banner
Breaking
Browsing Category

ଶିକ୍ଷା

ଆଇଏସସିଇ ଦଶମ ଓ ଦ୍ବାଦଶ ପରୀକ୍ଷା ସ୍ଥଗିତ।

ଭୁବନେଶ୍ବର,୧୭/୪(ବ୍ୟୁରୋ): ଦେଶରେ କୋଭିଡ଼ ଦ୍ବିତୀୟ ଲହରକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ସିବିଏସଇ ଭଳି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ (ଆଇଏସ୍‌ସିଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ଏ ସଂକ୍ରାନ୍ତରେ ଶୁକ୍ରବାର…
Read More...

୧୯ ରୁ ବନ୍ଦ ରହିବ ଉଚ୍ଚଶିକ୍ଷା ଅନୁଷ୍ଠାନ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋକିବା ନିମନ୍ତେ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା।…
Read More...

ଜୁନ ୧୭ରୁ ଓଜେଇଇ।

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଚଳିତ ବର୍ଷ ଜୁନ ୧୭ରୁ ୨୪ ମଧ୍ୟରେ ଓଜେଇଇ ଅନୁଷ୍ଠିତ ହେବ। ତେବେ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ନେଇ ଓଜେଇଇ କର୍ତ୍ତୃପକ୍ଷ ଗୁରୁବାର ସୂଚନା ଦେଇଛନ୍ତି। ଏଥିନିମନ୍ତେ ଆଗ୍ରହୀ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। www.ojee.nic.inରେ ଆବେଦନ କରିହେବ।
Read More...

ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ।

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା…
Read More...

ସିବିଏସଇ ଦଶମ ପରୀକ୍ଷା ବନ୍ଦ।

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଓ୍ବାଲଙ୍କ ସହିତ ବୈଠକ କରିବା…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଡଃ ବିଦିଶା ପଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ନିଷ୍ଠା, ଅଧ୍ୟବସାୟ, ଦୃଢ ମନୋବଳ ତଥା ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ଆଗକୁ ବଢିବାର ଦୃଢ ଇଚ୍ଛାଶକ୍ତି ନିଶ୍ଚିତ ସଫଳତା ଆଣିଦିଏ ଏହା ପ୍ରମାଣିତ କରିଛନ୍ତି ଦୀର୍ଘ ପଚିଶ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଆସୁଥିବା…
Read More...

ଘୁଞ୍ଚିବ ନାହିଁ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା।

ଭୁବନେଶ୍ୱର, ୯।୪(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ଏ ନେଇ ଶୁକ୍ରବାର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି, ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀଛତ୍ରଙ୍କ ପାଇଁ ଧାର୍ଯ୍ୟ…
Read More...

ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି।

ନୂଆଦିଲ୍ଲୀ,୮।୪ : ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ। ଏପରିସ୍ଥଳେ କରୋନା ସଂକ୍ରମଣକୁ ଭୟ କରି ୧ ଲକ୍ଷରୁ ଅଧିକ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ଅବା ଏହାକୁ…
Read More...

ବନ୍ଦ ହେଲା ନବମ ଓ ଏକାଦଶ ଶ୍ରେଣୀ ସ୍କୁଲ ପାଠପଢ଼ା।

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି କ୍ରମରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ସ୍ଥିର କରିଛନ୍ତି। କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା କାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତ ସରକାରୀ,…
Read More...

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ।

ଭୁବନେଶ୍ବର,୪/୪ : ସର୍ବଭାରତୀୟ ସୈନିକସ୍କୁଲ ପ୍ରବେଶିକା ପରୀକ୍ଷାଫଳ-୨୦୨୧ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରବେଶିକା ପରୀକ୍ଷାଫଳ ସୈନିକ ସ୍କୁଲ ୱେବ୍‌ସାଇଟ୍‌ରୁ ଦେଖିପାରିବେ। ଏହାସହିତ ସେମାନେ ଡାକ୍ତରୀ ପରୀକ୍ଷା ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ୱେବ୍‌ସାଇଟରୁ ପାଇପାରିବେ। ସର୍ବ…
Read More...