banner
Breaking
Browsing Category

ଦେଶ ବିଦେଶ

ଜେମ୍ସ ଓ୍ବେବ ପ୍ରେରଣ କରିବ ନାସା

ଓ୍ବାଶିଂଟନ,୨୪ା୧୨: ନାସା ଲଞ୍ଚ୍‌ କରିବା ପୂର୍ବରୁ ଜେମ୍ସ ଓ୍ବେବ୍‌ ଟେଲିସ୍କୋପର ଫଟୋ ପ୍ରକାଶ କରିଛି। ଏହି ଟେଲିସ୍କୋପ୍‌ ମହାକାଶରେ ସବୁଠାରୁ ଶକ୍ତିଶାଳୀ ହେବ ବୋଲି ତାଲିକାରେ ରହିଛି। ପାଣିପାଗ ଓ ପ୍ରଯୁକ୍ତି ବିଦ୍ୟା ହେତୁ ଲଞ୍ଚ୍‌ରେ ବିଳମ୍ବର ସମ୍ମୁଖୀନ ହେବା ପରେ ଜେମ୍ସ ଓ୍ବେବ୍‌…
Read More...

ଫେବୃଆରୀରେ ଶୀର୍ଷ ଛୁଇଁବ ଓମିକ୍ରନ୍

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ପହଞ୍ଚିଛି। ଏପରି ସ୍ଥଳେ ବୈଜ୍ଞାନିକମାନେ ଦେଶରେ କରୋନାର ତୃତୀୟ ଲହର ବିଷୟରେ ଆଶଙ୍କା ପ୍ରକାଶ କରିଛନ୍ତି।…
Read More...

ଆମେରିକାରେ ପ୍ରଥମ ଜୀବନ ନେଲା ଓମିକ୍ରନ୍

ଓ୍ବାଶିଂଟନ୍‌,୨୧।୧୨: କରୋନାର ନୂତନ ଭାରିଆଣ୍ଟ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି। ଆମେରିକାରେ ଏହା ଏକ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛି। ଏହି ନୂତନ ଭାରିଏଣ୍ଟ ଦେଶରେ ପ୍ରଥମ ଜୀବନ ନେଇଛି। ୭୩% କରୋନା ରୋଗୀ ମଧ୍ୟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବିପଜ୍ଜନକ ବିଷୟ ହେଉଛି…
Read More...

ଲିଭଇନରେ ରହି ପାରିବେ ପୁଅ ଝିଅ

ଚଣ୍ଡିଗଡ଼, ୨୧।୧୨: କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷ ବୃଦ୍ଧି କରିବା ନେଇ ଆଇନ ଆଣିବାକୁ ଯାଉଛନ୍ତି। ପୂର୍ବରୁ ବିବାହ ବୟସସୀମା ଝିଅଙ୍କ ପାଇଁ ୧୮ ଥିବାବେଳେ ପୁଅଙ୍କ ପାଇଁ ୨୧ ବର୍ଷ ଥିଲା। ମାତ୍ର ଏବେ ଏହାକୁ ସମାନ କରି ଦିଆଯାଇଛି। ତେବେ ଭୋଟଦାନ ସର୍ବନିମ୍ନ ବୟସ ସୀମା ୧୮…
Read More...

ଓମିକ୍ରନ୍ ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ – କେଜରିଓ୍ବାଲ

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ସୋମବାର କ୍ୟାବିନେଟ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଓମିକ୍ରନର ବିପଦକୁ ମୁକାବିଲା କରିବା…
Read More...

ଆଶାକର୍ମୀଙ୍କ ଦରମା ବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟର ଆଶାକର୍ମୀମାନଙ୍କର ଦରମା ବୃଦ୍ଧି ନେଇ ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ଯ୍ୟାଳୟରେ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ନେତୃତ୍ୱରେ ୫ ଜଣ ବିଜେଡି ଏମ୍‌ପି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ସାକ୍ଷାତ୍‌ କରି ଏକ ସ୍ମାରକପତ୍ର…
Read More...

ବିଦେଶରେ ସମ୍ମାନିତ ହେବେ ମୋଦି

ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ତାଙ୍କୁ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ନଗଡାଗ ପେଲ ଖୋରଲୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାକୁ ଘୋଷଣା…
Read More...

ଏଥର ଭୋଟ ପ୍ରକ୍ରିୟାରେ ଆସିବ ସ”ସ୍କାର

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ବିଲ୍‌ ଗୃହୀତ ହେଲେ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗ ଲାଗି ନିର୍ବାଚନ…
Read More...

ହ୍ବାଟସଆପ ଆଣିଲା ନୂଆ ଗୋପନୀୟତା ବୈଶିଷ୍ଟ୍ୟ

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ସକ୍ଷମ ଡିଭାଇସ ପାଇଁ ରୋଲ…
Read More...

ଶ୍ରମିକଙ୍କ ସହିତ ଭୋଜନ କଲେ ମୋଦି

କାଶୀ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲବର୍ଷା କରିବା ସହିତ ସେମାନଙ୍କ ସହିତ ଏକାଠି ବସି ଭୋଜନ କରିଛନ୍ତି। ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ…
Read More...