Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ବାଣିଜ୍ୟ
ଫେବୃଆରୀ ୬ରୁ ସର୍ବକ୍ଷମାରେ ଅର୍ନ୍ତଭୁକ୍ତ ହୋଇନଥିବା ଘର ଭଙ୍ଗା ହେବ। ବିଡିଏ
ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଏହା ମାଧ୍ୟମରେ ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ଏହା ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର…
Read More...
Read More...
ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ , ୨୫ଟି ଶିଳ୍ପାନୁଷ୍ଠାନକୁ ୫ଷ୍ଟାର , ୭୩ଟିକୁ ୧ ଷ୍ଟାର ।
ଭୁବନେଶ୍ୱର,(ବ୍ୟୁରୋ) ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। ନିକଟରେ ପ୍ରକାଶିତ ହୋଇଥିବା ଏହି ରେଟିଙ୍ଗ ଅନୁସାରେ ଓଡ଼ିଶାରେ ୭୩ଟି ଶିଳ୍ପାନୁଷ୍ଠାନର ପରିବେଶ ପାରଦର୍ଶିତା ଧାର୍ଯ୍ୟ ମାନକ ଠାରୁ କମ ରହିଥିବାର ଜଣା ପଡିଛି। ଡିସେମ୍ବର ମାସର ରେଟିଙ୍ଗ ପ୍ରକ୍ରିୟାରେ…
Read More...
Read More...
ଏକ ନମ୍ବର ମାର୍କେଟ ସମ୍ମୁଖରେ ବାଇକ ପାର୍କିଂ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।
ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବଂ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ ବାଟ ବାହାର କରାଯାଇଛି। ଏକ ନମ୍ବର ହାଟ ବାହାରେ ଆଉ…
Read More...
Read More...
ଜାତୀୟ ଉଠାଦୋକାନୀ ଦିବସ ପାଳିତ। ଖୁବ୍ ଶୀଘ୍ର ଉଠାଦୋକାନୀ ମାନଙ୍କ ସମସ୍ୟାର ସମାଧାନ ହେବ : ମନ୍ତ୍ରୀ ପ୍ରତାପ ଜେନା।
ଭୁବନେଶ୍ୱର : ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୟୁନିଟ୍-୧ ଫଳ ଭେଣ୍ଡିଂଜୋନଠାରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରି କହିଲେ ଯେ, ନବୀନଙ୍କ…
Read More...
Read More...
ଭୁବନେଶ୍ୱର ରୁ ସୁରତକୁ ଉଡିଲା ବିମାନ। ଅପରାଜିତା ହେଲେ ପ୍ରଥମ ଯାତ୍ରୀ।
ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ସକାଳ ୮.୪୦ମିନିଟ୍ରୁ ଏୟାର ଇଣ୍ଡିଆର ଏ୩୨୧ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧ ଜଣ ଯାତ୍ରୀଙ୍କୁ ନେଇ ସୁରଟକୁ ସିଧାସଳଖ ଉଡ଼ାଣ ଆରମ୍ଭ କରିଛି। ଏଥିରେ…
Read More...
Read More...
ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ସମ୍ମିଳନୀ ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’
ଭୁବନେଶ୍ୱର,୧୬/୧ (ଓଡ଼ିଆ ନ୍ୟୁଜ) : ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସଆଇ-୨୦୨୦ ଗୁରୁବାରଦିନ କିଟ୍ ବିଶ୍ୱବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଠାରେ…
Read More...
Read More...
ବଢିଲା ବସ ଭଡା।
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ସିଧାସଳଖ ଭାରତ ବଜାର ଉପରେ ପଡିଛି। ସେୟାର ବଜାରରେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୧ ପଇସା ହ୍ରାସ ଘଟିଛି। ଏହାର ପ୍ରଭାବରେ ସୁନାର ଦାମ୍ ମଧ୍ୟ…
Read More...
Read More...
ଭୁବନେଶ୍ୱରଠାରେ ଇଲେକ୍ଟ୍ରୋପ୍ରିନିୟୋର୍ ପାର୍କର ଶୁଭ ଉଦ୍ଘାଟନ
ଭୁବନେଶ୍ୱର, : ଭାରତ ସରକାରଙ୍କ ଇଲେକ୍ଟ୍ରୋନିସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ପକ୍ଷରୁ ଦେଶରେ ବଳିଷ୍ଠ ନେତୃତ୍ୱ ଏବଂ ଆଗାମୀ ପୀଢିର ଉଦୀୟମାନ ଯୁବ ଉଦ୍ୟୋଗପତି ସୃଷ୍ଟି କାରିବାର ଉଦ୍ଦେଶ୍ୟକୁ ନେଇ ପ୍ରଯୁକ୍ତି…
Read More...
Read More...
ନାଲକୋର ସିଏମଡି ହେଲେ ଶ୍ରୀଧର ପାତ୍ର
ଭୁବନେଶ୍ବର,୧୭/୧୨(ଓଡ଼ିଆ ନ୍ୟୁଜ): ନାଲ୍କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନିର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି।…
Read More...
Read More...
ଓଡ଼ିଶା ବଜାରରେ ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ପ୍ରବେଶ
ଭୁବନେଶ୍ୱର : ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, କସମେଟିକ୍ସ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ ଏଫଏମସିଜି କମ୍ପାନି ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ପରେ ୨ୟ ରାଜ୍ୟଭାବେ କମ୍ପାନି ଓଡ଼ିଶାରେ ପ୍ରବେଶ କରିଛି । ଏହି…
Read More...
Read More...