Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଭୁବନେଶ୍ୱର,: ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସନସାଇନ୍ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ଲୋକ ନିଜର ସ୍ୱାସ୍ଥ୍ୟ…
Read More...
Read More...
ଚନ୍ଦ୍ରଶେଖରପୁରରେ ଫୁଟ ଓଭର ବ୍ରିଜ ନିର୍ମାଣ ହେଉ
ଭୁବନେଶ୍ୱର,: ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଅତ୍ୟଧିକ ଯାନ ବାହାନ ଚଳାଚଳ କରୁଥିବାରୁ ସବୁବେଳେ ଭିଡ ରହୁଛି । ସାଧାରଣ ଲୋକଙ୍କୁ ରାସ୍ତା ପାରହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଟିକେ ଅନ୍ୟ ମନଷ୍କ ହେଲେ ଜୀବନ ଚାଲିଯିବାର ସମ୍ଭାବନା ରହିଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ…
Read More...
Read More...
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧ ନମ୍ବର ଓ୍ବାର୍ଡ ଅର୍ନ୍ତଗତ ପ୍ରଶାନ୍ତି ବିହାର କମୁନିଟି ସେଣ୍ଟର ଠାରେ ୧ ନମ୍ବର ଓ୍ବାର୍ଡର କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ୬୦ରୁ ଉର୍ଦ୍ଧ ଲୋକ…
Read More...
Read More...
ବିଏମସିର ଦ୍ବିତୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୧୮।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ଦ୍ବିତୀୟ ବୈଠକ କର୍ପୋରେସନ ହଲରେ ବସିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କର୍ପୋରେଟର ବିଏମସି କମିଶନର ଓ ଅଧିକାରୀ ଏବଂ ବିଧାୟକ ମାନେ ଯୋଗଦେଇଥିଲେ। ବିଏମ୍ସି ପକ୍ଷରୁ ପୂର୍ବ ପ୍ରସ୍ତୁତ…
Read More...
Read More...
ବାପୁଜୀ ନଗର ଅଟୋ ସ°ଘ ପକ୍ଷରୁ ୭୬ ତମ ସ୍ବାଧିନତା ଦିବସ ପାଳିତ
ଭୁବନେଶ୍ୱର: ବାପୁଜୀ ନଗର ଅଟୋ ସ°ଘ ପକ୍ଷରୁ ବାପୁଜୀ ନଗର ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ୭୫ତମ ସ୍ବାଧୀନତା ଦିବସର ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ସହ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।
ସକାଳୁ ସକାଳୁ ସ°ଘ ପକ୍ଷରୁ ପ୍ରଭାତଫେରୀ…
Read More...
Read More...
ଏଲପିଟିମ୍ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ୱର: ଏଲପିଟିମ୍ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଦୁର୍ଗାପୂଜା ପଡିଆ ପରିସରରେ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବି ସମରେନ୍ଦ୍ର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶତୀନ୍ଦ୍ର…
Read More...
Read More...
ସୁରକ୍ଷା ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ୱର: ସୁରକ୍ଷା ପରିବାର ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ୭୫ତମ ସ୍ବାଧୀନତା ଦିବସର ପୂର୍ତ୍ତି ଆଜାଦ୍ କି ଅମୃତ ଉତ୍ସବ ମନାଇବା ସହ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ମହୋତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି l
ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ…
Read More...
Read More...
ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୬ତମ ସ୍ବାଧୀନତା ଦିବସ ବିଜେବି ହାଇସ୍କୁଲ ପଡିଆରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ବେହେରା କହିଛନ୍ତି…
Read More...
Read More...
ସ୍ମାର୍ଟ ସିଟିରେ ସ୍ମାର୍ଟ ରୋଗୀସେବା ଆରମ୍ଭ
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ରୋଗୀସେବା ଆରମ୍ଭ। ଏଣିକି ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କୁ ଚିକିତ୍ସାଳୟ ଯାଇ ଲମ୍ବା ଲାଇନ୍ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ‘ମୋ ହସ୍ପିଟାଲ’ ଆପ୍ ପ୍ରସ୍ତୁତ କରାଯାଇଛି।…
Read More...
Read More...
ଜଜବା ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯକ୍ରମରେ ଭିନ୍ନକ୍ଷମ ମାନଙ୍କୁ ହ୍ୟାଣ୍ଡ ଷ୍ଟିକ୍ ଓ ଜାତୀୟ ପତାକା ବଣ୍ଟନ
ଭୁବନେଶ୍ୱର : ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଓ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଜଜବା ଅନୁଷ୍ଠାନ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯକ୍ରମ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଆଜି ଠାରୁ ତିନିଦିନ ବ୍ୟାପୀ ସମସ୍ତଙ୍କ ଘରେ ତ୍ରିରଙ୍ଗା…
Read More...
Read More...