banner
Breaking
Browsing Category

ଜିଲ୍ଲା

ବିଏମସିର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ।

ଭୁବନେଶ୍ବର,୧୫/୫: କୋଭିଡ୍ ଦ୍ବିତୀୟ ଲହର ମୁକାବିଲା ସମ୍ବନ୍ଧୀୟ ପଦକ୍ଷେପ ସମ୍ପର୍କରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ସଞ୍ଜୟ କୁମାର ସିଂହ କହିଥିଲେ ଯେ ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି। କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି।…
Read More...

ଅଖିମୁଠି ଅନୁକୂଳ କଲେ କ°ଗ୍ରେସ ବିଧାୟକ।

ଭୁବନେଶ୍ୱର,୧୫/୫(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ଅଙ୍ଗାରପଡ଼ା ପଞ୍ଚାୟତର ପାଣିଓରା ଗ୍ରାମରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ଅକ୍ଷୟତୃତୀୟାରେ ଚାଷ କାର୍ଯ୍ୟର ଶୁଭାରମ୍ଭ ହେଉଥିବା ପାଇଁ ଏହି ଦିନଟି…
Read More...

ଯୁବପିଢ଼ି ଘରକୁ ଆଣୁଛନ୍ତି କରୋନା।

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଭୂତାଣୁ ବାୟୁ ମାଧ୍ୟମରେ ବ୍ୟାପୁଛି। ତେଣୁ ଠିକ୍‌ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଶୁକ୍ରବାର କଟକ ଏସ୍‌ସିବି ମେଡିକାଲର ପ୍ରଫେସର…
Read More...

କରୋନା ଜନିତ ସମସ୍ୟା ପାଇଁ ୧୯୨୯ ଡାଏଲ କରନ୍ତୁ।

ଭୁବନେଶ୍ୱର,୧୫ା୫(ବ୍ୟୁରୋ): କରୋନା ସଂକ୍ରମିତଙ୍କୁ ଯଥାଶୀଘ୍ର କୋଭିଡ୍‌ କେୟାର ହସ୍ପିଟାଲ(ସିଏଚ୍‌ସି) ଓ କୋଭିଡ୍‌ କେୟାର ସେଣ୍ଟର(ସିସିସି)କୁ ପଠାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉ ଏକ ପଦକ୍ଷେପ ହାତକୁ ନେଇଛି। ଏବେ କୋଭିଡ୍‌ ସଂକ୍ରମିତଙ୍କୁ ହସ୍ପିଟାଲ ପଠାଇବା ପାଇଁ ୬୪ଟି…
Read More...

କାର୍ଯ୍ୟକାରୀ ହେଉନି ସରକାରୀ ନିୟମ। ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ରରେ ପ୍ରବଳ ଗହଳି।

ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ ଶିକ୍ଷକ କଲୋନୀ ବିଦ୍ୟାଳୟରେ ଅସ୍ଥାୟୀ ଭାବରେ ଚାଲୁଥିବା ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ର ନିକଟରେ ପ୍ରବଳ ଗହଳି ଦେଖା ଦେଇଅଛି l କରୋନା ଦ୍ଵିତୀୟ ଲହରୀ ବର୍ତ୍ତମାନ ଲୋକଙ୍କ ଜୀବନ ନେବାକୁ ବସିଲାଣି କିନ୍ତୁ ବର୍ତ୍ତମାନ ଏହି କେନ୍ଦ୍ର ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ…
Read More...

ବୁଲା ପଶୁମାନଙ୍କୁ ଖାଦ୍ୟ ବଣ୍ଟନ।

କୋରାପୁଟ,୧୪/୫:-ଜିଲ୍ଲା ପ୍ରଶାସନର କରୋନା କଟକଣା ଯୋଗୁଁ ବର୍ତ୍ତମାନ ସହରରେ ଲକଡାଉନ ଓ ସଟଡାଉନ ଲାଗୁ କରାଯାଇଅଛି l ଏଥି ଯୋଗୁଁ ସହର ବଜାରରେ ବୁଲୁଥିବା ପଶୁ ମାନଙ୍କର ଖାଦ୍ୟ ଅଭାବ ଦେଖାଦେଇଛି l ଏହାକୁ ନଜରରେ ରଖି ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ସହଯୋଗରେ ସ୍ଥାନୀୟ…
Read More...

ଚନ୍ଦନ ଯାତ୍ରା ପାଇଁ ପୁରୀରେ ୧୪୪ ଧାରା ଲାଗୁ ହେବ।

ପୁରୀ,୧୪।୫: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା ଜାରି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ନରେନ୍ଦ୍ର ପୁଷ୍କରିଣୀ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହେବ। ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। କୋଭିଡ…
Read More...

ପ୍ରଶାସନିକ ଅବ୍ୟବସ୍ଥା, କରୋନା ଟିକାକରଣ କେନ୍ଦ୍ରରେ ସଂକ୍ରମଣ ଆଶଙ୍କା

କୋରାପୁଟ,୧୩/୫:-ଦେଶରେ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଏବେ ୪୫ ବର୍ଷରୁ ୭୦ ବର୍ଷ ବୟସ୍କର ବ୍ୟକ୍ତିମାନଙ୍କୁ ପ୍ରତିଷେଧ ଭ୍ୟାକ୍ସିନ ଦିଆଯାଉଛି। ସରକାର ଏହି ଭ୍ୟାକ୍ସିନ…
Read More...

ଟେଷ୍ଟ ନକରି ରିପୋର୍ଟ ଆସିଲା ପଜିଟିଭ।

ଭଞ୍ଜନଗର,୧୩।୫: କରୋନା ଆତଙ୍କ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ନ କରି ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିବା ଓ ପରେ ଏହା ଭୁଲ ସୂଚନା ବୋଲି କୁହାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବେଲଗୁଣ୍ଠା ବ୍ଲକ ପଣ୍ଡାବଞ୍ଜର ସାହିର କିଛି…
Read More...

ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ୬୭ ଗିରଫ।

କଟକ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍‌ସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତିବାସିନ୍ଦାଙ୍କୁ ଗିରଫ…
Read More...