banner
Breaking
Browsing Category

ଦେଶ ବିଦେଶ

ଅବିବାହିତ ମହିଳା ଗର୍ଭପାତ ସପକ୍ଷରେ ବିଚାର

ନୂଆଦିଲ୍ଲୀ : ଗର୍ଭପାତ ଆଇନ କ୍ଷେତ୍ରରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ବାଛବିଚାର କରାଯିବା ଉଚିତ୍ ନୁହେଁ। ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ ବାଦ୍ ଦିଆଯିବା ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ…
Read More...

ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ : ଏନଡିଏ ପ୍ରାଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ଼। ଜଗଦୀପ ଧନଖଡ଼ଙ୍କୁ ୫୨୮ଖଣ୍ଡ ଭୋଟ ମିଳିଛି। ସେହିପରି ମାର୍ଗେରେଟ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି।…
Read More...

ଚାଇନାର ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ

ତାଇପେଇ.୪।୮: ଆମେରିକାର ପ୍ରତିନିଧି ସ୍ପିକର ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ଉତ୍ତ୍ୟକ୍ତ ହୋଇପଡିଛି। ଗୁରୁବାର ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଚାଇନା ସମରାଭ୍ୟାସ କରିବା ସହ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ତାଇୱାନର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ…
Read More...

ଏମ୍ସ ଭୁବନେଶ୍ୱରରେ ଏବିସି ଇକୋକାର୍ଡିଓଗ୍ରାଫି ସମ୍ବନ୍ଧୀୟ ତାଲିମ କର୍ମଶାଳା

ଭୁବନେଶ୍ୱର,: ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଉନ୍ନତ ହୃଦ୍‌ରୋଗ ଏବଂ ଉତ୍ତମ ହେମୋଡାଇନାମିକ୍ ପରିଚାଳନା ଯୋଗାଇଦେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ଆନାସ୍ଥେସିଓଲୋଜି ଏବଂ କ୍ରିଟିକାଲ କେୟାର ବିଭାଗ ପକ୍ଷରୁ ଏବିସି ଇକୋକାର୍ଡିଓଗ୍ରାଫିର ଦ୍ୱିତୀୟ ସଂସ୍କରଣ କର୍ମଶାଳା ଆୟୋଜିତ ହୋଇଯାଇଛି।…
Read More...

ପ୍ରିୟଦର୍ଶୀ ମିଶ୍ରଙ୍କ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ଉତ୍ସବରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ହାଉସିଂ ବୋର୍ଡ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସିଂଘାପୁର ଠାରେ ଅନୁଷ୍ଠିତ ଦୁଇଦିନ ବ୍ୟାପୀ CROP STAGE ଆନୁକୂଲ୍ୟରେ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇଛନ୍ତି I ଜାତିସଂଘ ପରିବେଶ ପ୍ରତିନିଧି…
Read More...

ପ୍ରଥମ ଆଦିବାସୀ ସର୍ବ କନିଷ୍ଠ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି…
Read More...

ପଦ ଓ ଗୋପନୀୟତାର ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୫ ।୭: ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ସୋମବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନା ରାଷ୍ଟ୍ରପତିଙ୍କୁ ପଦ ଓ ଗାପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...

ତୁର୍କୀର ମଧ୍ୟସ୍ଥତାରେ ଶେଷ ହେବ ରୁଷିଆ ୟୁକ୍ରେନ ଯୁଦ୍ଧ

କ୍ୱିଭ୍‌ : ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ପ୍ରସଙ୍ଗରେ ଚୁକ୍ତି ହୋଇଛି। ଏହା ଅଧୀନରେ ୟୁକ୍ରେନ କଳା ସାଗର ଦେଇ ଶସ୍ୟ ରପ୍ତାନୀ କରିବାରେ ସକ୍ଷମ ହେବ। ଏହି ଚୁକ୍ତି…
Read More...

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଜିତିଲେ

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ର ପାଇଁ ଗୁରୁବାର ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଭାରତ ନୁହେଁ; ଓଡ଼ିଶା ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୌରବର ବିଷୟ। ଦେଶର ପ୍ରଥମ ନାଗରିକ ହେବାରେ…
Read More...

ଚାଲିଛି ରାଷ୍ଟ୍ରପତିଙ୍କ ଭୋଟ ଗଣତି

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତିଙ୍କ ପାଇଁ ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା। କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନମ୍ବର କକ୍ଷରେ ପୂର୍ବାହ୍ନ ୧୧ଟାରୁ ଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ ଗଣତି ଶେଷ ହେବା ପରେ ଫଳାଫଳ ଆସିବ। ତେବେ ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କ…
Read More...