banner
Breaking
Browsing Category

ରାଜନୀତି

ଦିଲ୍ଲୀ ନିର୍ବାଚନ ପାଇଁ ଭାଜପାର ପାର୍ଥୀ ଘୋଷଣା।

ନୂଆଦିଲ୍ଲୀ,: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶୁକ୍ରବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଏଥିରେ ୪ଜଣ ମହିଳାଙ୍କୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି। ଭାଜପା ତିମାରପୁରରୁ ସୁରେନ୍ଦ୍ର ସିଂହ ବିଟୁଙ୍କୁ ଟିକେଟ…
Read More...

ଦୁର୍ବ୍ୟବହାର ପ୍ରତିବାଦରେ ଇତିଶଙ୍କ ଧାରଣା।

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଶୁକ୍ରବାର ଧାରଣାରେ ବସିଛନ୍ତି। ସାଧାରଣ ନିର୍ବାଚନ ପରବର୍ତ୍ତୀ ବୈଠକ ବସିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଦୁର୍ବ୍ୟବହାର ପ୍ରତିବାଦରେ…
Read More...

ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି।

ଭୁବନେଶ୍ୱର,୧୬।୧(ବ୍ୟୁରୋ): ବରିଷ୍ଠ ନେତା ସମୀର ମହାନ୍ତି ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି। ପ୍ରକାଶ ଯେ, ୨୦୧୯ ଜାନୁୟାରୀରେ ସଭାପତି ବସନ୍ତ ପଣ୍ଡାଙ୍କ ତିନି ବର୍ଷୀୟା କାର୍ଯ୍ୟକାଳ…
Read More...

ସୁରଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୦।୧(ଓଡ଼ିଆ ନ୍ୟୁଜ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ପୂରଣ ନ ହେଲେ ସେ ଦାରୁଠେଙ୍ଗ ଏବଂ ଜଟଣୀର ୨୭ଟି ଗ୍ରାମର ବାସିନ୍ଦାଙ୍କ ସହ ନବୀନ ନିବାସ ସମ୍ମୁଖରେ ଜାନୁୟାରୀ ୨୭ରେ…
Read More...

ଫେବୃଆରୀ ୮ ରେ ଦିଲ୍ଲୀ ନିର୍ବାଚନ।

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ଅପରାହ୍ନରେ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ କମିଶନର ସୁନୀଲ ଅରୋରା ସୂଚନା ଦେଇଛନ୍ତି। ଗୋଟିଏ ପର୍ଯ୍ୟାୟରେ…
Read More...

ନୂଆବର୍ଷରେ ଅପରାଜିତାଙ୍କ ମାଷ୍ଟର ଷ୍ଟ୍ରୋକ। ସବୁ ଘାଇଲା

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ) : ପ୍ରଶାସନିକ କ୍ଷେତ୍ରରେ ନିଜର ଦକ୍ଷତା ର ପ୍ରମାଣ ଦେଇଥିବା ବେଳେ ରାଜନୈତିକ କ୍ଷେତ୍ରରେ ନୂଆକରି ପାଦ ଥାପିଥିଲେ ମଧ୍ୟ ଜଣେ ପୋଖତ ରାଜନେତ୍ରୀ ଭାବେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।ବିରୋଧୀଙ୍କ ମୁଣ୍ଡବଥାର କାରଣ ପାଲଟି ଥିବାବେଳେ ଦଳୀୟ ନେତାଙ୍କ ପତିଆରା…
Read More...

ଆରମ୍ଭ ହେଲା ମୋ ପରିବାର । ପିନାକୀ, ଚନ୍ଦ୍ରଶେଖର, ଅତନୁଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର,୫/୧(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ରୂପରେଖ ନେଇ ନବୀନ ନିବାସରେ ଆଲୋଚନା ହୋଇଥିଲା । ଏଥିରେ ଜୀବନ…
Read More...

ବିଜୟ ମହାପାତ୍ର ପୁଣି ବିଜେପିର ହେବିଓ୍ବେଟ। କାଲି କେନ୍ଦ୍ରାପଡାରୁ ଆରମ୍ଭ ହେବ ଜପସମ୍ପର୍କ ପଦଯାତ୍ରା।

ଭୁବନେଶ୍ୱର, ୪ା୧(ଓଡ଼ିଆ ନ୍ୟୁଜ): ଓଡିଶା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥିବା ବିଜୟ ମହାପାତ୍ର ପୁଣି ନିଜର ହେବିଓ୍ବେଟର ପ୍ରମାଣ ଜାହିର କରିଛନ୍ତି। ଆସନ୍ତାକାଲିଠୁ ନାଗରିକତା ସଂଶୋଧନ ଆଇନ ସଚେତନତା ପାଇଁ ଦେଶବ୍ୟାପୀ ବିଜେପିର ଜନସମ୍ପର୍କ ଯାତ୍ରା ଆରମ୍ଭ ହେବ । ଓଡିଶାରେ…
Read More...

ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ୨୭ ରେ ନେଇପାରନ୍ତି ଶପଥ।

ରାଞ୍ଚି,୨୪ ।୧୨: ଝାଡଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷିତ ହୋଇସାରିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ବହୁମତ ମିଳିଛି । ମୋଟ୍ ୮୧ଟି ଆସନରୁ ଗଠବନ୍ଧନ ସରକାର ୪୭ଟି ଆସନରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି । ବିଶେଷ…
Read More...

ଝାଡ଼ଖଣ୍ଡରେ ବିଜୟୀ ମେଣ୍ଟକୁ ଶୁଭେଚ୍ଛା ଜଣାଇଲେ ମୋଦି।

ରାଞ୍ଚି : ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ଓ ଆରଜେଡି ମହାମେଣ୍ଟର ବହୁମତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତା ହେମନ୍ତ ସୋରେନଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ଝାଡ଼ଖଣ୍ଡର ବିକାଶ କରିବା ପାଇଁ ଜେଏମଏମ-କଂଗ୍ରେସ ଓ ଆରଜେଡି…
Read More...