banner
Breaking
Browsing Category

ଦେଶ ବିଦେଶ

୧୨ ସପ୍ତାହ ପରେ ନେବେ କୋଭାସିଲଡର ଦ୍ବିତୀୟ ଡୋଜ।

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟିକା କୋଭିଶିଲ୍ଡର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏ ନେଇ ସାନି ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର…
Read More...

ଗରିବଙ୍କ ଖାତାକୁ ଟଙ୍କା ଦିଅନ୍ତୁ କେନ୍ର ସରକାର।

ନୂଆଦିଲ୍ଲୀ,୧୫ା୫: ଗ୍ରାମାଞ୍ଚଳର ଲୋକେ ଅସୁସ୍ଥ ହେଲେ ଉନ୍ନତ ସ୍ବାସ୍ଥ୍ୟସେବା ଆଶାରେ ସହରକୁ ଚିକିତ୍ସା ପାଇଁ ଯାଇଥାଆନ୍ତି। କିନ୍ତୁ ବଡ଼ ବଡ଼ ସହରରେ ମହାମାରୀର ଦ୍ୱିତୀୟ ଲହର ବୋଝ ସମ୍ଭାଳି ନ ପାରି ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବାରୁ ଗାଁରେ ରହୁଥିବା ସଂକ୍ରମିତମାନେ ଏବେ…
Read More...

କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲେ ରାଜ୍ୟ ସରକାର।

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): କୋଭିଡ୍‌ ଟିକା କିଣିବା ପାଇଁ ଓଡ଼ିଶା ସରକାର ଶୁକ୍ରବାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ (ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ଏନେଇ ଇ-ଟେଣ୍ଡର ପୋର୍ଟାଲ (https://tendersodisha.gov.in) ଜରିଆରେ ଯୋଗ୍ୟ…
Read More...

କରୋନା ଆମର ବଡ ଶତ୍ରୁ। ମିଳିମିଶି ଲଢିବାକୁ ପଡିବ।

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି କିଶାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି…
Read More...

କରୋନା ଟିକା ନେଲେ ମିଳିବ ୧୦ଲକ୍ଷ ଟଙ୍କା।

ଓ୍ବାଶିଂଟନ୍‌,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ ଟିକା ନେବା ପାଇଁ ଲୋକଙ୍କୁ…
Read More...

କେଜିରଓ୍ବାଲଙ୍କ ବଡ ଘୋଷଣା। ଅନାଥ ପିଲାଙ୍କ ପ୍ରତିପୋଷଣ ଓ ପାଠପଢା ଖର୍ଚ୍ଚ ବହନ କରିବ ଦିଲ୍ଲୀ ସରକାର।

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସବୁ ରାଜ୍ୟର ସରକାରଙ୍କୁ…
Read More...

ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ।

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍‌ ଆଖି, ସାଇନସସ୍‌, ମସ୍ତିଷ୍କ, ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି ବିପଦ…
Read More...

କୃଷକଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା।

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ ୧୯,୦୦୦ କୋଟି ଟଙ୍କା ରାଶି ଦେଇଛନ୍ତି। ଏକ ଭିଡିଓ…
Read More...

ସମଗ୍ର ବିଶ୍ବକୁ ଟିକା ଯୋଗାଇବାର ଦକ୍ଷତା ଭାରତ ପାଖରେ ଅଛି।

ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବାରୀ ଓ’ ଫରେଲ୍‌। ଏଥିସହ ଅଷ୍ଟ୍ରେଲିଆରୁ ପଠାଯାଇଥିବା ୧୦୫୬ ଭେଣ୍ଟିଲେଟର,…
Read More...

୨ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟିକା ପରୀକ୍ଷା।

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ ପିଲାଙ୍କଠାରୁ ଆରମ୍ଭ କରି ୧୮…
Read More...