banner
Breaking
Browsing Category

ଜିଲ୍ଲା

ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ

ଭୁୁବନେଶ୍ୱର,- ରାଜଧାନୀରେ ଉତ୍ପାତ କରୁଛନ୍ତି ମଶା । ଦିନ କି ରାତି ବସାଇ ଉଠାଇ ଦେଉ ନାହାନ୍ତି । ଗୋଡେଇ ଗୋଡେଇ କାମୁଡୁ ଛନ୍ତି କିଛି ମାନୁ ନାହାଁନ୍ତି । ଅତିଷ୍ଟ ହୋଇ ପଡିଲେଣି ଲୋକ । ବାରମ୍ବାର ବିଏମସି ନିକଟରେ ଅଭିଯୋଗ କରି ଆସୁଛନ୍ତି । ବିଏମସି ପକ୍ଷରୁ ମଶା ମାରିବା ପାଇଁ ମଶା ଧୂଆଁ ଓ…
Read More...

୧୨ ନମ୍ବର ଓାର୍ଡର ୫ ଟି ବସ୍ତିରେ ଡ୍ରୋନ୍ ସର୍ଭେ

ଭୁବନେଶ୍ୱର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡର ପାଞ୍ଚଟି ବସ୍ତିରେ ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ଭେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ ସର୍ଭେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ…
Read More...

ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ଦଶଟି ବସ୍ତିରେ ଆଜି ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ମଙ୍ଗଳା ବସ୍ତିରେ ଅନୁଷ୍ଠିତ ସର୍ଭେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓ୍ବାର୍ଡର କର୍ପୋରେଟର ମୋନାଲିସା ସାହୁ ଯୋଗଦେଇ ସର୍ଭେ…
Read More...

ପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତ

ଭୁବନେଶ୍ୱର,: ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ନିକଟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଅଳର ବିଭିନ୍ନ ପଞ୍ଚାୟତ ବାସୀଙ୍କୁ ନେଇ ଏକ ବେଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱରା ପ୍ରକଳ୍ପିତ ସାଗର ମେଳା ଯୋଜନା ଅଧିନରେ ନିର୍ମାଣ ହେବାକୁ ଥିବା ଉପକୂଳ ଜାତୀୟ ରାଜପଥ…
Read More...

ପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ

ପଟ୍ଟମୁଣ୍ଡାଇ : ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶୁକ୍ରବାର ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ମଦନପୁର କଲେଜ ଛକ ନିକଟ ତଳ ରାସ୍ତାରେ ଉପରେ ନିର୍ଭର କରୁଥିବା…
Read More...

ଉଚ୍ଚ ନ୍ୟାୟାଳୟ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି

ଭୁବନେଶ୍ୱର : କଟକରେ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ରାଜଧାନୀକୁ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ପୁଣି ଥରେ ଜୋର ଧରିଛି। ଏ ନେଇ ଭୁବନେଶ୍ୱର ଓକିଲ ସଂଘର ଶତାଧିକ ଆଇନଜୀବୀ ଶୁକ୍ରବାର ଜିଲାଜଜ୍‌ଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇ ଦୀର୍ଘ ସମୟ…
Read More...

ପାର୍କିଂ ପାଇଁ ବିଏମସିର କଡ଼ା ଚେତାବନୀ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ୁଥିବାବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। କେଉଁ କାରଣରୁ ଟ୍ରାଫିକ ସମସ୍ୟା ଅଧିକ ହେଉଛି, ସେନେଇ ବିଏମ୍‌ସି ତର୍ଜମା କରୁଛି। ଏହି କ୍ରମରେ ସହରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ,…
Read More...

ରାଜଧାନୀରେ ଦାନ ମାଝୀ ଘଟଣା, ମା କୁ ଷ୍ଟ୍ରେଚରରେ ବୋହିଲା ପୁଅ

ଭୁବନେଶ୍ୱର : ରାଜଧାନୀରେ ଦାନ ମାଝି ଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ହୋଇଛି। ମା’ଙ୍କ ମୃତଦେହ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ଘରୋଇ ଆମ୍ବୁଲାନ୍ସରେ ନେବାକୁ ପାଖରେ ନ ଥିଲା ଟଙ୍କା। ଶେଷରେ ମୃତଦେହକୁ ଷ୍ଟ୍ରେଚର୍‌ରେ ଟାଣି ଟାଣି ନେଇଥିଲେ ପୁଅ ମାନସ ବାହୁବଳେନ୍ଦ୍ର।…
Read More...

ନୂତନ ଭୁବନେଶ୍ୱରରେ ବୃହତ ସରକାରୀ ଡାକ୍ତରଖାନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର, ନୂତନ ଭୁବନେଶ୍ୱର ଭାବେ ପରିଚିତ ଚନ୍ଦ୍ରଶେଖରପୁର ଅଞ୍ଚଳ ଗତ ୨୨ ବର୍ଷ ମଧ୍ୟରେ ବହୁ ବିକାଶ ଘଟିଛି । ଏଠାରେ ବଡ ବଡ ଶିକ୍ଷାନୁଷ୍ଠାନ, ବାଣିଜ୍ୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦପ୍ତର, ବେସରକାରୀ ଡାକ୍ତରଖାନା ଓ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଗଢି ଉଠିଛି । ଏଥି ସହିତ…
Read More...

ମହିଳା ସଶକ୍ତିକରଣରେ ଓଡିଶା ବହୁ ଉର୍ଦ୍ଧ୍ୱରେ

ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୧୨ ନମ୍ବର ଓ୍ବାର୍ଡର ଗଜପତି ନଗର ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଗଣରେ ସଞ୍ଜିବନୀ ମହିଳା ମହାସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ କହିଥିଲେ ସାରା ଭାରତ ବର୍ଷରେ…
Read More...