banner
Breaking
Browsing Category

ରାଜ୍ୟ

ଲକଡାଉନ୍ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ସରକାରଙ୍କ ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ବର୍ତ୍ତମାନ ସମୟରେ ରାଜ୍ୟର ୯୦ ପ୍ରତିଶତ ବ୍ୟକ୍ତି…
Read More...

ଲକ୍ ଡାଉନ୍ ବେଳେ ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିଲେ ସ୍ୱେଚ୍ଛାସେବୀ

ଭୁବନେଶ୍ୱର, ୩୦।୩(ଓଡ଼ିଆ ନ୍ୟୁଜ)- କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତାଲା ବନ୍ଦ ଯୋଗୁଁ ସହରରେ ଥିବା ସମସ୍ତ ହୋଟେଲ ,ଜଳଖିଆ ଦୋକାନ ଆଦି ବନ୍ଦ ରହିଛି । ଏହି ସମୟରେ ସହରବାସୀଙ୍କ ସେବାରେ ନିୟୋଜିତ ପୋଲିସ୍ କର୍ମଚାରୀ ଓ ବିଏମସି କର୍ମଚାରୀ ଭୋକ…
Read More...

ସରିଲା ବିଧାନସଭା। ବ୍ୟୟ ମଞ୍ଜୁରୀ ବିଲ ଅନୁମୋଦିତ। ସମସ୍ତଙ୍କୁ କରୋନା ଚିନ୍ତା।

ଭୁବନେଶ୍ୱର, ୩୦।୩(ଓଡ଼ିଆ ନ୍ୟୁଜ): କରୋନା (କୋବିଭ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସୀମିତ କରାଯାଇଛି। ମଙ୍ଗଳବାର ପାରିତ ହେବାକୁ ଥିବା ବ୍ୟୟମଞ୍ଜୁରୀ ବିଲ୍‌କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୦ରେ ଗୃହିତ କରାଯାଇଛି। ୨୦୨୦-୨୧ ଆର୍ଥିକ…
Read More...

କରୋନା ଅପଡେଟ ଓଡିଶାରେ ୩୭୦ ନମୁନାରୁ ସବୁ ନେଗେଟିଭ।

ଭୁବନେଶ୍ୱର, ୩୦ା୩ (ଓଡ଼ିଆ ନ୍ୟୁଜ): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି । ଯିଏ ଯେଉଁଠି ଅଛନ୍ତି ସେଠି ରହିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହାସହ…
Read More...

ଆଜି ଆସନ୍ତା କାଲି ବର୍ଷା। ଏହାପରେ ତାତି ବଢିବ।

ଭୁବନେଶ୍ୱର,୩୦ା୩(ଓଡ଼ିଆ ନ୍ୟୁଜ): ସାରା ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଦିନବେଳା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ହେଲେ ଅପରାହ୍ନରୁ ହଠାତ ପାଗରେ ପରିବର୍ତ୍ତନ ଘଟୁଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଛି। ଆସନ୍ତା ଦୁଇଦିନ ଏହିଭଳି ପାଗ…
Read More...

ଖୁସି ଖବର। ଖୁବଶୀଘ୍ର ଭାରତ ବାହାର କରିବ କରୋନା ପ୍ରତିଶୋଧକ ଟୀକା।

ନୂଆଦିଲ୍ଲୀ : ସାରା ବିଶ୍ବରେ ଆତଙ୍କ ପାଲଟିଥିବା କରୋନା ଭୂତାଣୁର ନିରାକରଣ ପାଇଁ ଆଶାର କିରଣ ଦେଖାଦେଇଛି। କରୋନା ପ୍ରତିଷେଧକ ଟିକା ପାଇଁ ଭାରତୀୟ ବୈଜ୍ଞାନିକମାନେ ଆପ୍ରାଣ ପ୍ରଚେଷ୍ଟା ଚଳାଇଛନ୍ତି। ଦେଶର ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ନେସନାଲ ଇଷ୍ଟିଚ୍ୟୁଟ ଅଫ ଇମ୍ୟୁନୋଲୋଜି(ଏନଆଇଆଇ)…
Read More...

ତୃତୀୟ କରୋନା ଆକ୍ରାନ୍ତ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଫେରିଥିଲେ। କର କ୍ଲିନକରେ ଚିକିତ୍ସିତ ଥିଲେ। କ୍ବାରେଣ୍ଟାଇନରେ…

ଭୁବନେଶ୍ୱର,୨୭।୩(ଓଡ଼ିଆ ନ୍ୟୁଜ) : କରୋନା କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ମାର୍ଚ୍ଚ ୭ରେ ସେ ଦିଲ୍ଲୀ ଯାଇଥିଲେ। ସେଠାରେ କିଛି ଦିନ ରହଣୀ କାଳରେ ସେ ହରିୟାଣା ରିଓ୍ବାଡା ଯାଇଥିଲେ। ସେଠାରୁ…
Read More...

ମୋଦୀଜୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର, ୨୬ା୩(ଓଡ଼ିଆ ନ୍ୟୁଜ) : ସାରା ବିଶ୍ୱରେ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧.୭୦ହଜାର କୋଟିର ପ୍ୟାକେଜ ଆଜି ଘୋଷଣା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା…
Read More...

ଓଡିଶାରେ ଆଉ ଜଣେ କରୋନା ସ°କ୍ରମିତ। ୩ କୁ ବୃଦ୍ଧି।

ଭୁବନେଶ୍ବର ,୨୬/୩ : ରାଜ୍ୟରେ ତୃତୀୟ କରୋନା ଭୂତାଣୁ ପଜେଟିଭ ରୋଗୀ ଚିହ୍ନଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସମସ୍ତ…
Read More...

ଭାରତରେ କରୋନା ମୃତ୍ୟୁ ୧୨ ଛୁଇଁଲା ।

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ…
Read More...