Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ନକଲି ଜର୍ଦ୍ଦା କାରଖାନା ଠାବ।
ଭଦ୍ରକ ,୨୩।୧: ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ତେବେ ପୋଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ସୂଚନାନୁଯାୟୀ, ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକମହଲା ଅଞ୍ଚଳରେ ଏକ ଘରେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା…
Read More...
Read More...
କଟକରେ ଆଜି ଆନ୍ତରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।
କଟକ,୨୩/୧(ଓଡ଼ିଆ ନ୍ୟୁଜ): ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର…
Read More...
Read More...
ଆଜି ଭୁବନେଶ୍ୱରରୁ ମାତ୍ର ୪ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୧୬ା୧(ଓଡ଼ିଆ ନ୍ୟୁଜ): ଆଜି ଭୁବନେଶ୍ୱରରୁ ମାତ୍ର ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।…
Read More...
Read More...
ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୪୨ ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ !
କଟକ - ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶମୌଜ଼ାର ଛଅଗୋଟି ପଂଚାୟତରେ ନିଧି ସଂଗ୍ରହ ଓ ସମ୍ପର୍କ…
Read More...
Read More...
୮ ନମ୍ବର ଓ୍ବାର୍ଡ ବୁଲିଲେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ।
ଭୁବନେଶ୍ୱର ୧୩/୦୧(ଓଡ଼ିଆ ନ୍ୟୁଜ): ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ୮ ନମ୍ବର ୱାର୍ଡ ବୁଲି ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଲେ ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।
ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ଟ ସେଣ୍ଟର, ନିଳାଦ୍ରି ବିହାର କିଛି…
Read More...
Read More...
ଓଡିଶା ମିରର ପକ୍ଷରୁ ରିପୋର୍ଟର ମିଟ-୨୦୨୧
ଭୁବନେଶ୍ୱର,୧୨/୧(ଓଡ଼ିଆ ନ୍ୟୁଜ):ଓଡ଼ିଶା ମିରର ମିଡ଼ିଆ ମ୍ୟାନେଜେଣ୍ଟ ଦ୍ଵାରା ପ୍ରକାଶିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର"ଓଡ଼ିଶା ମିରର୍"ପକ୍ଷରୁ ରିପୋର୍ଟର ମିଟ-୨୦୨୧ ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଜ୍ଞାନ କେନ୍ଦ୍ର କନେଫରେନ୍ସ ହଲ୍ ରେ ଅନୁଷ୍ଠିତ ହେଇ ଯାଇଛି, ଏହି ଉତ୍ସବରେ ଅତିଥି ଭାବରେ…
Read More...
Read More...
ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଲୋକିକରଣ : ସାଧାରଣରେ ଉଚ୍ଚ ପ୍ରସଂଶା
କଟକ - ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉପକଣ୍ଠ ଇଶାଣିବ୍ରହ୍ମପୁର ପଂଚାୟତର ନାରାୟଣ ମନ୍ଦିର ସନ୍ନିକଟ ମୁଖ୍ୟରାସ୍ତା ତଥା ୱାର୍ଡ ନମ୍ବର ୪ ଓ ୭ ଆଲୋକର ଆବଶ୍ୟକତାଥିବା ବିଭିନ୍ନ ସ୍ଥାନରେ ୩୫ୱ!ଟ ବିଶିଷ୍ଟ ୪ଟି…
Read More...
Read More...
ଜାତୀୟ ସଂହତି ଓ ଏକତାର ପ୍ରତୀକ ବିନ୍ଦୁ ସାଗରର ପ୍ରତି ଜଳବିନ୍ଦୁ ପବିତ୍ର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୯/୧(ଓଡ଼ିଆ ନ୍ୟୁଜ): ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର। ବିନ୍ଦୁ ସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ,…
Read More...
Read More...
୨ ନମ୍ବର ଓ୍ବାର୍ଡରେ ବିଜେଡିର କର୍ମୀ ସମ୍ମିଳନୀ ଓ କମ୍ବଳ ବଣ୍ଟନ।
ଭୁବନେଶ୍ୱର : କୋରନା ମହାମାରୀ ବିଭୀଷିକାର ବହୁଦିନ ପରେ ଆଜି ଶିଖର ଚଣ୍ଡୀ ନଗର ଅନ୍ତର୍ଗତ ୱାର୍ଡ ନଂ-୨ ରେ ବିଜୁଜନତା ଦଳ ତରଫରୁ ଏକ କର୍ମ୍ମୀ ସମ୍ମିଳନୀ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର ସାଙ୍ଗଠଟିକ ଜିଲ୍ଳା ଉପସଭାପତି ମିହିର କୁମାର ରାଉତଙ୍କ ନେତୃତ୍ୱରେ…
Read More...
Read More...
ଅସହାୟଙ୍କୁ କମ୍ବଳ ବଣ୍ଟନ।
ଭୁବନେଶ୍ୱର ,୩ା୧: ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱର୍ସ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ନିଳାଦ୍ରୀବିହାର ସ୍ଥିତ ଇଶାନେଶ୍ୱର ବସ୍ଥିରେ ଥିବା କମ୍ୟୁନିଟି ସେଣ୍ଟର ଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି କମ୍ବଳ ବଣ୍ଟନ ଓ କରୋନା ଯୋଦ୍ଧା ସମ୍ମାନ ଉତ୍ସବ…
Read More...
Read More...