Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ଜିଲ୍ଲା
ଦିଶା ଓଡ଼ିଶା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ
ଭୁବନେଶ୍ୱର :ଦିଶା ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଏଲ୍ଆଇସି ଛକସ୍ଥିତ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦ଜଣ ମହିଳାଙ୍କୁ ‘ଏମ୍ପାଓ୍ବାର ଅଫ୍…
Read More...
Read More...
ପିଲାଙ୍କ ଭୋଜନାଳୟ ଗୃହର ଶିଳାନ୍ୟାସ
ଭୁବନେଶ୍ୱର : ଆଚାର୍ଯ୍ୟ ବିହାର ନିକଟସ୍ଥ ଆର ଆର ଏଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲା ମାନଙ୍କ ପାଇଁ ଭୋଜନାଳୟ ଗୃହ କାର୍ଯ୍ୟର ଶିଳାନ୍ୟାସ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠିରେ ନିର୍ମିତ ହେବାକୁ ଥିବା ଏହି ଗୃହର…
Read More...
Read More...
ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଗଜପତି ନଗର ଠାରେ ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ…
Read More...
Read More...
ବିବାହ ବନ୍ଧନରେ ବାନ୍ଧି ହେଲେ ବିଧାୟକ
ଭବାନୀପାଟଣା : କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରବିବାର ଦ୍ବିତୀୟ ବିବାହ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ…
Read More...
Read More...
ନୀଳାଦ୍ରି ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର,୨୫ା୨: ଭୁବନେଶ୍ୱର ମହାନଗର ନିଗମ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ଟର ୫ ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ…
Read More...
Read More...
ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରକୁ ପ୍ରଶଂସା
ଭୁବନେଶ୍ୱର : ସ୍ବଚ୍ଛତା କ୍ଷେତ୍ରରେ ସମଗ୍ର ଦେଶରେ ଭୁବନେଶ୍ବର ଏକ ଉଦାହରଣ ପାଲଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଦ୍ବାରା ସହରରେ ନିୟମିତ ସଫେଇ ହେଉଥିବାବେଳେ ଏହା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ନିଜର ଶୀର୍ଷ ପ୍ରଦର୍ଶନ ଦର୍ଶାଉଛି। ବିଏମ୍ସି ଦ୍ବାରା ରାସ୍ତାରେ ନିୟମିତ ସଫେଇ…
Read More...
Read More...
ୱଣ୍ଡର ୱାର୍ଲ୍ଡରେ ପାଳିତ ହେବ ହୋଲିୟାଁ…..
ଭୁବନେଶ୍ବର: ଚଳିତ ବର୍ଷ ଓଡିଶାର ପୁରୀ ମାଳତିପାଟପୁର ସ୍ଥିତ ସର୍ବବୃହତ ୱାଟର ପାର୍କ ୱଣ୍ଡର ୱାର୍ଲ୍ଡ ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବରେ ପାଳିବାକୁ ଯାଉଛି । ଏ ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରଦ୍ୟୁମ୍ନ ମିଶ୍ର । ହୋଲି ପର୍ବ ଉପଲକ୍ଷେ ଏଠାରେ ମାର୍ଚ୍ଚ ୭ ଓ…
Read More...
Read More...
ବସ୍ତି ବାସିନ୍ଦାଙ୍କ ସହିତ ରାତି କାଟିଲେ କଟକ ମେୟର
କଟକ : କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ମୋ’ ୱାର୍ଡ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିଏମ୍ସି ମେୟର ସୁବାସ ସିଂ ୧ ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଚହଟାସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପ୍ରଥମେ ଏକ…
Read More...
Read More...
ଜାଲରେ ପଡିଲା ୨୦୦ କେଜିର ବିରଳ ସାର୍କ
ବାଲେଶ୍ଵର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରେ ପୁଣି ଏକ ବିରଳ ପ୍ରଜାତିର ସାର୍କ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ବିଶାଳକାୟ ସାର୍କକୁ ରବିବାର ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ବିକ୍ରି କରିବାକୁ ଆଣିଥିଲେ। ସେଠାରେ…
Read More...
Read More...
ସୋମବାର ଠାରୁ ଆଦିବାସୀ ମେଳା
ଭୁବନେଶ୍ୱର,୨୦।୨(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ୍-୧ ଆଦିବାସୀ ପଡ଼ିଆରେ ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ। ଓର୍ମାସ୍, ଦି ଇଣ୍ଟେଗ୍ରେଟେଡ୍ ଟ୍ରାଇବାଲ୍ ଡେଭେଲପ୍ମେଣ୍ଟ ଏଜେନ୍ସି ଓ ଆଦିବାସୀ ଉନ୍ନୟନ ସମନ୍ବୟ ନିଗମ ପକ୍ଷରୁ ୧୦ଦିନ ଧରି…
Read More...
Read More...