Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
ଦେଶ ବିଦେଶ
କରୋନାର ଉତ୍ପତ୍ତି ଉପରେ ଚାଲିଲା ତନାଘନା।
ଓ୍ବାଶିଂଟନ,୨୮ା୫: କରୋନା ଭାଇରସର ଉତ୍ପତ୍ତି ଅନୁସନ୍ଧାନ ପାଇଁ ବିଭିନ୍ନ ଆଡୁ ଚାଇନା ଉପରେ ଚାପ ପଡୁଛି। ଏପରିକି କରୋନା ବିଶ୍ୱ ମହାମାରୀର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବୈଜ୍ଞାନିକମାନେ ଅଧିକ ସ୍ପଷ୍ଟତା ଦାବି କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ -ବାଇଡେନ୍ କୋଭିଡ -୧୯ର ଜେନେସିସ୍…
Read More...
Read More...
ଜୁଲାଇରୁ ଭାରତକୁ ଆସିବ ବିଦେଶୀ ଟୀକା।
ନୂଆଦିଲ୍ଲୀ, ୨୮।୫:ଦେଶରେ କୋଭିଡ୍ ଟିକା ଅଭାବ ପୂରଣ ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନୀକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟିକା ନୀତିରେ ପରବର୍ତ୍ତନ କରାଯିବ ବୋଲି ସରକାର ଦୋହରାଇଛନ୍ତି। ଆମେରିକାର ଫାଇଜର କମ୍ପାନୀ ଭାରତକୁ ୫ କୋଟି ଡୋଜ୍ ଯୋଗାଇଦେବାକୁ ପ୍ରସ୍ତୁତ…
Read More...
Read More...
ଗତ ୫୦ ବର୍ଷ ମଧ୍ୟରେ ହୋଇଛି ୧୧୭ ବାତ୍ୟା।
ନୂଆଦିଲ୍ଲୀ,୨୮/୫: ୧୯୭୦ରୁ ୨୦୧୯ ମଧ୍ୟରେ ଭାରତ ୧୧୭ ବାତ୍ୟାର ସମ୍ମୁଖୀନ ହୋଇଛି। ଏହି ୫୦ ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ଼ ଓ ବାତ୍ୟାରେ ୪୦,୦୦୦ ଲୋକଙ୍କ ଜୀବନ ଯାଇଛି। ସାମୁଦ୍ରିକ ଝଡ଼ ଯୋଗୁ ମୃତ୍ୟୁହାର ବିଗତ ୧୦ ବର୍ଷରେ ବହୁଳ ଭାବେ ହ୍ରାସ ପାଇଛି ବୋଲି ଏକ ଗବେଷଣାମୂଳକ ନିବନ୍ଧରେ ପ୍ରକାଶ…
Read More...
Read More...
ଶ୍ମଶାନରେ ଜଳିଲା ଜୁଇ , ୭ ଦିନ ପରେ ଜୀବନ୍ତ ଫେରିଲେ ଯୁବକ।
ଜୟପୁର, ୨୭।୫: ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ଏକ ପରିବାର ପକ୍ଷରୁ ଗଳିତ ମୃତ ଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ୭ ଦିନ ପରେ ଯୁବକ ଜଣକ ଘରକୁ ଫେରି ଆସିଛନ୍ତି। ଏଭଳି ଘଟଣା ରାଜସ୍ଥାନର ରାଜସାମନ୍ଦ ଜିଲାରେ ଘଟିଛି।
ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ…
Read More...
Read More...
ତାଙ୍କ ବାପାବି ମୋତେ ଗିରଫ କରିପାରିବନି।
ଆରଡ଼ି,୨୭।୫: ବାତ୍ୟା ୟାସ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁରେ ପାଣି ମାଡିଯାଇଛି। ଫଳରେ ସାଳନ୍ଦୀ ନଦୀ କୂଳ ଗାଁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୧୫ ପରିବାର ପାଣି ଘେରରେ ରହିଛନ୍ତି। ସରକାରୀସ୍ତରରେ କୌଣସି ସହାୟତା ମିଳି ନ ଥିବା ସେମାନେ…
Read More...
Read More...
ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୋଦି।
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ପରେ ବାତ୍ୟା ‘ୟାସ’ କ୍ଷୟକ୍ଷତି ସମ୍ପର୍କରେ…
Read More...
Read More...
୧୮ ବର୍ଷରେ ବିବାହ ଅନିବାର୍ଯ୍ୟ ପାଇଁ ଏହି ଦେଶ ଆଣିବ ଆଇନ୍।
କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ ଅନିବାର୍ଯ୍ୟ କରାଯିବା ଲାଗି ସିନ୍ଧ୍ ପ୍ରଦେଶର ବିଧାନସଭା ମୁତ୍ତାହିଦା ମଜଲିସ୍ ଏ ଅଲମରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏଭଳି…
Read More...
Read More...
ରାଜଧାନୀରେ ଦିଆଯିବ ସ୍ପୁଟନିକ୍ ଭି ଟିକା।
ନୂଆଦିଲ୍ଲୀ,୨୬।୫: ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। ଗତ କିଛି ଦିନ ତଳେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ଓ ଅକ୍ସିଜେନ ଅଭାବ ସରକାରଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଥିଲା। ହେଲେ ଦିଲ୍ଲୀ ସରକାରଙ୍କ ଏହି…
Read More...
Read More...
ସମସ୍ତେ ଭାକ୍ସିନ ନେବାକୁ ଅନୁରୋଧ କଲେ ମୋଦି।
ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଭାକ୍ସିନ୍ ହିଁ ଏକମାତ୍ର ବିକଳ୍ପ ଏବଂ ମୁଖ୍ୟ ଅସ୍ତ୍ର। ତେଣୁ ଦେଶବାସୀ ଭାକ୍ସିନ୍ର ଦୁଇଟି ଡୋଜ୍ ନେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ…
Read More...
Read More...
ଭାରତକୁ କରୋନା ମୁକ୍ତ କରିବ ଆମେରିକୀୟ କମ୍ପାନୀ।
ନୂଆଦିଲ୍ଲୀ, ୨୬ା୫: ଖୁବ୍ କମ୍ ଜଣାଶୁଣା ଆମେରିକାର ଏକ କମ୍ପାନୀ ଲାଣ୍ଡୋମସ୍ ରିୟଲ୍ଟି ଭେଞ୍ଚର୍ସ ଭାରତରେ ୫ ଶହ ବିଲିୟନ ଡଲାର (୩୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ନିବେଶ କରି ଦେଶକୁ କରୋନା ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତରୁ ମହମାରୀ ଦୂର କରିବାକୁ କମ୍ପାନୀ ନିକଟରେ…
Read More...
Read More...