banner
Breaking

ଝାଡ଼ଖଣ୍ଡରେ ବିଜୟୀ ମେଣ୍ଟକୁ ଶୁଭେଚ୍ଛା ଜଣାଇଲେ ମୋଦି।

0

ରାଞ୍ଚି : ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ଓ ଆରଜେଡି ମହାମେଣ୍ଟର ବହୁମତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତା ହେମନ୍ତ ସୋରେନଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ଝାଡ଼ଖଣ୍ଡର ବିକାଶ କରିବା ପାଇଁ ଜେଏମଏମ-କଂଗ୍ରେସ ଓ ଆରଜେଡି ତିନି ମେଣ୍ଟକୁ ଶୁଭକାମନା ଜଣାଇଛନ୍ତି। ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.