Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ରାଜଧାନୀରେ ପୁଣି ଲଜ୍ଜା, ଚଳନ୍ତା ଅଟୋରେ ଅସଦାଚରଣ
ଭୁବନେଶ୍ୱର,୧୭/୦୯: ରାଜଧାନୀରେ ପୁଣି ଏକ ଲଜ୍ଜା। ଚଳନ୍ତା ଅଟୋରେ ମହିଳାଙ୍କୁ ଅସଦାଚରଣ କରି ଯୁବତୀ ଓ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ। ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଥାନା ଅଞ୍ଚଳରେ। ସ୍ଥାନୀୟ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାମ…
Read More...
Read More...
ଜେଲରୁ ବାହାରି ରାଲିକରି ୪ ଗିରଫ।
ଭୁବନେଶ୍ୱର,୧୫।୯ (ବ୍ୟୁରୋ)ଏୟାରଫିଲ୍ଡ ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଗତ ଗୁରୁବାର ଝାରପଡ଼ା ଜେଲରୁ ମୁକୁଳିଥିଲେ। ବିନା ପୋଲିସ ଅନୁମତି ତଥା କୋଭିଡ୍ ନିୟମକୁ ଉଲ୍ଲଂଘନ କରି ସେମାନେ ବାଇକ୍ ଶୋଭାଯାତ୍ରା…
Read More...
Read More...
କ୍ବାରେଣ୍ଟାଇନ ସେଣ୍ଟରରେ ଆତ୍ମହତ୍ୟା।
ପୁରୀ,୧୫/୦୯(ବ୍ୟୁରୋ): କରୋନା ମହାମାରୀ ଆକ୍ରାନ୍ତରେ ଯେତିକି ମରୁଛନ୍ତି। ତାଠାରୁ ଅଧିକ ଭୟ,ମାନସିକ ଭାରସାମ୍ୟ ହରାଇ ଏବଂ ଅନ୍ୟରୋଗ କାରଣରୁ ମରୁଛନ୍ତି।ଏହି କ୍ରମରେ ଆଜି କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ ଜଣେ କରୋନା ରୋଗୀ କରିଛନ୍ତି ଆତ୍ମହତ୍ୟା । ଶିରା କାଟି ରୋଗୀ ଜଣକ ଆତ୍ମହତ୍ୟା…
Read More...
Read More...
ବନ୍ଧୁକ ଦେଖାଇ ଲୁଟପାଟ।
ବଲାଙ୍ଗୀର,୧୪/୯(ବ୍ୟୁରୋ):ବଲାଙ୍ଗୀର ସହରେ ରବିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ୪ ଜଣ ଦୁର୍ବୃତ୍ତ ଗ୍ରହାକ ସାଜି ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ , ଟଙ୍କା ଓ ମୋବାଇ ଲୁଟି ନେଇଛନ୍ତି।ସୂଚନା ଅନୁଯାୟୀ, ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ସମୟ ପ୍ରାୟ ରାତି ୯ଟା ସମୟରେ ଦୋକାନ ବନ୍ଦ…
Read More...
Read More...
ମହିଳାଙ୍କୁ ନୃଶ°ସ ଭାବେ ହତ୍ୟା।
ଭଞ୍ଜନଗର,୧୩/୯(ବ୍ୟୁରୋ): ଭଂଜନଗର ସହର ଠାରୁ ମାତ୍ର ୩ କି.ମି ଦୂର ବ୍ରହ୍ମପୁର ରାସ୍ତାର ମଳାସପଦର ଛକରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କରିଛି, ସେ…
Read More...
Read More...
ମୁମ୍ବାଇରୁ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ ଗିରଫ।
ମୁମ୍ବାଇ,୧୨।୯(ବ୍ୟୁରୋ):ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)। ସେ ହେଲେ କରନଜିତ। ତାଙ୍କୁ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ ଏନସିବିର…
Read More...
Read More...
ରିୟାଙ୍କ ଜାମିନ ଆବେଦନ ଖାରଜ।
ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ ସ୍ପେଶାଲ କୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ରିଆ…
Read More...
Read More...
ମହିଳାଙ୍କ ଠାରୁ ୫ ଲକ୍ଷ ଲୁଟ।
ଭୁବନେଶ୍ୱର,୮/୮(ବ୍ୟୁରୋ): ଭୁବନେଶ୍ୱରର ଫୁଲନଖରା ନିକଟ ତ୍ରିନାଥ ବଜାର ଛକରୁ ମଙ୍ଗଳବାର ଦିନ ଦ୍ବିପ୍ରହରେ ଜଣେ ମହିଳାଙ୍କଠୁ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମହିଳା ଜଣଙ୍କ ପାହାଳର ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା…
Read More...
Read More...
ଆଦିତ୍ୟ ମୃତ୍ୟୁ ଘଟଣାରେ ନୂଆ ରହସ୍ୟ।
ମାନବପ୍ରେମୀ ଆଦିତ୍ୟ ଦାଶ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଘଟଣାରେ ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଆବିର୍ଭାବ ଓ ପ୍ରେମ ସମ୍ପର୍କକୁ ସ୍ବୀକାର କରିବା ପରେ ମାମଲା ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ ଅଧିକ ରହସ୍ୟମୟ ହୋଇ ପଡ଼ିଛି । ଫେସବୁକ୍ ବନ୍ଧୁତାରୁ…
Read More...
Read More...
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକକୁ ୪ ଦିନ ରିମାଣ୍ଡରେ ନେଲା ପୁଲିସ।
ସାଲେପୁର,୪/୯: ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି। ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା…
Read More...
Read More...