲି ପାଣିପାଗ…
Read More...

ସ୍କୁଲ ପିଲାଙ୍କ ପାଇଁ ମଧୁ ଆପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୩।୧୨(ଓଡ଼ିଆ ନ୍ୟୁଜ): ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ‘ମଧୁ ଆପ୍‌’କୁ ମଙ୍ଗଳବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା…
Read More...