banner
Breaking
Browsing Category

ବାଣିଜ୍ୟ

ସ୍ମାର୍ଟ ଅଟୋ ଆପ ଉଦଘାଟିତ।

ଭୁବନେଶ୍ୱର, ୨୩/୦୬(ଓଡ଼ିଆ ନ୍ୟୁଜ): ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍‌ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା ସହିତ ଭୁବନେଶ୍ୱରର ଗଳିକନ୍ଦିରେ ଏହି ସୁବିଧା ଉପଲବ୍‌ଧ ହେବ ବୋଲି ରାଜଧାନୀ…
Read More...

ଓଡିଶାରେ ୨ ହଜାର କୋଟିର ପୁଞ୍ଜିନିବେଶ କରିବ ମିତ୍ତଲ।

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବ। ଶନିବାର ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଲଣ୍ଡନରୁ ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମିନିବାସ ମିତ୍ତଲ ଏହି…
Read More...

ରାଜଧାନୀରେ ଫୋନ କଲେ ମିଳିବ ଅଣ୍ଡା, ମାଛ,ମା°ସ

ଭୁବନେଶ୍ୱର,୧୨।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ୩୦ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଔଷଧ ଏବଂ କିଛି ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ହେଲେ ଆଗାମୀ…
Read More...

ଭୁବନେଶ୍ୱରରୁ ଉଡିଲା ବିମାନ।

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ଦୀର୍ଘ ଦୁଇମାସ ପରେ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ଚଳାଚଳ କରିଛି। ପ୍ରଥମେ ଦିଲ୍ଲୀରୁ ଭିସ୍ତାରା (ୟୁକେ୭୮୫) ବିମାନ ୭୦ଜଣ…
Read More...

ବନ୍ଦେ ଉତ୍କଳ ଜନନୀ କୁ ନେଇ ବିଧାନସଭାରେ ହଟଗୋଳ।

ଭୁବନେଶ୍ୱର, ୧୨।୩(ଓଡ଼ିଆ ନ୍ୟୁଜ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇ ନ ଥିବାରୁ ବିଭିନ୍ନ ସଭା ସମିତିରେ ମନଇଚ୍ଛା ଗାନ…
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦

ଭୁବନେଶ୍ୱର, ୫/୩ (ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୦ ସ୍ଥାନୀୟ ଏକ…
Read More...

ସିଲ ହେଲା ପଟିଆ ବିଗ୍ ବଜାର।

ଭୁବନେଶ୍ୱର,୨୦/୨(ବ୍ୟୁରୋ): ସିଲ୍‌ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ…
Read More...

ମହିଳା ସିଟରେ ପୁରୁଷ ବସିଲେ ଜରିମାନା।

ଭୁବନେଶ୍ୱର,(ବ୍ୟୁରୋ):ଘରୋଇ ବସ୍‌ ଓ ମୋ ବସ୍‌ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍‌ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ…
Read More...

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡସ

ଭୁବନେଶ୍ୱର,୨୯/୧ (ଓଡ଼ିଆ ନ୍ୟୁଜ) : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା…
Read More...

ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣାର ତଦନ୍ତ କରିବ ଏକ୍ସପୋର୍ଟ ଟିମ-ଡିସିପି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ଏକ୍ସପର୍ଟ ଟିମ୍‌ କରିବ। ସମ୍ପୃକ୍ତ ଠିକାଦାର ଏବଂ ଇଞ୍ଜିନିୟରମାନଙ୍କୁ ପଚରାଉଚରା ଚାଲିଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।ଯୋଜନା, କାର୍ଯ୍ୟାନ୍ବୟନ,…
Read More...