Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
Browsing Category
ବାଣିଜ୍ୟ
ଓଡ଼ିଶା ଦେଶର ଦୃତ ଅଭିବୃଦ୍ଧି ରାଜ୍ୟ: ନବୀନ
ଭୁବନେଶ୍ୱର : ରାଜ୍ୟ ସରକାର ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମିଳିତ ସହଯୋଗରେ ମୁମ୍ବାଇରେ ବୁଧବାର ‘ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ହେଉଛି ଦେଶର…
Read More...
Read More...
ବାସନ୍ତୀ ଦୁର୍ଗା ମିନିଟ୍ରକ ଓନର୍ସ ଆସୋସିଏସନର ନୂତନ କର୍ମକର୍ତ୍ତା
ଭୁବନେଶ୍ୱର : ବାସନ୍ତୀ ଦୁର୍ଗା ମିନିଟ୍ରକ ଓନର୍ସ ଆସୋସିଏସନ୍ ପକ୍ଷରୁ ଏକ ସାଧାରଣ ସଭା ରସୁଲଗଡ ସ୍ଥିତ କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଗତ ବର୍ଷର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହେବା ସହିତ ସର୍ବ ସମ୍ମତି କ୍ରମେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା…
Read More...
Read More...
ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ଖୋଲିଲା ‘ଶୱର୍ମା ହଟ୍’
ଭୁବନେଶ୍ୱର : କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ‘ଶୱର୍ମା ହଟ୍’ ଫୁଡ଼୍ ଆଉଟ୍ଲେଟ୍ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଭୁବନେଶ୍ୱରକୁ…
Read More...
Read More...
ଟାଟା ମୋଟର୍ସ ଭାରତର ଟ୍ରକ ଗୁଡିକୁ ଅଧିକ ସ୍ମାର୍ଟ, ନିରାପଦ ଏବଂ ଅଧିକ ଦକ୍ଷ କରିଛିି
ଭୁବନେଶ୍ୱର : ଭାରତର ସର୍ବବୃହତ ବାଣିଜ୍ୟିକ ଯାନ ନିର୍ମାତା ଟାଟା ମୋଟର୍ସ ଭାରତର ପ୍ରଥମ ଉଘଏ ଚାଳିତ ମଧ୍ୟମ ଏବଂ ଭାରି ବାଣିଜ୍ୟିକ ଯାନ ଟ୍ରକ ଲଂଚ ସହିତ ପୁଣି ଥରେ ନୂତନ ଟ୍ରାକିଙ୍ଗ ଇତିହାସ ସୃଷ୍ଟି କରିଛି; ଏକ ଅଭିନବ ପ୍ରସ୍ତୁତି, ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା, ଏବଂ ଡ୍ରାଇଭିଂ…
Read More...
Read More...
ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶିତ
ଭୁବନେଶ୍ୱର, : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ…
Read More...
Read More...
ଡମଣାରେ ଖୋଲିଲା ଡଲନ ବୁଟିକ୍ ସେଣ୍ଟର ଓ ସୋରୁମ୍
ଭୁବନେଶ୍ୱର, ଡମଣା ଛକରେ ଡଲନ ବୁଟିକ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହାକୁ ସମାଜସେବୀ ଶାନ୍ତିଲତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସୋରୁମରେ କଷ୍ଟମାଇଜ୍ ଡିଜାଇନ୍ ସହିତ ଅନ୍ୟାନ୍ୟ ଡିଜାଇନ୍ ଉପଲବ୍ଧ ହେବ। କଲିକତାର ଅଭିଜ୍ଞ କାରିଗର ମାନଙ୍କ ଦ୍ବାରା ଉନ୍ନତ ମାନର…
Read More...
Read More...
ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୨୫ଟି ଭେଣ୍ଡିଙ୍ଗ ଜୋନ୍
ଭୁବନେଶ୍ୱର,୯।୮(ବ୍ୟୁରୋ):ଖୁବ୍ଶୀଘ୍ର ସହରରେ ଆଉ ୨୫ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରିବାକୁ ଯୋଜନା କରୁଛି ବିଏମ୍ସି। ତେବେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ଏହା ନିର୍ମାଣ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।…
Read More...
Read More...
ଫିକି ମହିଳା ଶାଖା ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ
ଭୁବନେଶ୍ବର: ହସ୍ତତନ୍ତ ସାମଗ୍ରୀ ଫିକି ମହିଳା ଶାଖା ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ପଞ୍ଜାବର ଲୁଧିଆନାରେ ଥିବା ପାଭିଲିଅନ ମଲ୍ରେ ଓଡ଼ିଶା ବୁଣାକାରଙ୍କ ସାମଗ୍ରୀ ପ୍ରଦର୍ଶନ ଓ
ବିକ୍ରି ପାଇଁ ସ୍ଵତନ୍ତ୍ର କଳିଙ୍ଗରୂପ ସୋ ରୁମ୍ ଖୋଲାଯାଇଛି। ପରିଚୟ ସହଯୋଗରେ ଖୋଲିଥିବା ଏହି…
Read More...
Read More...
ଜାତୀୟ ଅସ୍ତି ଓ ଖଞ୍ଜା ଦିବସ ପାଳିତ
ଭୁବନେଶ୍ବର, ୪/୮- ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲ ଠାରେ ଜାତୀୟ ଅସ୍ଥି ଓ ଖଞ୍ଜା ଦିବସକୁ ଭିନ୍ନ ରୂପରେ ପାଳନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଅଧିକ ରୋଗୀ ରାମ୍ପ ୱାକ୍ରେ ଚାଲିଥିଲେ। ରୋଗୀଙ୍କ ପାଇଁ କେୟାର ହସ୍ପିଟାଲ ପକ୍ଷରୁ ହସ୍ପିଟାଲ…
Read More...
Read More...
ନକଲି ମିନିଟ୍ରକ ଆସୋସିଏସନ୍ ନାମରେ ଲକ୍ଷ ଲକ୍ଷ ଲୁଟ
ଭୁବନେଶ୍ୱର, ରାଜ୍ୟରେ ସାଧାରଣ ଦ୍ରବ୍ୟ ପରିବହନ କ୍ଷେତ୍ରରେ ମିନିଟ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଦୃଷ୍ଟିରୁ ଓଡିଶାରେ ବହୁ ମାତ୍ରାରେ ମିନିଟ୍ରକ ଚଳାଚଳ କରିଥାଏ । ପରିବହାନ କ୍ଷେତ୍ରରେ ଅନ୍ୟ ଯାନବାହାନ ତୁଳନାରେ ମିନିଟ୍ରକ ସଂଖ୍ୟା ବହୁ ଅଧିକ । ଯାତାୟାତ, ଲୋଡ…
Read More...
Read More...