banner
Breaking

ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ କରାଯାଇଛି । ପ୍ରୟାସ ସିଙ୍ଗଲ ଓ୍ବିଣ୍ଡୋ ଓ ସେଣ୍ଟର ଫର୍ ଆଡଭୋକେସୀ ଏବଂ ରିସର୍ଚ୍ଚ ସଂସ୍ଥାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ କିଟ୍ ଗୁଡିକ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରସନ୍ନ କୁମାର ସାହୁ, ସ୍ୱେଚ୍ଚାସେବୀ ସଙ୍ଗଠନର କର୍ମକର୍ତ୍ତା, ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛସାଥୀ ଓ ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.