Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଖେଳ
ମ୍ୟାଚ ଛଡାଇ ନେଲା ଆରସିବି।
ଅହମ୍ମଦାବାଦ,୨୭।୪ : ମ୍ୟାଚ ଛଡାଇ ନେଲା ଆରସିବି। ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଥିଲା ୧୭୨ ରନ୍ର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର। ପ୍ରାରମ୍ଭିକ ବ୍ୟାଟିଂ ବିପଳତା ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଆହୁରି କଷ୍ଟକର ହୋଇଥିଲା। କିନ୍ତୁ ଶେଷ ଭଲ…
Read More...
Read More...
ବିଦେଶୀ ଖେଳାଳିଙ୍କୁ ସୁରକ୍ଷା ସହିତ ସ୍ବଦେଶ ଫେରାଇବ ବିସିସିଆଇ।
ନୂଆଦିଲ୍ଲୀ,୨୭।୪: ଆଇପିଏଲ୍ ୨୦୨୧କୁ ନେଇ ଏବେ ଚିନ୍ତାରେ ପଡିଆଯାଇଛି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)। କରୋନା ଯୋଗୁ ଆଇପିଏଲ୍ରେ ଭାଗ ନେଉଥିବା ଅନେକ ବିଦେଶ ଖେଳାଳି ଭୟରେ ଟୁର୍ନାମେଣ୍ଟ ଅଧାରୁ ଛାଡି ସ୍ବଦେଶ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର ବିସିସିଆଇ ପକ୍ଷରୁ…
Read More...
Read More...
ପଞ୍ଜାବକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍।
ମୁମ୍ବଇ,୧୭/୪(ବ୍ୟୁରୋ): ଆଇପିଏଲ୍ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଦଳକୁ ୬ ୱିକେଟ୍ରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଦଳ ଶୋଚନୀୟ ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୦୬ ରନ୍…
Read More...
Read More...
ଆରସିବିର ଜବରଦସ୍ତ ବିଜୟ
ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍ରେ ୧୫୦ ରନ୍ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ କରିପାରିଲା ନାହିଁ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳ। ୧୩ ଓଭର ସୁଦ୍ଧା ଏକ ଉଇକେଟ ହରାଇ ୯୬ ରନ୍ କରିଥିବା ହାଇଦ୍ରାବାଦ୍ ଶେଷ ପର୍ଯ୍ୟନ୍ତ ଖେଳି…
Read More...
Read More...
ରୋମାଞ୍ଚକର ମ୍ୟାଚରେ କେକେଆର କୁ ହରାଇଲା ମୁମ୍ବାଇ।
ଚେନ୍ନାଇ, - ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। କେକେଆର ପାଇଁ ଆନ୍ଧ୍ରେ ରସେଲ…
Read More...
Read More...
ହର୍ଶଲ ପଟେଲଙ୍କ ଘାତକ ବୋଲି°। ମୁମ୍ବାଇ ୧୫୯ରେ ସୀମିତ।
ଚେନ୍ନାଇ, ୯ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଶଲ ପଟେଲ। ତାଙ୍କ ୫ ଉଇକେଟ ସଫଳତା ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୫୯ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ…
Read More...
Read More...
କଡା କଟକଣାରେ ହେବ ଆଇପିଏଲ।
ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି ସମଗ୍ର ଆଇପିଏଲରେ କ୍ରିକେଟରଙ୍କ ନିକଟତର କେହି ଅଛନ୍ତି, ତେବେ ଏହା ବ୍ରଡକାଷ୍ଟିଂ ଟିମ୍ ହେବ। ଏହାକୁ ଧ୍ୟାନରେ ରଖି ସମଗ୍ର…
Read More...
Read More...
ପାକିସ୍ତାନ ଖେଳାଳିଙ୍କୁ ଭିସା ଦିଆଯିବ।
ନୂଆଦିଲ୍ଲୀ,୧।୪: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏହି ଆଇସିସି ଇଭେଣ୍ଟ ଲାଗି ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଆଶ୍ୱାସନା ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…
Read More...
Read More...
ପ୍ରଥମ ସ୍ଥାନରେ ବିରାଟ କୋହଲି।
ଦୁବାଇ,୧।୪ : ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ବୋଲିଂ ତାଲିକାରେ ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନକୁ ଖସିଛନ୍ତି। ବୁଧବାର ପ୍ରକାଶିତ ଦିନିକିଆ…
Read More...
Read More...
ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ରିଷଭ।
ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁସ୍ଥିତିରେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ନିକଟରେ ଶେଷ ହୋଇଥିବା…
Read More...
Read More...