banner
Breaking
Browsing Category

ଦେଶ ବିଦେଶ

ଛାତି ଏକ୍ସରେ ଦ୍ବାରା ଚିହ୍ନଟ ହେବ କରୋନା

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ନିର୍ଭୁଲ ବୋଲି…
Read More...

ରେଲୱେ ଷ୍ଟେସନରେ କିପରି ମାଗଣାରେ ବ୍ୟବହାର କରିବେ ଇଣ୍ଟରନେଟ

ନୂଆଦିଲ୍ଳୀ ୧୯।୦୧ : ଇଣ୍ଟରନେଟ୍ ବର୍ତ୍ତମାନ ଆମର ଜୀବନଶ ଶୈଳୀର ଏକ ଅଂଶ ପାଲଟି ଯାଇଛି । ଇଣ୍ଟରନେଟ୍ ବିନା ଦିନ ଗୁଡିକ ଅସମ୍ପୂର୍ଣ୍ଣ ମନେ ହୁଏ । ଆମର ଏପରି ଅନେକ କାର୍ଯ୍ୟ ରହିଥାଏ ଯେଉଁଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକ ପଡିଥାଏ । ସାଧାରଣତଃ ସମସ୍ତେ ଜାଣିଛନ୍ତି ଭାରତୀୟ ରେଳ ଷ୍ଟେସନରେ…
Read More...

ଭାରତରେ ଏକମାତ୍ର ସହରଭାବେ ବିଶ୍ୱରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା, ୧୮/୧(ବ୍ୟୁରୋ): ବ୍ଲୁମ୍‌ବର୍ଗ ଫିଲିଆନ୍ଥ୍ରୋପିଜ୍ ପକ୍ଷରୁ ବିଶ୍ୱସ୍ତରରେ ନବୀକରଣ ପ୍ରତିଯୋଗିତା ଅନ୍ତର୍ଗତ ୨୦୨୧-୨୦୨୨ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ୍ ବିଜୟୀ ହୋଇଥିବା ୧୫ ସହର ସମ୍ପର୍କରେ ଘୋଷଣା କରାଯାଇଛି । ଉଲ୍ଲେଖନୀୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିବା ସହରର…
Read More...

ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ, ୧୮।୧ : ସାଧାରଣତନ୍ତ୍ର ଦିବସରେ ଏକ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଗୁପ୍ତଚର ସଂସ୍ଥାଗୁଡ଼ିକୁ ସତର୍କ ସୂଚନା ମିଳିଛିି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ବିପଦରେ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ,…
Read More...

ଆସନ୍ତା ମାର୍ଚ୍ଚରୁ ୧୨ ରୁ ୧୪ ବର୍ଷଙ୍କୁ ଟିକା

ନୂଆଦିଲ୍ଲୀ,୧୭।୧: ଆସନ୍ତା ମାର୍ଚ୍ଚରୁ ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦିଆଯିବ। ଏ ନେଇ କୋଭିଡ୍‌-୧୯ ଓ୍ବାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡ. ଏନ୍‌.କେ ଆରୋରା ସୂଚନା ଦେଇଛନ୍ତି। ”ମାର୍ଚ୍ଚ ଶେଷ ସୁଦ୍ଧା ୧୫ରୁ ୧୮ ବୟସ ବର୍ଗଙ୍କୁ ଟିକାକରଣ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ଆଶା…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ପ୍ରସଙ୍ଗରେ ଆସିଲା ଧମକ

ନୂଆଦିଲ୍ଲୀ, ୧୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରା ଧମକ ଦିଆଯାଇଛି। ଶିଖ ଫର୍‌ ଜଷ୍ଟିସ (ଏସ୍‌ଏଫ୍‌ଜେ)…
Read More...

ଜାନୁୟାରୀ ୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୪।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହେବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁୟାରୀ…
Read More...

ଆମେରିକା ଦୂତାବାସକୁ ରକେଟ ମାଡ

ବାଗଦାଦ,୧୪ ।୧: ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ରକେଟ ମାଡ କରାଯାଇଛି । ଇରାନୀ ସେନା କହିଛି, ଆମେରିକା ଦୂତାବାସ ଉପରେ ହୋଇଥିବା ରକେଟ ମାଡରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । ତେବେ ଏହା ଏକ ଦୁର୍ଲଭ ଘଟଣା ବୋଲି କୁହାଯାଉଛି । କାରଣ ଏଥିରେ…
Read More...

କରୋନା ପାଇଁ ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାର କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସିରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ, କରୋନାର ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କର ରିପୋର୍ଟ ପଜିଟିଭ ଆସିବା କରେ ଅତିକମ୍‌ରେ ସାତ ଦିନ କିମ୍ବା ଲଗାତାର ଭାବେ ୩ ଦିନ ପର୍ଯ୍ୟନ୍ତ ଜ୍ୱର ନ…
Read More...

କରୋନା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତିି। ପ୍ରଧାନମନ୍ତ୍ରୀ ରବିବାର…
Read More...