Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ବିଏମସି ଭେଣ୍ଡିଙ୍ଗ ଜୋନ କମିଟିରେ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ଦାୟିତ୍ୱ
ଭୁବନେଶ୍ୱର ; ଭୁବନେଶ୍ୱର ମହାନଗର ନିଗମ ଭେଣ୍ଡିଙ୍ଗ ଜୋନ୍ କମିଟିରେ ଏକମାତ୍ର କର୍ପୋରେଟର ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କୁ ମିଳିଛି ନୂଆ ଦାୟିତ୍ୱ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏକ ୧୨ ଜଣିଆ ଭେଣ୍ଡିଙ୍ଗ ଜୋନ କମିଟି…
Read More...
Read More...
ପଳାସୁଣୀ ଦୁର୍ଘଟଣା ଅଞ୍ଚଳରେ ହେବ ଫୁଟ୍ ଓଭରବ୍ରିଜ
ଭୁବନେଶ୍ୱର, : ଭୁବନେଶ୍ୱରର ରସୁଲଗଡ଼ରୁ ପଳାସୁଣୀ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି। ଏନେଇ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍…
Read More...
Read More...
୧୨ ନମ୍ବର ଓ୍ବାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୭ା୬ ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି…
Read More...
Read More...
କାର୍ଯ୍ୟରେ ଯୋଗଦେଲେ ସିଏମସି କମିଶନର
କଟକ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାପରେ…
Read More...
Read More...
୧ ନମ୍ବର ଓ୍ବାର୍ଡରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ଆନ୍ତର୍ଜାତିକ ନିଶା ଔଷଧ ଅପବ୍ୟବହାର ଓ ନିଷିଦ୍ଧ କାରବାର ବିରୋଧ ଦିବସ ଅବସରରେରେ ୧ ନମ୍ବର ଓ୍ବାର୍ଡର ବିଭିନ୍ନ ସ୍ଥାନରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତ ଓ ୨ ନମ୍ବର ୱାର୍ଡର…
Read More...
Read More...
ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭୁବନେଶ୍ୱର : ବିଶ୍ୱ ଯୋଗ ଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସହିଦ୍ନଗର ସ୍ଥିତ ଇମଫା ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଇଥାଏ । କରୋନା ସମୟରେ ବିଶ୍ୱକୁ ଯୋଗ ହିଁ…
Read More...
Read More...
ଫାଦର୍ସ ଡେ’ ଉପଲକ୍ଷେ ଔଷଧୀୟ ଚାରା ରୋପଣ ଓ ବଂଟନ
ଭୁବନେଶ୍ୱର,: ପ୍ରତିବର୍ଷ ଜୁନ୍ ମାସ ତୃତୀୟ ସପ୍ତାହ ରବିବାର ଦିନ ପାଳନ ହୁଏ ବିଶ୍ୱ ପିତୃଦିବସ । ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା । ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ । ସେ ପରମଠାରୁ ଅଧିକ । ପିତାଙ୍କ ସମ୍ମାନ…
Read More...
Read More...
ପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ
ଭୁବନେଶ୍ୱର: ରଜ ଉତ୍ସବର ଦ୍ୱିତୀୟ ଦିନକୁ ନିଆରା ଢଙ୍ଗରେ ପାଳିଛି ପରିଚୟ ଫାଉଣ୍ଡେସନ। ଆର୍ଥିକ ପଛୁଆ ଶ୍ରେଣୀର ମେଧାବୀ ଛାତ୍ରୀଙ୍କୁ ସାଇକେଲ ବାଣ୍ଟି ରଜ ପାଳନ କରାଯାଇଛି। ବାଲିପାଟଣାର କାଞ୍ଚନଦେବୀ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚୟ ପକ୍ଷରୁ ଏହି ସାଇକେଲ ପ୍ରଦାନ…
Read More...
Read More...
ହରେକୃଷ୍ଣ ନଗରରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ଭୁବନେଶ୍ୱର,୨ା୬ – ଭୁବନେଶ୍ୱର ମହାନଗର ନିଗମର ୧୪ ନମ୍ବର ଓାର୍ଡ ଅନ୍ତର୍ଗତ ହରେକୃଷ୍ଣ ନଗର ବସ୍ତିରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ତାରିଣୀ ୟୁଥକ୍ଲବ ପକ୍ଷରୁ ଆୟୋଜିତ ଏବଂ ସୁକାନ୍ତ ରାଉତଙ୍କ…
Read More...
Read More...
୧୨ ନମ୍ବର ଓ୍ବାର୍ଡରେ ରାସ୍ତା ଓ ଡ୍ରେନ କାମର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର ୧/୬, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନଂ ୱାର୍ଡର ଜୟଦେବ ବିହାର ଏଚ.ଆଇ.ଜି କଲୋନୀ ରାସ୍ତା ଓ ଡ୍ରେନ୍ କାମର ଭିିତ୍ତିପ୍ରସ୍ତର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି । ୭୬ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ…
Read More...
Read More...