banner
Breaking
Browsing Category

ଦେଶ ବିଦେଶ

ହେପାଟାଇଟିସ୍ ମୁକ୍ତ ବିଶ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

ଭୁବନେଶ୍ବର,୨୮/୭(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସମ୍ପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତ ଜଡ଼ିତ। ପ୍ରକୃତି ସହିତ ସହାବସ୍ଥାନ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି ।

ଭୁବନେଶ୍ୱର, ୨୮/୭ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ…
Read More...

ଭାରତ ଆସିଲା ରାଫେଲ୍ ବିମାନ।

ନୂଆଦିଲ୍ଲୀ,(ବ୍ୟୁରୋ): ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହୋଇଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ ବୁଧବାର ବିମାନଗୁଡ଼ିକ ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବେ।…
Read More...

ଅତ୍ୟାଧୁନିକ କୋଭିଡ ପରୀକ୍ଷା କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ : ବିଶ୍ୱର ଅନେକ ଦେଶ ଅପେକ୍ଷା ଭାରତ ବୈଶ୍ବିକ କରୋନା ମହାମାରୀକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ ସୁବିଧା କେନ୍ଦ୍ରକୁ ଉଦ୍‍ଘାଟନ କରିବା ଅବସରରେ  ଉଦବୋଧନ ଦେଇ ଶ୍ରୀ ମୋଦୀ,…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର।

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି ପ୍ୟାନେଲରେ ରାଜ୍ୟ ସଭା ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏ ନେଇ ରାଜ୍ୟ ସଭା ପକ୍ଷରୁ ଶୁକ୍ରବାର…
Read More...

ସ୍ବାଧୀନତା ଦିବସ ପାଳନ ପାଇଁ ଜାରିହେଲା ଗାଇଡ ଲାଇନ୍।

ନୂଆଦିଲ୍ଲୀ,୨୩/୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ…
Read More...

ଦେଶରେ ବଢୁଛି ଆରୋଗ୍ୟ ହାର।

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭,୮୨,୬୦୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟ​ରେ ରେକର୍ଡ ସଂଖ୍ୟକ ୨୯,୫୫୭ ଜଣ ଆରୋଗ୍ୟ ଲାଭ କରିବା ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୬୩. ୧୮%କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…
Read More...

ଆତ୍ମନିର୍ଭର ଭାରତ ଆପ୍ ନିର୍ମାଣ ପାଇଁ ମୋଦିଙ୍କ ଆହ୍ବାନ।

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ୟ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇନାହାନ୍ତି। ଲିଙ୍କଡ଼ଇନ‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର…
Read More...

ଆମେରିକା ନୌସେନାର ସମରାଭ୍ୟାସ ଚୀନ ଛାନିଆ।

ମନିଲା,୪/୭: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆମେରିକୀୟ ନୌସେନା ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ କରିଛି। ଦକ୍ଷିଣ ଚାଇନା ସାଗରର ସ୍ବତନ୍ତ୍ର ଏବଂ ମୁକ୍ତ ଇଣ୍ଡୋ-ପାସିଫିକ ଅଞ୍ଚଳକୁ ଆମେରିକା ସମର୍ଥନ କରିଆସୁଥିବାବେଳେ ଏବେ ଏଠାରେ ଡୁଆଲ କ୍ୟାରିୟର ଅପରେଶନ…
Read More...

ବୁଦ୍ଧଙ୍କ ନୀତିରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଲେ ମୋଦି।

ନୂଆଦିଲ୍ଲୀ,୪/୭(ବ୍ୟୁରୋ): ସାରା ବିଶ୍ଵ ଆଜି ଅନେକ ସମସ୍ୟା ସହିତ ଲଢ଼େଇ କରୁଛି। ବିଭିନ୍ନ ରାଷ୍ଟ୍ରଙ୍କର ଭିନ୍ନ ଭିନ୍ନ ସମସ୍ୟା ରହିଛି। କିନ୍ତୁ ଏସବୁ ସମସ୍ୟାର ମୁକାବିଲା ପାଇଁ ଯେଉଁ ସମାଧାନର ବାଟ ଦରକାର ତାହା ଭଗବାନ ବୁଦ୍ଧଙ୍କ ଆଦର୍ଶରୁ ମିଳିପାରିବ। ଶନିବାର ଗୁରୁ ପୂର୍ଣ୍ଣିମା ଅବସରରେ…
Read More...