banner
Breaking
Browsing Category

ଦେଶ ବିଦେଶ

ଏକ ମିନିଟର ପରୀକ୍ଷାରେ ଜାଣି ପାରିବେ ଆପଣ କରୋନା ଆକ୍ରାନ୍ତ କି ନାହିଁ।

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ ଗ୍ରାଜୁଏଟ୍‌ ଶିକ୍ଷାର୍ଥୀ ଏବଂ ଜଣେ ମୂଳ ଭାରତୀୟ ପ୍ରଫେସର ଟି. ଭେଙ୍କେୟା ଭେଙ୍କଟେସାନ୍‌ଙ୍କ ମିଳିତ ଉଦ୍ୟମରେ ଏକ ବ୍ରେଥ୍‌…
Read More...

ଆମେରିକା ମିଛ କହୁଛି ବୋଲି କହିଲା ଚୀନ।

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ରେ କେତେକ…
Read More...

ଅନଲାଇନ ରେଜିଷ୍ଟ୍ରେସନ ନକରି ମଧ୍ୟ ନେଇପାରିବେ ଟିକା।

ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ ନ କରି ମଧ୍ୟ କୋଭିଡ ଟିକା ନେଇପାରିବେ। ଏଣିକି ଅନ୍‌ଲାଇନ୍‌ରେ ନ କରି ସିଧାସଳଖ ଟିକାକରଣ କେନ୍ଦ୍ରରେ…
Read More...

ଦେଶରେ ୫୪୨୪ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ।

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସମସ୍ତଙ୍କ ନିଦ ହଜାଇ ଦେଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ମହାମାରୀ…
Read More...

ଟିକା ପାଇଁ ପରିଚୟ ପତ୍ରର ଆବଶ୍ୟକତା ନାହିଁ।

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ, ଏନ୍‌ପିଆର୍‌…
Read More...

ରାମଦେବଙ୍କୁ ଚିଠି ଲେଖିଲେ ହର୍ଷବର୍ଦ୍ଧନ।

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ଯୋଗ…
Read More...

ବାତ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ।

ନୂଆଦିଲ୍ଲୀ,୨୩।୫: ବାତ୍ୟା ତାଉକ୍‌ତେ ପରେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଉ ଏକ ବାତ୍ୟା ‘ୟାସ୍‌’ ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା ୨୬ରେ ଏହା ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ…
Read More...

ଦ୍ବିତୀୟ ଲହର ପାଇଁ ଦୁଇଟି ଡୋଜ ଟିକା ନେବା ଜରୁରୀ।

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ଦ୍ବିତୀୟ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍‌ର ୨ଟି ଡୋଜ୍‌ ଜରୁରୀ। ଗୋଟିଏ ଡୋଜ୍‌ ନୂଆ ଭାରିଆଣ୍ଟ୍‌ କବଳରୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଅସମର୍ଥ ହେବ ବୋଲି ବ୍ରିଟେନ୍‌ରେ…
Read More...

ଭାରତର ନାଜାଲ ଭାକସିନ ଶିଶୁଙ୍କ ପାଇଁ ଫଳପ୍ରଦ ହେବ।

ନୂଆଦିଲ୍ଲୀ,୨୩।୫: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ତୃତୀୟ ଲହର ଆଶଙ୍କାକୁ ନେଇ ଦେଶ ସତର୍କ ରହିବା ଆବଶ୍ୟକ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। ତୃତୀୟ ଲହରରେ ଛୋଟ ପିଲାଙ୍କ ଉପରେ ଅଧିକ ପଡ଼ିବାର…
Read More...

୭୫ ମିନିଟରେ ମିଳିବ କରୋନା ସ°କ୍ରମଣ ଫଳାଫଳ। ନିଜ ଘରେ କରିପାରିବେ ପରୀକ୍ଷା।

ନୂଆଦିଲ୍ଲୀ,୨୨/୫(ବ୍ୟୁରୋ): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‍ଡିଓ) ଆଣ୍ଟିବଡି ପରୀକ୍ଷା ନିମନ୍ତେ ଡିପକୋଭାନ୍‍ ନାମକ ଏକ କିଟ୍‍ ପ୍ରସ୍ତୁତ କରିଛି। ଏହି କିଟ୍‍ ସେରୋସର୍ଭେଲାନ୍ସ କ୍ଷେତ୍ରରେ ଅତ୍ୟନ୍ତ ଫଳପ୍ରଦ ବୋଲି କୁହାଯାଇଛି। ଏହି କିଟ୍‍ ସହାୟତାରେ କୋଭିଡ୍‍-୧୯ ମହାମାରୀ…
Read More...