banner
Breaking
Browsing Category

ଦେଶ ବିଦେଶ

କରୋନା ଟିକା ସଞ୍ଜିବନୀ ଭଳି କାମ କରିବ।

ନୂଆଦିଲ୍ଲୀ,୧୬।୧(ବ୍ୟୁରୋ): ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ ନେଇ ଯେଉଁସବୁ ଭୁଲ୍…
Read More...

ଟିକା ନେଇ ଗୁରୁତର ହେଲେ କ୍ଷତି ପୂରଣ ଦେବ କମ୍ପାନୀ।

ହାଇଦ୍ରାବାଦ : କରୋନା ଭୂତାଣୁ ବିରୁଦ୍ଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବିକଶିତ କରିଥିବା ଭାରତ ବାୟୋଟେକ୍ କହିଛି ଯେ, ଯଦି କେହି ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ (ବିବିଏଲ୍), ଭାରତ…
Read More...

କରୋନା ହାରିବ ଭାରତ ଜିତିବ। ସର୍ବବୃହତ ଟୀକାକରଣର ଶୁଭାରମ୍ଭ କଲେ ମୋଦି।

ନୂଆଦିଲ୍ଲୀ,୧୬।୧: କରୋନା ହାରିବ ଭାରତ ଜିତିବ। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାର୍ବଜନୀକ ଟିକାକରଣ ଅଭିଯାନର ଶୁଭାରମ୍ଭ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରି ଏପରି କହିଛନ୍ତି।…
Read More...

ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ):ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷସ୍ଥାନରେ ରହିଛନ୍ତି । କୋଭିଡ୍‌ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଓ ଜୀବନ…
Read More...

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ।

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନା ସହର…
Read More...

ସେରମରୁ ବହାରିଲା ଟିକା ଗାଡି

ନୂଆଦିଲ୍ଲୀ :ଆଗାମୀ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ଭାରତ। ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ଯାକସିନ ଗାଡ଼ି। ଆଜି କେନ୍ଦ୍ର ସରକାର ପରଚେଜ୍ ଅର୍ଡର କରିଥିଲେ। ଏହାର କିଛି ସମୟ ପରେ ସେରମ ଇନଷ୍ଟିଚ୍ୟୁଟରୁ ବାହାରିଥିଲା ଭ୍ଯାକସିନ ଗାଡ଼ି। ସେଣ୍ଟ୍ରାଲ…
Read More...

ଆମ କରୋନା ଟିକା ସ୍ବଦେଶୀ, ଶସ୍ତା ଓ ସୁରକ୍ଷିତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମ କରୋନା ଟିକା ସ୍ବଦେଶୀ। ଏହା ଦୁନିଆର ଅନ୍ୟ ସମସ୍ତ ଟିକା ତୁଳନାରେ ଶସ୍ତା। ଏହା ସବୁଠୁ ସୁରକ୍ଷିତ ମଧ୍ୟ। ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାହାକୁ ପ୍ରଶ୍ରୟ ଦେବା ଅନୁଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ…
Read More...

୩ଟି କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ।

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲାଗୁ କରିଥିବା ୩ଟି ଯାକ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। କୃଷି ଆନ୍ଦୋଳନ ସହ ଜଡ଼ିତ ସମସ୍ତ ପିଟିଶନ ଉପରେ ସୋମବାର  ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ…
Read More...

ନେତାଜୀ ଜୟନ୍ତୀ ଜାତୀୟ ସ୍ତରୀୟ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ,୧୦/୧(ଓଡ଼ିଆ ନ୍ୟୁଜ): ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକ ସାଂସଦ…
Read More...

୧୬ ରୁ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ,ଆକ୍ରାନ୍ତ,ସମ୍ମୁଖକର୍ମୀ ଓ ବୟସ୍କ

ନୂଆଦିଲ୍ଲୀ,୯।୧(ଓଡ଼ିଆ ନ୍ୟୁଜ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା…
Read More...