Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୬ ପଜିଟିଭ।ଆକ୍ରାନ୍ତଙ୍କ ସ°ଖ୍ୟା ୧୬୯ରେ ପହଞ୍ଚିଲା।
ଭୁବନେଶ୍ୱର,୪/୫(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଉ ୬ କରୋନା ପଜିଟିଭ ସୋମବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ତେବେ ଏହି ୬ଜଣଙ୍କ ମଧ୍ୟରେ ଯାଜପୁରର ୪ ଜଣ ହୋଇଥିବା ବେଳେ ଭଦ୍ରକର ୨ ପଜିଟିଭ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏ ନେଇ କୋଭିଡ୍…
Read More...
Read More...
ରାଜ୍ୟରେ ୭ ତାରିଖ ପର୍ଯ୍ୟନ୍ତ ବର୍ଷା ପବନ।
ଭୁବନେଶ୍ୱର, ୪ା୫(ବ୍ୟୁରୋ): ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ। ଏ ନେଇ ଆସନ୍ତା ୭ ତାରିଖ ଯାଏ ରାଜ୍ୟର କିଛି ସ୍ଥାନାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…
Read More...
Read More...
ଗଞ୍ଜାମରେ କ୍ବାରେଣ୍ଟାଇନ ଖାଦ୍ୟ ତାଲିକା ଜାରିକଲେ ରାଜ୍ୟପାଳ।
ଛତ୍ରପୁର, ୪।୫(ଓଡ଼ିଆ ନ୍ୟୁଜ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ଟି କ୍ୱାରାଣ୍ଟାଇନ ସେଣ୍ଟରରେ କିଛି ଦିନ ତଳେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ କରି ସୁରଟ ଫେରନ୍ତାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିସହ ଗଞ୍ଜାମର ଅନ୍ୟ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟକୁ ନେଇ ସୁରଟ ଫେରନ୍ତାମାନେ…
Read More...
Read More...
ସକାରାତ୍ମକ ଭାବନାରେ ମହାମାରୀକୁ ଜୟ କରିହେବ-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୪/୫(ବ୍ୟୁରୋ) : ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କରୋନା ମହାମାରୀର ମୁକାବିଲା କରୁଛନ୍ତି। ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି। ଏପରି କିଛି ମନ୍ତବ୍ୟ ଦେବା ସହ ଫେସବୁକ୍ ଲାଇଭ ମାଧ୍ୟମରେ ଅନଲାଇନରେ ସାଧାରଣ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର…
Read More...
Read More...
ରାଜ୍ୟ କିମ୍ବା ରାଜ୍ୟ ବାହାରୁ ଯିବାଆସିବା ପାଇଁ କଟକଣା ଜାରି।
ଭୁବନେଶ୍ବର , ୪/୫(ବ୍ୟୁରୋ) : ଓଡ଼ିଶା ବାହାରକୁ ଡାକ୍ତରୀ ଚିକିତ୍ସା ପାଇଁ କିମ୍ବା ଜରୁରୀ କାର୍ଯ୍ୟ ପାଇଁ ଯେଉଁମାନେ ଯିବାକୁ ଚାହୁଁଥିବେ, ସେମାନେ ଆବଶ୍ୟକ ତଥ୍ୟ ଯାଞ୍ଚ ପରେ ସ୍ଥାନୀୟ ଉପ-ଜିଲ୍ଲାପାଳ ବା ତହସିଲଦାର କିମ୍ବା ଡିସିପି, ଭୁବନେଶ୍ୱର-କଟକ, ପୋଲିସ୍ କମିଶନରେଟ୍ଙ୍କଠାରୁ ଅନୁମତି…
Read More...
Read More...
ରଥଯାତ୍ରା ପାଇଁ ଆଶା ସ°ଚାର। କାଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ।
ପୁରୀ,୪/୫(ଓଡ଼ିଆ ନ୍ୟୁଜ) : ଜଗନ୍ନାଥଙ୍କ ଲୀଳା ଅପାର। ସେ ଚାହିଁଲେ ସବୁ ଅସମ୍ଭବ ସମ୍ଭବ ହୋଇଯାଏ। ତେଣୁ ସେ କୋଟି ବ୍ରହ୍ମାଣ୍ଡର ଦେବତା। ରଥଯାତ୍ରାରେ ପ୍ରଭୁ ଛୁଆଁ ଅଛୁଆଁ ଭେଦଭାବ ଭୁଲି ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି। କରୋନା ଛୁଆଁ ରୋଗ ହୋଇଥିବାରୁ ସମସ୍ତେ ବ୍ୟସ୍ତ ବିବ୍ରତ। ହେଲେ…
Read More...
Read More...
ରେଡ ଜୋନରେ ଭୁବନେଶ୍ୱର ବିଏମସି ଅଞ୍ଚଳ।
ଭୁବନେଶ୍ୱର (ବ୍ୟୁରୋ): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆରମ୍ଭ ହେଉଛି । ଏହି ଲକ୍ଡ଼ାଉନ କାଳରେ ଗ୍ରୀନ, ଅରେଞ୍ଜ ଓ ରେଡ଼୍ ଜୋନ୍ ନିମନ୍ତେ ଅଲଗା ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟର କରୋନା ହଟସ୍ପଟ ପାଲଟିଥିବା ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲା ରେଡ଼୍ ଜୋନରେ ଥିବାବେଳେ…
Read More...
Read More...
ଭୁବନେଶ୍ୱରକୁ ଟପିଲା ଯାଜପୁର। ପୁଣି ୮ ପଜିଟିଭ୍। ରାଜ୍ୟରେ ଆକ୍ରାନ୍ତଙ୍କ ସ°ଖ୍ୟା ୧୫୭ରେ ପହଞ୍ଚିଲା।
ଭୁବନେଶ୍ୱର,୨ା୫(ଓଡ଼ିଆ ନ୍ୟୁଜ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ବରୀ ବ୍ଲକ ଅଞ୍ଚଳରେ। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୨ ବର୍ଷ। ସେ କୋଲକାତାରୁ ଫେରିଥିଲେ ବୋଲି…
Read More...
Read More...
ରାଜ୍ୟରେ ପୁଣି ୭ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୧୪୯ ଛୁଇଁଲା।
ଭୁବନେଶ୍ବର,୧/୫ (ଓଡ଼ିଆ ନ୍ୟୁଜ): ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ଆଉ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ୯୩ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୫୫ଜଣ ସୁସ୍ଥ ହୋଇ ଘରକୁ…
Read More...
Read More...
ରାଜ୍ୟରେ ପୁଣି ୧୪ ପଜିଟିଭ। ସମସ୍ତେ ଯାଜପୁରର। ୧୪୨ ଛୁଇଁଲା
ଭୁବନେଶ୍ବର,୩୦/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ଯାଜପୁରରୁ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା…
Read More...
Read More...