banner
Breaking
Browsing Category

ଦେଶ ବିଦେଶ

ରାଜ୍ୟସଭାରେ ଅନୁମୋଦନ ଲାଭକଲା ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍।

ନୂଆଦିଲ୍ଲୀ,୨୨/୯: ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‍-୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ଯୁଦ୍ଧ ଓ ମରୁଡ଼ି ଭଳି ଅସାଧାରଣ ପରିସ୍ଥିତି ସମୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥର ଯୋଗାଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଲ୍‍ ସରକାରଙ୍କୁ କ୍ଷମତା…
Read More...

ବୈଷୟିକ ଜ୍ଞାନ କ୍ଷେତ୍ରରେ ଆସିବ ଅଭୂତପୂର୍ବ ପରିବର୍ତ୍ତନ। ଆଇଆଇଟି ବିଲ୍ ପାରିତ

ନୂଆଦିଲ୍ଲୀ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେଶନ ଟେକ୍ନୋଲୋଜି ଆଇନ ସଂଶୋଧନ ବିଲ୍‍ ୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି। ଆଇଆଇଆଇଟି ଆଇନ୍‍ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍‍ ସଂଶୋଧନ ଆଣିବ। ୨୦୧୭ ଆଇଆଇଆଇଟି…
Read More...

୯ଟି ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ,୨୧/୯(ଓଡ଼ିଆ ନ୍ୟୁଜ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୩୫୦ କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ ହେବ ଓ ଏ…
Read More...

୨୦୦୦ ଟଙ୍କିଆ ନୋଟ ଗୁଜବରୁ ପରଦା ହଟିଲା

ନୂଆଦିଲ୍ଲୀ,୨୦।୯(ବ୍ୟୁରୋ): ୨୦୦୦ ଟଙ୍କିଆ ନୋଟ୍‌ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବେ ବୋଲି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି ପ୍ରସଙ୍ଗ ଉପରୁ ସରକାର ଶନିବାର ପରଦା ହଟାଇଛନ୍ତି। ୨୦୦୦ ଟଙ୍କିଆ ନୋଟ୍‌ ପ୍ରିଣ୍ଟ ବନ୍ଦ ହେବ ନାହିଁ। ଏହି ନୋଟ୍‌ ବିମୁଦ୍ରୀକରଣ କରିବା ନେଇ…
Read More...

ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ମିଳିବ ଘରଭଡ଼ା: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ୧୯।୯: ସହରରେ ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଘର ଭଡ଼ା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଦୁଇଟି ମଡ୍ୟୁଲ ଉପରେ କାମ ଆରମ୍ଭ କରାଯାଇଛି। ଶସ୍ତାରେ ସହରକୁ କାମଧନ୍ଦା ପାଇଁ ଆସୁଥିବା ଶ୍ରମିକଙ୍କକୁ ଏଣିକି ରହିବା…
Read More...

ଗୁଗୁଲ ପ୍ଲେଷ୍ଟୋରରୁ ହଟିଲା ପେଟିଏମ।

ନୂଆଦିଲ୍ଲୀ,୧୮।୯: ଗୁଗଲ ନିଜ ପ୍ଲେ ଷ୍ଟୋରରୁ ଶୁକ୍ରବାର ପେଟିଏମ୍‌ ଆପ୍‌କୁ ହଟାଇ ଦେଇଛି। ଏନେଇ ପ୍ରତିକ୍ରିୟା ରଖି ଗୁଗଲ କହିଛି, କମ୍ପାନୀ ନିଜର ପ୍ଲାଟଫର୍ମରେ କୌଣସି ଜୁଆ ଖେଳକୁ ସମର୍ଥନ କରିବ ନାହିଁ। ପେଟିଏମ୍‌ ସହ କଥାବାର୍ତ୍ତା ଚାଲିଛି। ସେମାନଙ୍କଠାରୁ ଅଧିକ ଜାଣିବା ପରେ ତାହା…
Read More...

ସେପ୍ଟେମ୍ବର ୩୦ରେ ବାବ୍ରୀ ମସଜିଦ ରାୟ ଶୁଣାଣି।

ଲକ୍ଷ୍ନୌ, ୧୭/୯: ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ…
Read More...

ସାର୍ବଭୌମତ୍ବର ସୁରକ୍ଷା ଲାଗି ସତର୍କ ଭାରତ ସବୁବେଳେ ପ୍ରସ୍ତୁତ ଅଛି। ଚୀନକୁ ମୁହଁତୋଡ ଜବାବ ଦେଲା ଭାରତ।

ନୂଆଦିଲ୍ଲୀ : ଭାରତ ସବୁବେଳେ ଶାନ୍ତି ଚାହେଁ; ମାତ୍ର ଯଦି ପଡୋଶୀ ଯୁଦ୍ଧ ଆରମ୍ଭ କରେ ତେବେ ଏଥର ଭାରତୀୟ ସୌର୍ଯ୍ୟ ଓ ବୀରତ୍ବର ପରାକ୍ରମ ଦେଖିବ ଚୀନ୍‌। ଏହାର ପରିଣାମ ମଧ୍ୟ ଭୋଗିବ। ପୂର୍ବ ଲଦାଖର ଗଲୱାନ୍‌ ଘାଟିରୁ ଉତ୍ତେଜନା ଆରମ୍ଭ କରିଥିବା ଚୀନ୍‌କୁ ଏଭଳି ଆକ୍ରାମକ ଜବାବ ଦେଇଛି ଭାରତୀୟ…
Read More...

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ।

ନୂଆଦିଲ୍ଲୀ,୧୭/୯ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା। ଦାମୋଦରଦାସ…
Read More...

ରୁଷିଆ ଭାରତକୁ ଦେବ ୧୦ କୋଟି କୋଭିଡ ଟୀକା।

ମସ୍କୋ,୧୬।୯ : କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ। ଏ ନେଇ ରୁଷିଆର ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ସହ ଭାରତର ଚୁକ୍ତି ହୋଇଛି। ରୁଷିଆ ଦ୍ୱାରା…
Read More...