banner
Breaking

ପାରିବାରିକ ଅଦାଲତରେ ବର୍ଷା

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ମଙ୍ଗଳବାର ପରିବାର ଅଦାଲତରେ ହୋଇଛି। ବର୍ଷା ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନର ଉତ୍ତର ଓଡ଼ିଆରେ ଦେଇଛନ୍ତି। ତେବେ ସାକ୍ଷ୍ୟଗ୍ରହଣ ଅସମ୍ପୂର୍ଣ୍ଣ ରହିଛି।…
Read More...

ଭାରତୀୟ ସେନାରେ ସାମିଲ ହେବ ପ୍ରଳୟ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଭାରତୀୟ ସେନାରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ ସାମିଲ ହେବାକୁ ଯାଉଛି । ଏନେଇ ବିଚାର ବିମର୍ଶ ଚାଲିଛି। ଏହି କ୍ଷେପଣାସ୍ତ୍ର ୧୫୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ପାରିବ। ଏହା ଏକ ଗାଇଡେଡ ମିଜାଇଲ । ଏଥିରେ…
Read More...

୩ ଜଣ ଡକାୟତଙ୍କୁ ମାଡ଼ି ବସିଲା ମଞ୍ଚେଶ୍ବର ଥାନା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ଡକାୟତି ପାଇଁ ସମେଇଗଡିଆ ଅଞ୍ଚଳରେ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ମଞ୍ଚେଶ୍ଵର ଥାନା ପୁଲିସ। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିବା ସହିତ ଉକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।…
Read More...

ଗୋବିନ୍ଦ ସାହୁଙ୍କ ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର : ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ…
Read More...

ଧରା ପଡିଲେ ମୋ ବସ୍ ର ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ଧରି ମୋ ବସ୍ ର ଯାତ୍ରୀ ମାନଙ୍କୁ ଲୁଟପାଟ୍ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ। ନୟାପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଥାନାର ଏକ ଟିମ୍ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ…
Read More...

ଅର୍ଚ୍ଚନା ନାଗ ମାମଲା, ଆସିଲା ଫରେନ୍ସିକ ରିପୋର୍ଟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି । ଆଜି ରାଜ୍ୟ ଅପରାଧି ବିଧି ବିଜ୍ଞାନ ପକ୍ଷରୁ ଜବତ ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ କପି କୋର୍ଟ ସହ ପୋଲିସକୁ ପ୍ରଦାନ କରାଯାଇଛି । ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କର…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ। ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୧୦ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଗଠନ କରାଯିବ। ଏହି…
Read More...

ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ କରାଯାଇଛି । ପ୍ରୟାସ ସିଙ୍ଗଲ ଓ୍ବିଣ୍ଡୋ ଓ ସେଣ୍ଟର ଫର୍ ଆଡଭୋକେସୀ ଏବଂ ରିସର୍ଚ୍ଚ ସଂସ୍ଥାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି…
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଆସୋସିଏସନର ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସେବା ନିବୃତ ଯବାନ ଓ୍ଵେଲଫେୟାର ଆସୋସିଏସନ ଓଡିଶା ଶାଖାର ତୃତୀୟ ବାର୍ଷିକ ସମ୍ମିଳନୀ ସିଆରପି ଗ୍ରୁପ୍ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ସେବା ନିବୃତ ଆଇଜି ଆର ଏନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଗତ ବର୍ଷରେ ପରଲୋକ ଘଟିଥିବା…
Read More...

ସାପ୍ତାହିକ ସମ୍ବାଦପତ୍ର ପ୍ରତିଜ୍ଞାର ତ୍ରୟୋଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାପ୍ତାହିକ ସମ୍ବାଦପତ୍ର ପ୍ରତିଜ୍ଞାର ତ୍ରୟୋଦଶ ବାର୍ଷିକ ଉତ୍ସବ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ତରୁଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦଘାଟକ ଭାବେ ରାଜ୍ୟ ସହକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଉଦଘାଟନ…
Read More...