banner
Breaking
Browsing Category

ଖେଳ

ଭାରତର ବିଶାଳ ସ୍କୋର।

ରାଜକୋଟ,(ଓଡ଼ିଆ ନ୍ୟୁଜ) : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…
Read More...

ଟି ୨୦ ସିରିଜ ପୋଛିନେଲା ଭାରତ।

ପୁଣେ ୧୧/୧ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ବିଜୟ ଲାଭ କରିଛି। ଏହାସହିତ ଭାରତ ତିନିଟିକିଆ ସିରିଜକୁ ୨-୦ରେ ହାତେଇ…
Read More...

ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କଲା ଭାରତ।

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା  ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ୨ଓଭର ୩ଟି ବଲ ବାକି ଥାଇ ଭାରତ ଏହି ମ୍ୟାଚକୁ ହାତେଇ ନେଇଛି। ଆଜିର…
Read More...

ଓଡିଶା କ୍ରୀଡାର ରାଜଧାନୀ ପାଲଟିଛି-ଅନୀଲ କୁମ୍ବଲେ

ଭୁବନେଶ୍ୱର,୪ ।୧(ଓଡ଼ିଆ ନ୍ୟୁଜ): ଲୋକସେବା ଭବନରେ ପହଞ୍ଚିଲେ କ୍ରିକେଟର ଅନୀଲ କୁମ୍ବଲେ । ସେଠାରେ ଉନ୍ନୟନ କମିଶନରଙ୍କ ସହ ଅନୀଲ ସାକ୍ଷାତ କରିଛନ୍ତି । ଓଡିଶା ନଲେଜ ହବ୍ ବକ୍ତୃୁତା ମାଳାରେ ଯୋଗ ଦେଇ ‘ଭାରତୀୟ କ୍ରୀଡା-ଏକ ଅନ୍ତଃଦୃଷ୍ଟି’ ଶୀର୍ଷକରେ ସେ ଭାଷଣ ଦେଇଛନ୍ତି । ଏହି…
Read More...

ବର୍ଷା ପାଇଁ ବାତିଲ ହେଲା ମ୍ୟାଚ।

କଟକ, ୪ା୧(ଓଡ଼ିଆ ନ୍ୟୁଜ): ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ପ୍ରଥମ ମ୍ୟାଚ ବାତିଲ ହୋଇଥିବା ସୂଚନା ମିଳିଛି । ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ…
Read More...

କୃଷକଙ୍କ ପୁତ୍ର ଆଇପିଏଲ ନିଲାମରେ ଚଢା ଦରରେ।

କୋଲକାତା,୨୦।୧୨- ଆଇପିଏଲ ନିଲାମ ପ୍ରକ୍ରିୟାରେ ଆକାଶ ସିଂଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ଦଳ। ରାଜସ୍ଥାନ ଫ୍ରାଞ୍ଚାଇଜ ଆକାଶଙ୍କୁ ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ଦଳରେ ସାମିଲ କରିଛି। ରାଜସ୍ଥାନରେ ରହୁଥିବା ଆକାଶ ଜଣେ ବାମହାତୀ ପେସର। ସେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ।

ଭୁବନେଶ୍ୱର,୨୦ ।୧୨(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟର ସଂପାଦକ ଇନ୍ଦ୍ରମଣି ସେଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଆନ୍ତର୍ଜାତୀୟ ମହିଳା ଭାରୋତ୍ତଳନ କାରିଣୀ ଝିଲ୍ଲୀ…
Read More...

ଓଡିଶାରେ ପହଞ୍ଚିଲେ ଉଭୟ କ୍ରିକେଟ ଟିମ୍। ବାରବାଟୀ ମ୍ୟାଚ ପାଇଁ କଡା ସୁରକ୍ଷା-ଅନୁପ ସାହୁ। ଚାଲିଛି ଟିକେଟ ବିକ୍ରି।

ଭୁବେନଶ୍ୱର,୧୯।୧୨(ଓଡ଼ିଆ ନ୍ୟୁଜ) ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏନେଇ ଉଭୟ ଦଳର ଖେଳାଳିମାନେ ଗୁରୁବାର ଅପରାହ୍ନ ୧୨.୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।…
Read More...

ଭାରତର ବୃହତ ବିଜୟ। କୁଲଦୀପଙ୍କ ହାଟ୍ରିକ।

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଭିସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରିଛି। ଚାଇନା ମ୍ୟାନ ବୋଲର କୁଳଦୀପ ଯାଦବଙ୍କ ହାଟ୍ରିକ ୱିକେଟ…
Read More...

ମା କାଳୀ କୁ ହରାଇ ସହିଦନଗର ଚମ୍ପିୟାନ। ଅଜିତ ମେମୋରୀଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର,୧୬/୧୨(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁରର ବିଡିଏ କଲୋନୀ ଠାରେ ଅନୁଷ୍ଠିତ ଅଜିତ ମେମୋରୀଆଲ ଦିବାରାତ୍ର ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବରଗଡ ମା କାଳୀ କ୍ରିକେଟ ଟିମକୁ ହରାଇ ସହିଦନଗର ଚମ୍ପିୟାନ ହୋଇଛି। ବିଡିଏ ୟୁଥକ୍ଲବ ପକ୍ଷରୁ ଶନିବାର ଠାରୁ ଏହି…
Read More...