banner
Breaking

ବିଏମସିର ଦ୍ବିତୀୟ ବୈଠକ ଅନୁଷ୍ଠିତ

0

ଭୁବନେଶ୍ୱର, ୧୮।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ଦ୍ବିତୀୟ ବୈଠକ କର୍ପୋରେସନ ହଲରେ ବସିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କର୍ପୋରେଟର ବିଏମସି କମିଶନର ଓ ଅଧିକାରୀ ଏବଂ ବିଧାୟକ ମାନେ ଯୋଗଦେଇଥିଲେ। ବିଏମ୍‌ସି ପକ୍ଷରୁ ପୂର୍ବ ପ୍ରସ୍ତୁତ ଏଜେଣ୍ଡା ଅନୁସାରେ ପରିମଳ ବ୍ୟବସ୍ଥାର ଘରୋଇକରଣ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.