banner
Breaking
Browsing Category

ଦେଶ ବିଦେଶ

ଅନଲକ୍ ୫ରେ କଣ ଖୋଲିବ ଜାଣନ୍ତୁ।

ନୂଆଦିଲ୍ଲୀ,୩୦।୯- କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୫ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସେହିପରି ଅକ୍ଟୋବର ୧୫ରୁ ସିନେମା ହଲ ଓ ଥିଏଟର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।…
Read More...

୨୮ ବର୍ଷ ପରେ ପ୍ରକାଶ ପାଇଲା ବାବ୍ରୀ ମସଜିଦ ରାୟ। ଏହା କୌଣସି ଷଡଯନ୍ତ୍ର ନଥିଲା।

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା ସିବିଆର ସ୍ବତନ୍ତ୍ର କୋର୍ଟ…
Read More...

ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍‍ କାଉନସିଲ…
Read More...

ଆର୍ନ୍ତଜାତୀୟ ସ୍ତରରେ ବ୍ୟବହାର ହେବ ବ୍ଲୁ ଆମୋନିଆ।

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସାଉଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ତେବେ ବ୍ଲୁ ଆମୋନିଆ ହେଉଛି ସେହି ପଦାର୍ଥ ଯାହା ବିନା…
Read More...

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ।

ଭୁବନେଶ୍ୱର,୨୮ା୯:  ବିଜ୍ଞାନ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ମନୋନୀତ ହୋଇଛନ୍ତି। କାଉନ୍‌ସିଲ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ତା’ର ପ୍ରତିଷ୍ଠା ଦିବସ…
Read More...

ପ୍ରତିଷେଧକ ୱେବ୍‍ ପୋର୍ଟାଲ୍‍ ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଆଇସିଏମଆର’ର ପ୍ରତିଷେଧକ ୱେବ୍‍ ପୋର୍ଟାଲ୍‍ ଓ କୋବିଡ୍‍ ନାଇଣ୍ଟିନ୍‍ ପାଇଁ ନ୍ୟାସନାଲ୍‍ କ୍ଲିନିକାଲ୍‍ ରେଜିଷ୍ଟ୍ରିକୁ ଶୁଭାରମ୍ଭ କରିଛନ୍ତି। ଏହି ୱେବପୋର୍ଟାଲ୍‍ କୋଭିଡ-୧୯ ପ୍ରତିଷେଧକର ବିକାଶ ସମ୍ବନ୍ଧରେ ଦେଶ ଓ ବିଦେଶକୁ ତଥ୍ୟ ଯୋଗାଇବ। ଏହା…
Read More...

ଜେ ପି ନଡ୍ଡାଙ୍କ ନୂଆ ଟିମରେ ଓଡିଶାରୁ ଚାରିଜଣ।

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା କରିଥିବା ନୂଆ ଟିମ୍‌ରେ ରାମ ମାଧବ, ପି ମୁରଲୀଧର ରାଓ, ଅନୀଲ ଜୈନ, ସରୋଜ ପାଣ୍ଡେଙ୍କ ଭଳି ବରିଷ୍ଠ…
Read More...

ସାରା ବିଶ୍ୱ ଆମ ପାଇଁ ଏକ ପରିବାର। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ମିଳିତ ଜାତିସଂଘରେ ସଂସ୍କାର।

ଆଜି ସନ୍ଧ୍ୟାରେ ମିଳିତ ଜାତିସଂଘର ୭୫ତମ ସାଧାରଣ ସଭା ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ସାରା ବିଶ୍ୱ ଆମ ପାଇଁ ଏକ ପରିବାର। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ମିଳିତ ଜାତିସଂଘରେ ସଂସ୍କାର। ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶ୍ନ କରିଛନ୍ତି ଯେ ଜାତିସଂଘର ନିଷ୍ପତ୍ତି…
Read More...

ଅକ୍ଟୋବର ୨୮ରେ ନିର୍ବାଚନ। ନଭେମ୍ବର ୧୦ରେ ଗଣତି।

ନୂଆଦିଲ୍ଲୀ : ଆସନ୍ତା ମାସ ୨୮ ତାରିଖରୁ ବିହାରରେ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣନା ନଭେମ୍ବର ୧୦ରେ ହେବ। ଆଜି ନୂଆଦିଲ୍ଲୀରେ ଏ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି, ନିର୍ବାଚନ ଘୋଷଣା ସହିତ ଆଦର୍ଶ ଆଚରଣ ସଂହିତା…
Read More...

କୃଷି ବିଲ୍ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ନିକଟରେ ଗୃହୀତ ହୋଇଥିବା କୃଷି ବିଲ୍ ଏବଂ ଶ୍ରମ ଆଇନ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଜେପି ଦଳର କର୍ମୀଙ୍କୁ ସମ୍ବୋଧିତ…
Read More...