banner
Breaking

ଶ୍ରମିକଙ୍କ ସହିତ ଭୋଜନ କଲେ ମୋଦି

0

କାଶୀ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲବର୍ଷା କରିବା ସହିତ ସେମାନଙ୍କ ସହିତ ଏକାଠି ବସି ଭୋଜନ କରିଛନ୍ତି।

ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ବିଶ୍ୱନାଥ ଧାମରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଭୁ କାଳ ଭୈରବଙ୍କ ପୂଜାର୍ଚ୍ଚନା କରିଥିଲେ। ଏଠାରେ ବାବା ବିଶ୍ୱନାଥଙ୍କ ଇଛା ବିନା କିଛି ହୁଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କରିଡର ନିର୍ମାଣରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୩ ମାସ ସମୟ ଲାଗିଥିଲା।

Khansweb Solution Bhubaneswar

Leave A Reply

Your email address will not be published.