banner
Breaking
Browsing Category

ଶିକ୍ଷା

ଏଥର ଶତପ୍ରତିଶତ ସିଲାବସରେ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଚଳିତ ବର୍ଷଠାରୁ +୨ରେ ଶତ ପ୍ରତିଶତ ସିଲାବସରେ ପାଠପଢ଼ା ଓ ପରୀକ୍ଷା ହେବ। ୧୦୦% ସିଲାବସ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୩ରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ୧୦୦% ସିଲାବସ ପଢ଼ିବେ। ତେବେ ୨୦୨୨ରେ ଫେଲ ହୋଇଥିବା…
Read More...

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୃତ୍ତିକା ବଞ୍ଚାଅ ସଚେତନତା ଉପରେ ସାଇକ୍ଲୋଥନ

ଭୁବନେଶ୍ୱର, : ସୁସ୍ଥ ଜୀବନ ପାଇଁ ଜଳ ଏବଂ ବାୟୁ ପରି ପ୍ରଦୂଷଣମୁକ୍ତ ମୃତ୍ତିକା ଅତ୍ୟନ୍ତ ଜରୁରୀ। କାରଣ ମୃତ୍ତିକା ହେଉଛି ଜୀବ ଏବଂ ଉଦ୍ଭିଦ ସମସ୍ତଙ୍କ ପାଇଁ ଖାଦ୍ୟ-ପ୍ରାଣ। ତେଣୁ ‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ନେଇ ଜନସଚେତନତା ପାଇଁ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ…
Read More...

ଅନନ୍ତ ଚରଣଙ୍କ ପୁସ୍ତକ ଅନନ୍ତ ଭଜନ ଲୋକାର୍ପିତ

ଭୁବନେଶ୍ୱର,– ଶିରିଡି ସାଇ ସନ୍ଥ ଜରାଶ୍ରମ ପକ୍ଷରୁ ରଘୁନାଥପୁର ସ୍ଥିତ ଜରାଶ୍ରମ ପରିସରରେ ପିତୃ ଦିବସ ପାଳିତ ହୋଇଯାଇଛି । ଜରାଶ୍ରମରେ ରହୁଥିବା ବୃଦ୍ଧ ମାନଙ୍କୁ ସକାଳୁ ପୂଜାର୍ଚନା କରାଯାଇ ସୁସ୍ୱାଦୁ ଖାଦ୍ୟ ପରିବେଶଣ କରାଯାଇଥିଲା । ଆଶ୍ରମର ଟ୍ରଷ୍ଟି ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ…
Read More...

୪୪୫ ଟି ରୁପାନ୍ତରୀତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୂପାନ୍ତରିତ ୪୪୫ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ବାଲେଶ୍ୱର ଜିଲାର ୧୩୫ ହାଇସ୍କୁଲ, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁରର ୭୫ ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଏହି…
Read More...

ଆଜି ଠାରୁ ସ୍କୁଲରେ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,୬।୬(ବ୍ୟୁରୋ): ସୋମବାରଠାରୁ ସ୍କୁଲ୍‌ରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ପ୍ରତିବର୍ଷ ଦେଢ଼ମାସରୁ ଊର୍ଦ୍ଧ୍ୱ ଗ୍ରୀଷ୍ମ ଛୁଟି ଦିଆଯାଉଥିଲା। ଏଥର ସରକାର ଛୁଟିକୁ କାଟଛାଣ୍ଟ କରିଛନ୍ତି। କରୋନା ପାଇଁ ୨ବର୍ଷ ସ୍କୁଲ…
Read More...

ଆଜି ଶେଷ ହେବ ମାଟ୍ରିକ ପରୀକ୍ଷା

କଟକ,୭ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଶନିବାର ଶେଷ ହେଉଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେଉଛନ୍ତି। ଶୁକ୍ରବାର ସଂସ୍କୃତ ପରୀକ୍ଷା ହୋଇଥିବାବେଳେ ଏଥିରେ…
Read More...

ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

ଭୁବନେଶ୍ୱର, : ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୮ମ ସ୍ଥାନରେ ରହିଛି । ନିକଟରେ ପ୍ରକାଶ ପାଇଥିବା ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ରାଙ୍କ ପ୍ରଦାନ କରାଯାଇଛି । ପ୍ରତିବର୍ଷ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ସଫଳତାର ଚାବିକାଠି। ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜର ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ଛାତ୍ରୀଛାତ୍ର ଏହି ୩ଟି ସୂତ୍ର ଉପରେ ଗୁରୁତ୍ୱ ଦେବା ଉଚିତ। ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ…
Read More...

ସେ ୨ରୁ ସକାଳ ୬ଟାରୁ ୯ଟା ସ୍କୁଲ

ଭୁବନେଶ୍ୱର,୩୦।୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୁଣି ଥରେ ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ମେ’ ୨ ତାରିଖରୁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ତୃତୀୟରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ରୁ ସ୍କୁଲ ଆସିବେ। ଗଣଶିକ୍ଷା ବିଭାଗ…
Read More...

ଆଜିଠାରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୯/୪(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା(ସମେଟିଭ ଆସେସମେଣ୍ଟ-୨) ଆରମ୍ଭ ହେବ। ୩ ହଜାର ୫୪୦ ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିରୁ ୨୧୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ…
Read More...