banner
Breaking
Browsing Category

ରାଜ୍ୟ

ଆଜି ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କୁ ଦେବେ କରୋନା ମୁକାବିଲା ମନ୍ତ୍ର।

ଭୁବନେଶ୍ବର (ବ୍ୟୁରୋ) : ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଅସୀମ କ୍ଷମତା । ଜିଲାପାଳଙ୍କ ପରି କ୍ଷମତା ନେଇ କରୋନା ଲଢ଼େଇରେ ସରପଞ୍ଚମାନଙ୍କୁ ଦିଆଯାଇଛି ସ୍ବାଧୀନତା । ପଞ୍ଚାୟତରେ ସଙ୍ଗରୋଧ ଗୃହ ଦାୟିତ୍ବଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ ଏବଂ ରାଜ୍ୟ ଓ…
Read More...

କରୋନା ଯୋଦ୍ଧାଙ୍କୁ ଅର୍ଥରାଶି ସହିତ ମିଳିବ ରାଷ୍ଟ୍ରୀୟ ସମ୍ମାନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): କରୋନା(କୋଭିଡ-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ କାର୍ଯ୍ୟକରୁଥିବା କରୋନା ଯୋଦ୍ଧା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଗଧାଡ଼ିରେ…
Read More...

ରାଜ୍ୟରେ ଆଉ ୫ ଜଣ ଚିହ୍ନଟ। ୭୯ ଛୁଇଁଲା ସ°ଖ୍ୟା।

ଭୁବନେଶ୍ଵର,୨୧/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟ ୭୯ରେ ପହଞ୍ଚିଛି । ଏହି ୫ଜଣ ବାଲେଶ୍ବରର। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ…
Read More...

ଗୋଟିଏ ଦିନରେ ୧୩ ଚିହ୍ନଟ। ସ°ଖ୍ୟା ୭୪ କୁ ବୃଦ୍ଧି।

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ସକାଳେ ୭ଟି ବୃଦ୍ଧି ପାଇ ୬୮ ହୋଇଥିବା ବେଳେ ପୁଣି ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୪ଟି ନମୁନା…
Read More...

ପୁଣି ୭ ପଜିଟିଭ୍। ୬୮ ଛୁଇଁଲା ଆକ୍ରାନ୍ତଙ୍କ ସ°ଖ୍ୟା।

ଭୁବନେଶ୍ୱର,୨୦/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ଦୁଇ ଦିନ ଧରି ଅପରିବର୍ତ୍ତିତ ରହିଥିବାବେଳେ ଆଜି ଆଉ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ରେ ପହଂଚିଛି। ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା…
Read More...

କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପର ରଣନୀତି।

ଭୁବନେଶ୍ୱର,୧୯ା୪(ଓଡ଼ିଆ ନ୍ୟୁଜ) : ବର୍ତମାନ ସାରା ବିଶ୍ବ କରୋନା ସହ ଲଢ଼ୁଛି । ୧୦ ଦିନ ମଧ୍ୟରେ ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଆମ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦୦ ହେଲାଣି । ମାତ୍ର…
Read More...

କରୋନା ପାଇଁ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଭୁବନେଶ୍ୱର,୧୭।୪(ଓଡ଼ିଆ ନ୍ୟୁଜ): ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି। କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ନିୟମ ଉଲ୍ଲଘଂନ କଲେ ଏଥର କଡା କାର୍ଯ୍ୟାନୁଷ୍ଠାନ। ପୋଲିସକୁ ମିଳିଲା ପାଓ୍ବାର।

ଭୁବନେଶ୍ୱର,୧୭।୪(ଓଡ଼ିଆ ନ୍ୟୁଜ) : ଆମାନିଆ ମାନଙ୍କୁ ନିସ୍ତାର ନାହିଁ।ବାଦ ପଡିବେନି ସରକାରୀ କର୍ମଚାରୀ।ଯିଏ ନିୟମ ଉଲ୍ଲଙ୍ଘନ କରିବ ହେବ କଡା କାର୍ଯ୍ୟାନୁଷ୍ଠାନ। କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା…
Read More...

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ସ୍ବଭାବିକ କରିବା ପାଇଁ ପଦକ୍ଷେପ ନେଲେ ମନ୍ତ୍ରୀ ଅରୁଣ ସାହୁ।

ଭୁବନେଶ୍ୱର,୧୭/୪(ଓଡ଼ିଆ ନ୍ୟୁଜ): କରୋନା ଭୟରେ ଲୋକମାନେ ମାଛ କୁକୁଡ଼ା ମାଂସ ଓ ଅଣ୍ଡା ଠାରୁ ଦୁରେଇ ଯାଇଥିଲେ।ଫଳରେ କୁକୁଡ଼ା ଗୋଟି ୧୦ ଟଙ୍କାରେ ବିକି ଚାଷୀମାନେ ତଳି ତଳାନ୍ତ ହୋଇଯାଇଥିଲେ। ଏତିକିବେଳେ ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଲୋକଙ୍କ ଭ୍ରାନ୍ତ ଧାରଣା ଦୁର କରିବାରୁ ସ°ପୃକ୍ତ…
Read More...

ହାରିବ କରୋନା ଜିତିବ ଓଡିଶା। ଆଉ ଦୁଇ ସୁସ୍ଥ।

ଭୁବନେଶ୍ବର : ହାରିବ କରୋନା ଜିତିବ ଓଡିଶା। ଏ ନାରା ଧିରେ ଧିରେ ସତ୍ୟତା ଆଡକୁ ଅଗ୍ରସର ହେଉଛି। କାରଣ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ୨୧ ଜଣ ସୁସ୍ଥ ହେଲେଣି ଅନ୍ୟ ମାନଙ୍କ ଅବସ୍ଥା ପ୍ରାୟ ଭଲ ଅଛି। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଆଉ…
Read More...