banner
Breaking

ଏଥର ଶତପ୍ରତିଶତ ସିଲାବସରେ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ଚଳିତ ବର୍ଷଠାରୁ +୨ରେ ଶତ ପ୍ରତିଶତ ସିଲାବସରେ ପାଠପଢ଼ା ଓ ପରୀକ୍ଷା ହେବ। ୧୦୦% ସିଲାବସ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୩ରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ୧୦୦% ସିଲାବସ ପଢ଼ିବେ। ତେବେ ୨୦୨୨ରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସରେ ୨୦୨୩ରେ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.