banner
Breaking
Browsing Category

ଶିକ୍ଷା

ଅଫଲାଇନରେ ହେବ ଦଶମ ଦ୍ବାଦଶ ପରୀକ୍ଷା।

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ସ(ସିଆଇଏସ୍‌ସିଇ) ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥି ସହିତ ପରୀକ୍ଷା…
Read More...

ନୂତନ ଢାଞ୍ଚାରେ ହେବ ନବମ ଶ୍ରେଣୀ ପରୀକ୍ଷା।

କଟକ ,୨୧।୧୦: ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର। ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ। ଏ ନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୪ର ଶେଷ…
Read More...

ଖୋଲିବ କଲେଜ ଓ ସ୍କୁଲ।

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ। ପିଲାମାନେ ଅଫଲାଇନ୍‌ ମୋଡ୍‌ରେ ପାଠ ପଢ଼ିପାରିବେ। ତେବେ କ୍ଲାସରୁମକୁ କେମିତି ପରିଚାଳନା କରାଯିବ ଓ ଗାଇଡଲାଇନ୍‌ ଅନୁସାରେ କେମିତି…
Read More...

୨୦ ଯାଏ ସ୍କୁଲ ଛୁଟି।

ଭୁବନେଶ୍ୱର,୮।୧୦: ରାଜ୍ୟରେ ୧୦ରୁ ୨୦ ଯାଏ ସ୍କୁଲ ଛୁଟି ରହିବ। ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ। ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏନେଇ ସୂଚନା ଦିଆଯାଇଛି। ତେବେ ଛୁଟି ପରେ ୨୧ରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପୁନର୍ବାର ଖୋଲିବ।
Read More...

ଯୁକ୍ତ ୨ ଦ୍ବିତୀୟ ପ୍ରଯ୍ୟାୟ ମେଧା ତାଲିକା ପ୍ରକାଶ। ପୁଣି ଆଗରେ ରେଭେନ୍ସା

ଭୁବନେଶ୍ବର,୨୭ା୯(ଓଡ଼ିଆ ନ୍ୟୁଜ):ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୧ ଲକ୍ଷ ୭୩ ହଜାର ୬୩ ଆସନ ଖାଲି ଅଛି। ସେଥି ମଧ୍ୟରୁଦ୍ବିତୀୟ ପର୍ଯ୍ୟାୟରେ ମୋଟ ୫୪ ହଜାର ୬୩୩…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅପ ମାର୍କ। ରେଭେନ୍ସା ତିନୋଟି ଷ୍ଟ୍ରିମରେ ଆଗରେ।

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଯୁକ୍ତ ୨ ନାମଲେଖାର ପ୍ରଥମ କଟ ଅଫ ମାର୍କ । ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ ମାର୍କରେ ରହିଛି। କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା । ବିଜ୍ଞାନରେ ଭୁବନେଶ୍ୱରର…
Read More...

ଏନଆରଆଇଏଫ ରାଙ୍କିଙ୍ଗରେ ୨୧ତମ ସ୍ଥାନରେ କିଟ୍ ବିଶ୍ବବିଦ୍ୟାଳୟ।

ଭୁବନେଶ୍ୱର, ୯ ।୯: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର…
Read More...

ସି ଇ ଏମ୍ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ।

ଭୁବନେଶ୍ୱର,୧୭/୭- କରୋନା ମହାମାରୀ ସମସ୍ତଙ୍କୁ କିଛିନା କିଛି ଶିକ୍ଷା ଦେଇଛି। ଦ୍ବିତୀୟ ଲହର କାଳରେ ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଜୀବନ ଅମ୍ଳଜାନର ଅଭାବରୁ ଝଡି ପଡିଛି। ଅମ୍ଳଜାନ ଅଭାବ ପୂରଣ ପାଇଁ ଯେତେ କୃତ୍ରିମ ଉପାୟ ଅବଲମ୍ବନ କରାଯାଇଛି ତାହା ସମୂଦ୍ରକୁ ଶ°ଖେ କହିଲେ ଚଳେ। ବାସ୍ତବରେ…
Read More...

ସେପ୍ଟେମ୍ବର ୧୨ ରେ ନିଟ୍ ପରୀକ୍ଷା।

ଭୁବନେଶ୍ୱର : ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ୍ ଏବଂ ବିଡିଏସରେ ନାମ ଲେଖାଇବା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଆସନ୍ତା ସେପ୍ଟେମ୍ବର ୧୨ରେ ସାରା ଦେଶରେ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଜୁନ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ।

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଜୁନ୍‌ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏଥିପାଇଁ ଜୋର୍‌ସୋରରେ ମୂଲ୍ୟାୟନ ଚାଲିଛି। ଆସନ୍ତା ୧୭ ତାରିଖରୁ  ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ୟୁଟ୍ୟୁବ୍‌ ମାଧ୍ୟମରେ ପୂର୍ବାହ୍ନ ୧୦ଟା ୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ।…
Read More...