Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
ଖେଳ
ଜିତିଲେ ସଞ୍ଜୟ। ସବୁ ଚାଲ୍ ଫେଲ।
ଭୁବନେଶ୍ୱର,୨୭।୯(ଓଡ଼ିଆ ନ୍ୟୁଜ): ଜିତିଲେ ସଞ୍ଜୟ। ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ବରିଷ୍ଠ କ୍ରୀଡ଼ା ପ୍ରଶାସକ ତଥା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ କ୍ଲିନ ସୁଇପ୍ କରିଛି। ସଭାପତି ପଦରେ ପଦ୍ମଲୋଚନ ମହାନ୍ତି…
Read More...
Read More...
ବାଳିକାରେ ପୁରୀ ବାଳକରେ ଜଟଣୀ ଚମ୍ପିୟାନ। ରାଜ୍ୟସ୍ତରୀୟ ଜୁନିୟର ଥ୍ରୋବଲ ପ୍ରତିଯୋଗିତା।
ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ଖୋର୍ଦ୍ଧା କୁଦିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ଥ୍ରୋବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଏଥିରେ ବାଳିକା ବିଭାଗରେ ପୁରୀ ଓ ବାଳକ ବିଭାଗରେ ଜଟଣୀ ଚମ୍ପିୟାନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି…
Read More...
Read More...
ରାଜ୍ୟସ୍ତରୀୟ ଜୁନିୟର ଥ୍ରୋ ବଲ ପ୍ରତିଯୋଗିତା ଉଦଘାଟିତ
ଭୁବନେଶ୍ୱର,୨୧/୯(ଓଡ଼ିଆ ନ୍ୟୁଜ) ରାଜ୍ୟସ୍ତରୀୟ ଜୁନିୟର ଥ୍ରୋ ବଲ ପ୍ରତିଯୋଗିତା ଖୋର୍ଦ୍ଧା କୁଦିଆରୀ ସ୍ଥିତ ୟୁପି ସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିବା ସହିତ କହିଥିଲେ ଖେଳ…
Read More...
Read More...
ଭାରତ ୫୯ ରନରେ ଜିତିଲା ଦ୍ବିତୀୟ ଦିନିକିଆ
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) କୋହଲିଙ୍କ ଦମ୍ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଇଣ୍ଡିଜ୍ ଦଳକୁ ୫୯ ରନ୍ରେ ହରାଇ ମ୍ୟାଚ୍ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ…
Read More...
Read More...
୯୬ ରନର ବିଜୟ ଲକ୍ଷ ନେଇ ଓହ୍ଲାଇଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୩ /୮(ଓଡ଼ିଆ ନ୍ୟୁଜ) ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭାରତ ଆଗରେ ୯୬ ରନର ବିଜୟ ଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ଓଭରରେ ୱେଷ୍ଟଇଣ୍ଡିଜର ୯ ୱିକେଟ୍ ହରାଇ ୯୫…
Read More...
Read More...
ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଙ୍ଗଠନ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ( ଓଡ଼ିଆ ନ୍ୟୁଜ ) : ବିପିୟୁଟି ଓ ଡିପ୍ଲୋମା ଛାତ୍ର
ସଂଗଠନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ୟୁନିଟ୍ ୩
ସ୍ଥିତ ଅନ୍ଧମୁକ ବଧିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ
ହୋଇଯାଇଛି । ଛାତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିଜୟ
ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...
Read More...
ବିଶ୍ୱର ଏକ ନମ୍ବର ଟେଷ୍ଟ୍ ବ୍ୟାଟସ୍ମ୍ୟାନ୍ ମାନ୍ୟତା ପାଇଲେ ବିରାଟ କୋହଲି
ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍ମ୍ୟାନ୍ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି।
ପୂର୍ବତନ ଅଷ୍ଟ୍ରେଲିଆ…
Read More...
Read More...
ଖୁବ୍ ଶୀଘ୍ର ପରଦାକୁ ଆସିବ ସାନିଆ ମିର୍ଜାଙ୍କ ବାୟୋପିକ୍
ମୁମ୍ବାଇ : ବାୟୋପିକ୍ ତାଲିକାରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନିଆ ମିର୍ଜା। ଆଜ୍ଞା ହଁ ,ବଲିଉଡରେ ଖୁବ ଶୀଘ୍ର ନଜର ଆସିବେ ଟେନିସ ପ୍ଲେୟାର ସାନିଆ ମିର୍ଜା। ଫିଲ୍ମ ନିର୍ମାତା ରୋନି ସ୍କ୍ରେଓ୍ଵାଲା ସାନିଆଙ୍କ ବାୟୋପିକ ନିର୍ମାଣ କରୁଥିବା ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଛି। ନିକଟରେ…
Read More...
Read More...
ଗାଙ୍ଗୁଲିଙ୍କ ଫେକ୍ ଇନଷ୍ଟାଗ୍ରାମ : ଫଲୋ ନକରିବାକୁ ପରାମର୍ଶ ଦେଲେ ଦାଦା
କୋଲକାତା : ଏଜବାଷ୍ଟନ୍ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ…
Read More...
Read More...
ମାହି କହିଲେ ୨୦୧୯ ବିଶ୍ୱକପ୍ ପରେ ଅବସର କଥା ଭାବିବି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟିରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସବୁ କଳ୍ପନା ଜଳ୍ପନାକୁ ଖଣ୍ଡନ କରି ଧୋନି…
Read More...
Read More...