banner
Breaking
Browsing Category

ରାଜନୀତି

କର୍ନାଟକରେ ୧୫୦ ସିଟ୍ ଜିତିବ କଂଗ୍ରେସ – ରାହୁଲ

ବେଙ୍ଗାଲୁରୁ :କର୍ନାଟକରେ ଆସନ୍ତା ୧୦ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ, ରାଜ୍ୟରେ…
Read More...

ପ୍ରଚାର ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ୩ ପ୍ରମୁଖ ଦଳ ନିଜ ନିଜ ରାଜନୈତିକ ଦଳଙ୍କ ସହ ପ୍ରଚାର କରୁଛନ୍ତି। ତେବେ ନିଜ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ…
Read More...

ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୁରଣ ହେବ,ହିସାବ ଦେବେ ନବୀନ

ଭୁବନେଶ୍ୱର : ଶାସନ ବ୍ୟବସ୍ଥାରେ ଜନ ଭାଗୀଦାରିକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମେ’ ୨୯ ତାରିଖରେ ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ…
Read More...

ଦିଲ୍ଲୀ ମେୟର ନିର୍ବାଚିତ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର (ଏଏପି)ର ପ୍ରାର୍ଥୀ ଶେଲି ଓବେରୟ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରୁ ଭାଜପା ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଶେଲି ଓବେରୟ ନିର୍ଦ୍ୱନ୍ଦରେ ଜିତିଛନ୍ତି। ବହୁ ବିବାଦ ପରେ ଶେଷରେ ଦିଲ୍ଲୀ ନୂଆ ମେୟର ପାଇଛି।…
Read More...

କ୍ୟାବିନେଟରେ ୧୫ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର,୨୪।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍‌ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ ପାଇଁ ଓଡ଼ିଶା ପ୍ରାୟୋଜକ ରହିବ । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହ ୬ ଲେନ ବିଶିଷ୍ଟ କଟକ…
Read More...

ଝାରସୁଗୁଡ଼ା ଉପନିର୍ବାଚନରେ ଜଣଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ। ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସୋମବାର ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶଙ୍ଖ ଭବନ ଲୋକାର୍ପିତ

ଭୁବନେଶ୍ବର : ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି ।…
Read More...

୧୪ ନମ୍ବର ଓ୍ବାର୍ଡରେ ବର୍ଷକର ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ କର୍ପୋରେଟର ମୋନାଲିସା ସାହୁ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନକୁ ଏକବର୍ଷ ପୂରଣ ହୋଇଛି । ଗତବର୍ଷ ଅପ୍ରେଲ ୯ ତାରିଖରେ କର୍ପୋରେଟର ମାନେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ଠିକ୍ ଏକବର୍ଷ ପୁରିଛି । ଏହି ଏକବର୍ଷ କାର୍ଯୂକାଳ ମଧ୍ୟରେ କିଏ କେତେ କାର୍ଯ୍ୟ କରିଛନ୍ତି । ନିର୍ବାଚନ…
Read More...

ଲୋକଙ୍କ ସହିତ ରହି ସେବା କାର୍ଯ୍ୟ ଜାରି ରଖିବି ଏକ ବର୍ଷରେ ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ ଦେଲେ କର୍ପୋରେଟର…

ଭୁବନେଶ୍ୱର,୯ା୪(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନକୁ ଆଜି ଏକବର୍ଷ ପୂରଣ ହୋଇଛି । ଗତବର୍ଷ ଅପ୍ରେଲ ୯ ତାରିଖରେ କର୍ପୋରେଟର ମାନେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ଆଜି ଠିକ୍ ଏକବର୍ଷ ପୁରିଛି । ଏହି ଏକବର୍ଷ କାର୍ଯୂକାଳ ମଧ୍ୟରେ କିଏ କେତେ କାର୍ଯ୍ୟ…
Read More...

ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି…
Read More...