banner
Breaking

କର୍ନାଟକରେ ୧୫୦ ସିଟ୍ ଜିତିବ କଂଗ୍ରେସ – ରାହୁଲ

0

ବେଙ୍ଗାଲୁରୁ :କର୍ନାଟକରେ ଆସନ୍ତା ୧୦ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ବିଭାଗରେ ୫୦ହଜାର ପଦବୀ ଖାଲି ପଡିଛି। ତେବେ କଂଗ୍ରେସ ସରକାରକୁ ଆସିଲେ ଏହି ୫୦ହଜାର ପଦବୀ ପୂରଣ କରିବ। ଆମ ଦଳ କ୍ଷମତାକୁ ନିଶ୍ଚୟ ଆସିବ। କଂଗ୍ରେସକୁ ଅତିକମ୍‌ରେ ୧୫୦ଟି ସିଟ୍‌ ମିଳିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.